ଦେଖନ୍ତୁ ଭିଡ଼ିଓ – ସୋସିଆଲ ମିଡିଆରେ ନିଆଁ ଭଳି ଭାଇରାଲ ହେଲା ଅପରାଜିତା ଓ ବାବୁସାନ ଙ୍କ ଭିଡ଼ିଓ
ଆଜି ଆମେ ଆପଣ ମାନଙ୍କୁ ଏକ ବହୁତ ହିଁ ସୁନ୍ଦର କଥା ବିଷୟରେ କହିବୁ ଯାହାକୁ ଶୁଣିଲେ ଆପଣ ମାନେ ନିଶ୍ଚିତ ରୂପରେ ଖୁସି ହେବେ । କାରଣ ଆପଣ ମାନେ ସେହି ସମସ୍ତ କଥା ବିଷୟରେ ଟିକେ ଅଧିକ ଜାଣିବା ପାଇଁ ନିଶ୍ଚିତ ରୂପରେ ଆଗ୍ରହୀ ଥିବେ । ତେବେ ଆପଣ ମାନେ ବିଭିନ୍ନ ପ୍ରକାର ସିରିଏଲ ବା ଫିଲ୍ମ ଦେଖୁଥିବେ ଏହା ସହ ସେହି ଫିଲ୍ମରେ ଥିବା ଅନେକ କଲାକାର ମାନଙ୍କୁ ମଧ୍ୟ ଆପଣ ମାନେ ବହୁତ ହିଁ ଭଲ ପାଉଥିବେ । ତେବେ ଆଜି ଆମେ ଆପଣ ମାନଙ୍କୁ ସେମିତି ଜଣେ ପ୍ରିୟ କଳାକାରଙ୍କ ବିଷୟରେ କହିବୁ ଯାହାକୁ ଆପଣ ମାନେ ବହୁତ ପସନ୍ଦ କରନ୍ତି ।
ଆପଣ ମାନେ ନିସ୍ଚିତ ରୂପରେ ଆପଣଙ୍କର ପ୍ରିୟ ହିରୋ ହିରୋଇନଙ୍କ ବିଷୟରେ କିଛି କଥା ମଧ୍ୟ ଜାଣିବାକୁ ଚାହିଁଥିବେ ତେବେ ଆଜି ଆମେ ଆପଣଙ୍କୁ ସେହିପରି କିଛି କଥା ବିଷୟରେ କହିବୁ ।
.ଆମେ ଆପଣ ମାନଙ୍କୁ ଆଜି ଓଲିଉଡ ସୁପରଷ୍ଟାର ବାବୁସାନ ଏବଂ ତାଙ୍କର ମା ଅପରାଜିତାଙ୍କର ଏକ ସୁନ୍ଦର କଥା ବିଷୟରେ କହିବୁ ଯାହାକି ଏବେ ସୋସିଆଲ ମିଡିଆରେ ବହୁତ ଭାବରେ ଚର୍ଚ୍ଚାର ବିଷୟରେ ପାଲଟିଛି । ସୋସିଆଲ ମିଡିଆରେ ଏବେ ଏପରି ଏକ ଭଡିଓ ଘୂରି ବୁଲୁଛି ଯେଉଁଥିରେ ବାବୁସାନ ଏବଂ ଅପରାଜିତାଙ୍କର ଏକ କାମ ସମସ୍ତଙ୍କୁ ଚକିତ କରିଦେଇଛି ।
ଆପଣ ମାନେ କିଛି ବ୍ୟସ୍ତ ହେବାର ଦରକାର ନାହିଁ କାରଣ ଏହା କୌଣସି ଡରିବାର କଥା ନୁହେଁ ବରଂ ଏଥିରେ ମା ପୁଅଙ୍କର ସ୍ନେହ ମଧ୍ୟ ଦେଖାଯାଉଛି। ତେବେ ଭିଡିଓରେ ଦେଖିବାକୁ ମିଳିଛି କି ଅପରାଜିତା ଏବଂ ବାବୁସାନ ମିଶିକରି ବାଟୁଳି ମାରୁଛନ୍ତି . ତେବେ ବାବୁସାନ ତାଙ୍କର ମାଙ୍କୁ ବାଟୁଳି ମାରିବା ଶିଖାଉଛନ୍ତି ଏବଂ ନିଜେ ମଧ୍ୟ ବାଟୁଳି ମାରୁଛନ୍ତି ।
ତେବେ ସେଥିରେ ଅପରାଜିତାଙ୍କୁ କିଏ ଜଣେ ଟିିକି ଅପା ବୋଲି ଡାକୁଛନ୍ତି ଏବଂ ତାଙ୍କ ହାତରେ ବାଟୁଳି ଦେଇକରି ତାଙ୍କୁ ମାରିବା ପାଇଁ କହୁଛନ୍ତି ତେବେ ଅପରାଜିତା ବାଟୁଳି ମାରିବା ପରେ ବାବୁସାନ କହିଛନ୍ତି କି ୱାନଣ୍ଡାରଫୁଲ, ଏବଂ ବିୟୁଟିଫଉଲ ସଟ ବୋଲି ।
ଏହି ଭିଡିଓରେ ଦେଖିବାକୁ ମିଳିଛି କି ବାବୁସାନ ଏକ ଗଛକୁ ବାଟୁଳି ମାରୁଛନ୍ତି , ସେଥିରେ ସେ ଧଳା ରଙ୍ଗର ଡ୍ରେସ ପିନ୍ଧିଛନ୍ତି ଏବଂ ଅପରାଜିତା ଏକ ଲାଲ ରଙ୍କର ଡ୍ରେସ ପିନ୍ଧିଛନ୍ତି । ତେବେ ସେ ଯେଉଁ ବାଟୁଳିରେ ମାରୁଛନ୍ତି ତାହାର ରଙ୍ଗ ହେଉଛି ହଳଦିଆ , ଥରେ ମାରିବା ପରେ ସେ ପୁଣି ଥରେ ମାରିବା ପାଇଁ ଗୁଡି ମାଗିଛନ୍ତି । ତେବେ ଏଥିରେ ବହୁତ ସୁନ୍ଦର ଭାବରେ ମା ପୁଅର ସ୍ନେହ ଦେଖିବାକୁ ମିଲିଛି । ଏହା ସହିତ ସେମାନେ ବହୁତ ସୁନ୍ଦର ବାଟୁଳି ମଧ୍ୟ ମାରୁଛନ୍ତି ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।