ହତାଭାଗା ସ୍ୱାମୀ : ମଥାରେ ସିନ୍ଦୁର ଦେବାର 1 ଘଣ୍ଟା ପରେ ସ୍ତ୍ରୀର କୋକେଇ ଉଠାଇଲା, ଶାଶୁଘରେ ନୂଆ ବୋହୁର ସ୍ୱାଗତ ବଦଳରେ ହେଲା ଅନ୍ତ୍ୟେଷ୍ଟି ଦେଖନ୍ତୁ ଭିଡିଓ
ଏବେ ସାମ୍ନାକୁ ଆସିଛି ଏମିତି ଏକ ଘଟଣାର ଦୃଶ୍ୟ ଯାହାକୁ ଦେଖିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ। କାରଣ ଏହି ଘଟଣାଟି କିଛି ଏପରି ଅଟେ ଯାହା ସାଧାରଣରେ ଗ୍ରହଣ କରିବା ସହଜ ନୁହେଁ ଏବଂ ଆଶ୍ଚର୍ଯ୍ୟ ର ବିଷୟ। ଯେଉଁ ଘଟଣାର ଭିଡିଓ ଏବେ ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେବାରେ ଲାଗିଛି। ଯଦିଓ ଏମିତି ଘଟଣା ଆପଣ ଅନେକ ସମୟରେ ଦେଖିବାକୁ ପାଉଥିବେ ଏବେ ପୁଣି ଆମେ ଆପଣଙ୍କୁ ସେହିଭଳି ଏକ ଘଟଣା ବିଷୟରେ କହିବାକୁ ଯାଉଛୁ।ଏହିଘଟଣା ଯାହା ସାଧାରଣରେ ବିଶ୍ୱାସ କରିବା କଷ୍ଟକର ହୋଇଥାଏ କିନ୍ତୁ ସେହି ଘଟଣା ସତ।ଯାହାକୁ ଦେଖିଲେ ଆଶ୍ଚର୍ଯ୍ୟ ଲାଗିବା ସ୍ବାଭାବିକ କଥା।
ଏଭଳି ଘଟଣା ଯାହା କ୍ୟାମେରା ରେ ରେକର୍ଡ ହେଲା ପରେ ଆମେ ସେହି ବିଷୟରେ ଜାଣି ପାରୁ।ତେବେ ଜାଣିବା ସେହି ଅଜବ ଘଟଣା ଯାହା ଆପଣଙ୍କୁ ସାମାନ୍ୟ ଚକିତ କରିବ। ଏହି ଘଟଣା ବର୍ତ୍ତମାନ ପାଇଁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ପାଲଟି ଯାଇଛି ।
ତେବେ ଅଧିକାଂଶ ସମୟରେ ଆପଣ ଏହିପରି କିଛି ଅଜବ ଘଟଣା ମାନ ସବୁ ଦେଖିବା ପାଇଁ ପାଉଥିବେ।ଏହିଭଳି କିଛି ଘଟଣା ଆମକୁ ଭାବିବାକୁ ବାଧ୍ୟ କରିଥାଏ ଯେ ଏହା କିପରି ସମ୍ଭବ ହୋଇପାରେ। ସେହିଭଳି କିଛି ଘଟଣା ଯେତେବେଳେ କ୍ୟାମେରା ରେ ରେକର୍ଡ ହୋଇଥାଏ ତାହା ଦେଖିବା ପରେ ଆମକୁ ବହୁତ୍ ଆଶ୍ଚର୍ଯ୍ୟ ଲାଗିଥାଏ।
ତେବେ ମଣିଷ ଜୀବନ କେତେବେଳେ କେଉଁ ମୋଡ଼ ନେଇଥାଏ ତାହା କେହି ବି କଳ୍ପନା କରି ପାରି ନଥାଏ। କେଉଁ ରୂପରେ ମୃତ୍ୟୁ ଆସି ଆପଣଙ୍କ ଛିଡ଼ା ହୋଇଥିବା ଚାହିଁ ସୁଦ୍ଧା ତାକୁ ବଦଳେଇ ପାରିବ ନାହିଁ। ତେବେ ସେହିପରି ଏକ ଘଟଣା ସାମ୍ନାକୁ ଆସିଛି। ତେବେ ମୃତ୍ୟୁ ଏକ ନିରାଟ ସତ୍ୟ ଅଟେ , ଏହା କେତେ ବେଳେ କାହାକୁ କେଉଁ ପରିସ୍ଥିତିରେ ନିଜର କରି ନେବ ତାହା କେହି ବି ଜାଣି ନଥାନ୍ତି। ଏହି ଘଟଣା ରେ ମଧ୍ୟ କିଛି ଏହିପରି ହୋଇଥିଲା, ଖୁସି ରେ ଝିଅ ର ବାହାଘର କରାଉଥିଲେ ବାପା ମା କିନ୍ତୁ ମାଡି ଆସିଲା ଅଦିନିଆ ଝଡ଼। ଆଉ ଘରୁ ସବାରୀ ଉଠିବା ପୂର୍ବରୁ ଘରୁ ଉଠିଲା ଝିଅ ର କୋକେଇ ଯାହାକି ସମସ୍ତ ଙ୍କୁ ଅତ୍ୟନ୍ତ ବିଚଳିତ କରି ଦେଇଥିଲା।
ତେବେ ଏହି ଭଳି ଅଭାବନୀୟ ଘଟଣା ଟି ଦେଖିବା କୁ ମିଳିଥିଲା ଉତ୍ତର ପ୍ରଦେଶ ର ଲୌକ୍ଷ୍ନ ରେ।ଯାହାକି ନେଇ ବର୍ତ୍ତମାନ ଖୁବ ଚର୍ଚ୍ଚା ଚାଲିଛି।ତେବେ ସମ୍ପୂର୍ଣ୍ଣ ଘଟଣା ଟି ଉତ୍ତର ପ୍ରଦେଶ ର ଲୌକ୍ଷ୍ନ ରେ ଗୋପାଳ ଙ୍କ ର ଝିଅ ଶିବାନୀ ଙ୍କ ର ବିବାହ ଆୟୋଜନ ହୋଇଥିଲା। ବେଶ ହସ ଖୁସି ରେ ସବୁକିଛି ଚାଲିଥିଲା।
ଶିବାନୀ ମଧ୍ୟ ନିଜ ବିବାହ ତଥା ଏକ ନୂଆ ଜୀବନ ଆରମ୍ଭ କରିବା କୁ ଯାଉଥିବା ରୁ ଖୁବ ଆଶାୟୀ ଥିଲେ କିନ୍ତୁ ଭାଗ୍ୟ ରେ ବିଧାତା କିଛି ଅଲଗା ଲେଖି ଥିଲେ ଯାହା ତାଙ୍କର ସବୁ ସ୍ଵପ୍ନ ଙ୍କୁ ଭାଙ୍ଗି ଦେଇଥିଲା। ଏବଂ କିଛି ସେକେଣ୍ଡ ରେ ତାଙ୍କର ମୃତ୍ୟୁ ହୋଇଥିଲା ଯାହା ସମସ୍ତ ଙ୍କୁ ଆଶ୍ଚର୍ଯ୍ୟ ଚକିତ କରି ଦେଇଥିଲା।ତେବେ ଯେତେବେଳେ ବର ଓ କନ୍ୟା ଉଭୟକୁ ମାଳ ପିନ୍ଧାଇ ସାରିବା ପରେ କନ୍ୟା ଟଳି ପଡ଼ିଥିଲେ। ଆଉ ତାଙ୍କୁ ସଙ୍ଗେ ସଙ୍ଗେ ହସପିଟାଲ କୁ ନେବା ପରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।