ପୁଣି ସାମ୍ନାକୁ ଆସିଲା ଭିଡିଓ ! ବାପାଙ୍କ ଗୀତ ଗାଇ ଖୁସି ହେଉଛି ହ୍ୟୁମାନ ଙ୍କ କୁନି ଝିଅ ! ମାତ୍ର 4 ଘଣ୍ଟାରେ 16 କୋଟି ରୁ ଅଧିକ ଲୋକ ଦେଖି ସାରିଲେଣି…

ଆପଣ ତ ଜାଣିଛନ୍ତି ବର୍ତ୍ତମାନ ସମୟରେ ଅନେକ ଘଟଣା ଖୁବ ଭାଇରାଲ ହେବାରେ ଲାଗିଛି ଆଉ ସେଥି ମଧ୍ୟରୁ ଓଡ଼ିଶା ର ଲୋକପ୍ରିୟତା ଗାୟକ ହ୍ୟୁମାନ ସାଗର ଙ୍କ ଘଟଣା ମଧ୍ୟ ଖୁବ ଚର୍ଚ୍ଚା ର ବିଷୟ ପାଲଟି ଯାଇଛି | ବର୍ତ୍ତମାନ ସମୟରେ ଓଡ଼ିଆ କଣ୍ଠଶୀଳ୍ପ ହ୍ୟୁମାନ ସାଗର ଙ୍କ ବିରୁଦ୍ଧରେ ତାଙ୍କ ସ୍ତ୍ରୀ ଏବେ ଅଭିଯୋଗ ଆଣିଛନ୍ତି ଆଉ ଅଭିଯୋଗ ରେ କହିଛନ୍ତି କି ହ୍ୟୁମାନ ମତେ ବହୁତ ମାରୁଛନ୍ତି | ସବୁବେଳେ ମତେ ଶାରୀରିକ ଓ ମାନସିକ ନିର୍ଯ୍ୟାତନା ଦେଉଛନ୍ତି, ତାଙ୍କର ଏଭଳି ଅତ୍ୟାଚାର କୁ ମୁଁ ଆଉ ସହି ପାରୁ ନାହିଁ |

ଯାହାଙ୍କ ଗୀତରେ ରାଜ୍ୟରେ ସବୁ ଯୁବପିଢ଼ି ମତୁଆଲା ହୁଅନ୍ତି ଯାହାଙ୍କର ଗୀତ କୁ ସମସ୍ତେ ସବୁବେଳେ ଗୁଣ ଗୁଣାଉ ଥାଆନ୍ତି ସେହି ହ୍ୟୁମାନ ସାଗର ଏବେ ନିଜ ସ୍ତ୍ରୀ ନିର୍ଯାତନା ମାମଲା ରେ ଛନ୍ଦି ହୋଇ ଯାଇଛନ୍ତି | ହ୍ୟୁମାନ ରାତିରେ ଘରକୁ ଆସିଲେ ସ୍ତ୍ରୀ ଙ୍କୁ ମାଡ଼ ମାରୁ ଥିଲେ, ଖରାପ ବ୍ୟବହାର କରୁ ଥିଲେ ଏବଂ ପୂର୍ବ ଭଳି ତାଙ୍କୁ କୁଆଡେ ଆଉ ଭଲ ପାଉ ନଥିଲେ | ଏହା ସହିତ ସେ ତାଙ୍କ ସ୍ତ୍ରୀ ଙ୍କୁ ଧର୍ମ ପରିବର୍ତ୍ତନ କରିବା ପାଇଁ ମଧ୍ୟ ବାଧ୍ୟ କରୁ ଥିଲେ |

ତେବେ ଏହି ସବୁ ଭିତରେ ହ୍ୟୁମାନ ଙ୍କ କୁନି ଝିଅର ଏକ ଭିଡ଼ିଓ ସାମ୍ନା କୁ ଆସିଛି ଯେଉଁଥିରେ କୁନି ଝିଅ ବାପା ହ୍ୟୁମାନ ଙ୍କ ପାଇଁ ଏକ ଗୀତ ଗାଉଛନ୍ତି | ଏକ ଭିଡ଼ିଓ ମାଧ୍ୟମ ରେ ଦେଖିବା ପାଇଁ ମିଳିଛି କି ହ୍ୟୁମାନ ସାଗର ଙ୍କ କୁନି ଝିଅ ଗୀତ ଗାଉଛି |

ହ୍ୟୁମାନ ସାଗର ଙ୍କର, ” ଏ ଧଡ଼କନ ର ଧୂନ ତୋ ଛାତିରେ” ଗୀତଟି ତ ଆପଣ ନିହାତି ଶୁଣି ଥିବେ ଯାହାକି ବେସ ଲୋକ ପ୍ରିୟତା ହାସଲ କରିଥିଲା | ତେବେ ଏହି ଗୀତ ଟିକୁ ତାଙ୍କର କୁନି ଝିଅ ମଧ୍ୟ ବେସ ସୁନ୍ଦର ଭାବରେ ଗାଇଛନ୍ତି ତାଙ୍କ କୁନି କୁନି ଓଠରେ ସେ ଯେଭଳି ଭାବେ ଗୀତ ଟିକୁ ଗାଇଛନ୍ତି ତାହାକୁ ଶୁଣି ଆପଣ ବେସ ଖୁସି ଅନୁଭବ କରିବେ |

ତେବେ କୁନି ଝିଅ ଙ୍କୁ ତାଙ୍କ ମା ଗୀତ ଟିକୁ ଶିଖାଉ ଦେଉଛନ୍ତି ଆଉ ଏହାପରେ ମା ଙ୍କ ପାଖରୁ ଶୁଣି ଝିଅ ମଧ୍ୟ ଗାଇବା ପାଇଁ ଲାଗୁଛି | ଏଭଳି ଏକ ଭିଡ଼ିଓ ଦର୍ଶକ ମାନେ ମଧ୍ୟ ବେସ ପସନ୍ଦ କରିଛନ୍ତି ଏବଂ ଖୁବ ସୁନ୍ଦର ସୁନ୍ଦର ପ୍ରତିକ୍ରିୟା ରଖିଛନ୍ତି | ତେବେ କହି ରଖିବାକୁ ଚାହିଁବୁ କି ଏହା ଏବେକାର ଭିଡ଼ିଓ ନୁହେଁ ଏହା କିଛି ଦିନ ତଳର ଭିଡ଼ିଓ ଅଟେ କିନ୍ତୁ ହ୍ୟୁମାନ ଙ୍କ ସ୍ୱାମୀ ସ୍ତ୍ରୀ ବିବାଦ ପରେ ଏଭଳି ଏକ ଭିଡ଼ିଓ ସାମ୍ନାକୁ ଆସିଛି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।