general question ତାହା କଣ ଯାହା ଭାଇର ପାଖରେ 2 ଟି ଓ ଭଉଣୀ ପାଖରେ 3 ଟି ଥାଏ ? 99 % ଫେଲ ହେଲେ ଉତ୍ତର ଦେବେ….

ଆପଣମାନେ ସମସ୍ତେ ପ୍ରତେକ ଦିନ ଅନେକ ଲୋକଙ୍କ ସହିତ ମିସିଥାଉ ଓ ତାହା ସହିତ ବିଭିନ୍ନ ବିଷୟରେ କଥା ମଧ୍ୟ ଆମେ ହେଇଥାଉ, କିନ୍ତୁ ଯଦି ଆମେ ଜଣେ ପୁରୁଣା କାଳିଆ ଲୋକଙ୍କ ସହିତ ମିଶିବା ତେବେ ଆମେ ତାଙ୍କ ଠାରୁ ବହୁତ ଗୁଡିଏ ପୁରୁଣା କଥା ଆଉ ଢୋଗ ମଧ୍ୟ ଶୁଣିବାକୁ ପାଇଥାଉ | ଆଉ ଯାହାକୁ ଶୁଣି ଆମକୁ ବହୁତ ମଜା ମଧ୍ୟ ଲାଗିଥାଏ |

ଅନେକ ସମୟରେ ଅତି ସାଧାରଣ ପ୍ରଶ୍ନ ଗୁଡିକ ଯଦି ବୁଲେଇ ବଙ୍କେଇ କେହି ଆମକୁ ପଚାରିଦିଅନ୍ତି ତେବେ ଆମକୁ ସେହି ପ୍ରଶ୍ନର ଉତ୍ତର ଖୋଜିକି ପାଇବା ବହୁତ କଷ୍ଟ କର ହେଇଯାଇଥାଏ, ତେଣୁ ଆମେ ଆଜି ଆପଣମାନଙ୍କ ପାଇଁ ସେହିଭଳି କିଛି ଢଗ ନେଇ ଆସିଛୁ।

ତେବେ ଯେତେ ପ୍ରକାର ଜ୍ଞାନ ଜାଣିଲେ ମଧ୍ୟ ଏମିତି କିଛି ପାଠ ରହିଥାଏ ଯାହା ବିଷୟରେ ଜାଣିବା ଅତ୍ୟନ୍ତ ଆବଶ୍ୟକ ହୋଇ ଥାଏ l ଏବେକା ସମୟରେ ଆପଣ ମାନେ ଯେ କୌଣସି ଜାଗାକୁ ଜବ କରିବା ପାଇଁ ଗଲେ ପ୍ରଥମେ ଏନଟ୍ରାନ୍ସ , ଇଣ୍ଟରଭ୍ୟୁୟର ସାମ୍ନା କରିବାକୁ ପଡେ ସେଥିରେ ପାସ ହେଲେ ଆପଣଙ୍କୁ ଏକ ଭଲ ସ୍ଥାନରେ ଭଲ ପଦବୀରେ ଜବ ମିଳେ ।

କେତେକ ସମୟରେ ଏହା ମଧ୍ୟ ଦେଖିବାକୁ ମିଳେ କି ଅନେକ ବ୍ୟକ୍ତି ମାନେ ଡିଗ୍ରୀ ପରିଚୟ ହାସଲ କରିଥିଲେ ମଧ୍ୟ ସେମାନଙ୍କର ପାଖରେ ସାଧାରଣ ଜ୍ଞାନ ବିଷୟରେ ବହୁତ କମ ନଲେଜ ରହିଥାଏ । ଯାହା ଦ୍ୱାରା କି ହଠାତ କେହି ସେମାନଙ୍କୁ ଏହା ପଚାରିଦେଲେ ସେଠାରେ ସେମାନେ ଅପମାନିତ ହୋଇଥାନ୍ତି ।ତେବେ ଆଜି ଆମେ ଆପଣ ମାନଙ୍କୁ ସେମିତି କିଛି ଜେନେରାଲ ନଲେଜ ପ୍ରଶ୍ନ ପଚାରିବୁ । ତେବେ ଆସନ୍ତୁ ଜାଣିବା ସେମିତି କିଛି ପ୍ରଶ୍ନ ବିଷୟରେ ।

1. କେଉଁ ଜୀବ ନିଆଁ ରେ ଜଳିଲେ ବାରୁଦ ଭଳି ଫାଟିଥାଏ ?
ଉତ୍ତର – ବୁଢିଆଣୀ

2. କେଉଁ ଦେଶର ଲୋକ ସବୁଠୁ ଅଧିକ ଆତ୍ମହତ୍ୟା କରନ୍ତି ?
ଉତ୍ତର- ଚୀନ

3.ଦୁନିଆର କେଉଁ ଦେଶରେ 3ଟି ରାଜଧାନୀ ରହିଛି ?
ଉତ୍ତର- ଦକ୍ଷିଣ ଆଫ୍ରିକା

4.ଗୋରୀ ଝିଅଙ୍କର କେଉଁ କେଉଁ ଅଙ୍ଗ କଳା…?

 


ଉତ୍ତର – ଆଖି ପତା

5.ଏମିତି କେଉଁ ଜିନିଷ ଯାହା ବଢ଼ିଥାଏ କିନ୍ତୁ କେବେ କମେ ନାହିଁ ?
ଉତ୍ତର – ଉଚ୍ଚତା ବା ବୟସ

6.ଶରୀର ରୁ କେଉଁ ଅଂଶରୁ କେବେ ଝାଳ ବୋହେ ନାହିଁ ?
ଉତ୍ତର – ଓଠ

7.ଦୁନିଆରେ କେଉଁ ଜିନିଷ ଯାହା ତଳେ ପଡିଲେ ଭାଙ୍ଗି ନଥାଏ ?
ଉତ୍ତର – ବର୍ଷା

8. ଦୁନିଆର ସବୁଠାରୁ ମହଙ୍ଗା ସହର କିଏ ?
ଉତ୍ତର- ତେଲ ଆଭିଭ ।

9.ଭାରତରେ ସବୁଠାରୁ ପ୍ରଥମେ ସୂର୍ଯ୍ୟ କେଉଁଠାରେ ଉଦୟ ହୋଇଥାଏ ?
ଉତ୍ତର – ଅରୁଣାଞ୍ଚଳ ପ୍ରଦେଶ

10.ତାହା କଣ ଯାହା ଭାଇ ର 2ଟି ଓ ଭଉଣୀ ର 3ଟି ଥାଏ ତାହା କଣ ?
ଉତ୍ତର- ଅକ୍ଷର