ବଡ ଖବର ! ରାତି ଅଧରେ ସୁଟିଙ୍ଗ୍ ସେଟ୍ ରେ ଅର୍ଚ୍ଚିତାଙ୍କ ସହ ବଡ ଅଘଟଣ . ପୁରା ଭିଡିଓ ଦେଖିଲେ ଆପଣ ମଧ୍ୟ ହୋଇଯିବେ ଆଶ୍ଚର୍ଯ୍ୟ….
ଆଜି ଆମେ ଆପଣ ମାନଙ୍କୁ ଆପଣଙ୍କର ପ୍ରିୟ ହିରୋଇନ ଅର୍ଚ୍ଚିତା ସାହୁଙ୍କ ବିଷୟରେ କହିବୁ । ଅର୍ଚ୍ଚିତା ହେଉଛନ୍ତି ଏକ ଚୁଲବୁଲି ନାୟିକା ଯିଏ କି ଅନେକ ପିଲ୍ମ କରିଛନ୍ତି । ଏହା ସହିତ ତାଙ୍କୁ ଚକୋଲେଟ ହିରୋଇନ ମଧ୍ୟ କୁହାଯାଏ । ଚକୋଲେଟ ହିରୋଇନ ଅନେକ ପିଲ୍ମ କରିସାରିଛନ୍ତି ଏବଂ ସମସ୍ତ ପିଲ୍ମରେ ସେ ତାଙ୍କର ହିଟ ପ୍ରଦାନ କରିଛନ୍ତି ତାଙ୍କର ସବୁ ଫିଲ୍ମ ହିଟ ହୋଇଥାଏ । ଅର୍ଚ୍ଚିତା ଦେଖିବା ପାଇଁ ବହୁତ ସୁନ୍ଦରୀ ଅଟନ୍ତି , ଏହା ସହିତ ତାଙ୍କର ଡ୍ୟାନସିଙ୍ଗ ଏବଂ ଆକ୍ଟିଙ୍ଗ ସୁନ୍ଦର ଅଟେ ।
ଆମେ ଆପଣ ମାନଙ୍କୁ ସେହି ଅର୍ଚ୍ଚିତାଙ୍କର ବିଷୟରେ କହିବୁ , ଅର୍ଥାତ ଏବେ ଏବେକା ସମୟରେ ଅର୍ଚ୍ଚିତା ସାହୁ ଏକ ଭିଡିଓରେ ଲାଇଭ ଆସିଛନ୍ତି ତାଙ୍କର ଫ୍ୟାନ ମାନଙ୍କ ସହ କିଛି ସମୟ ବିତାଇବା ପାଇଁ ।
ଏହା ସହିତ ସେ ତାଙ୍କର ଫ୍ୟାନ ମାନଙ୍କ ସହ ଲାଇଭ ଆସି ବହୁତ ସୁନ୍ଦର ସୁନ୍ଦର କଥା ମଧ୍ୟ ହୋଇଛନ୍ତି । ତେବେ ଆସନ୍ତୁ ଜାଣିବା ଅର୍ଚ୍ଚିତା କଣ କହିଛନ୍ତି ତାଙ୍କର ଫେନ୍ସ ମାନଙ୍କୁ ।ଅର୍ଚ୍ଚିତା କହିଛନ୍ତି କି ସେ ଏବେକା ସମୟରେ ସୁଟିଂରେ ଅଛନ୍ତି ଏବଂ ରାତି ସମୟରେ ମଧ୍ୟ ସୁଟିଂ ଚାଲିଛି । ତାଙ୍କ ଆଗରେ ଏକ କ୍ୟାମେରା ରହିଛି ଏବଂ ଅର୍ଚ୍ଚିତା କହୁଛନ୍ତି କି ରାତିରେ ମଧ୍ୟ ତାଙ୍କୁ ଶୋଇବା ପାଇଁ ଦେଉନାହାନ୍ତି ।
ଅର୍ଚ୍ଚିତା କହିଛନ୍ତି କି ସୁଏଟରେ ସୁଟିଂ ଚାଲିଛି ରୋଲ ନମ୍ବର 27 , ସୁଜାତା ସେନାପତିର । ଏହା ସହିତ ସେ କହିଛନ୍ତି କି ରାତିରେ ଏହି ଫିଲ୍ମର ସୁଟିଂ ହେଉଛି ଏବଂ ରାତିରେ ସଟ ଦିଆଯାଉଛି ତେବେ କେଉଁ ଅବସ୍ଥା ହେଉଥିବ ।
ତେବେ ସେ ରାତିରେ ନିଦ ନଲାଗିବ ବୋଲି 2 ତିନିଥର ନିଦରେ ଶୋଇକରି ଉଠି ପଡିଲେଣି । ତେବେ ଏବେ ଆଉ ଶୋଇବାକୁ ଚାହୁଁନାହାନ୍ତି ସେଥିପାଇଁ ସେ ଲାଇଭ ଆସିବାକୁ ଚାହିଁଛନ୍ତି ଏବଂ ନିଜର ଫ୍ୟାନ୍ସ ମାନଙ୍କ ସହ କିଛି ସମୟ ବିତାଇବା ପାଇଁ ଚାହିଁଛନ୍ତି । ଏହା ସହିତ ସେ କହିଛନ୍ତି କି ତାଙ୍କର ଫ୍ୟାନ ମାନେ ଯେଉଁମନାନେ ରାତିରେ ଶୋଇନଥିବେ ଏବଂ ତାଙ୍କୁ ଅପେକ୍ଷା କରିଥିବେ ତେବେ ଏବେ ତାଙ୍କ ସହ ସେମାନେ କଥା ହୋଇପାରିବେ ।
ଏହି ଲାଇଭ ଆସିବା ପରେ ସେ ତାଙ୍କର ଫ୍ୟାନ୍ସ ମାନଙ୍କର କିଛି ପ୍ରଶ୍ନର ଉତ୍ତର ମଧ୍ୟ ଦେଇଛନ୍ତି । ଏହାପରେ ସେ ତାଙ୍କର ସୁଟିଂ ସେଟରେ ଥିବା ସମସ୍ତଙ୍କର ରୋଲ ନମ୍ବର ପଚାରୁଛନ୍ତି ଏବଂ ଡାଇରେକଟର ଅଶୋକ ପତିଙ୍କୁ ମଧ୍ୟ ସେ ଦଶମ ଶ୍ରେଣୀର ରୋଲ ନମ୍ବର ପଚାରୁଛନ୍ତି ।
ଏହି ଭିଡିଓରୁ ଲାଗୁଛି କି ସେମାନେ ବହୁତ ମଜାମସ୍ତି କରୁଛନ୍ତି , ସୁଟିଂ ସେଟରେ ବହୁତ କଷ୍ଟରେ ଥିଲେ ମଧ୍ୟ ସେମାନେ ଏହି ସମୟରେ ମଧ୍ୟ ବହୁତ ଖୁସିରେ ସମସ୍ତ କାର୍ଯ୍ୟକୁ ନିର୍ବାହ କରୁଛନ୍ତି । ତେବେ ଆଗକୁ ଅର୍ଚ୍ଚିତାଙ୍କର ଏକ ନୂଆ ଫିଲ୍ମ ଆସିବ ମାତ୍ର ତାହା କେବେବ ରିଲିଜ ହେବ ତାହା ଏବେ ପର୍ଯ୍ୟନ୍ତ ଜଣାପଡିନାହିଁ । ମାତ୍ର ପିଲ୍ମର ନାମରୁ ଜଣାପଡୁଛି କି ଫିଲ୍ମଟି ବହୁତ ଭଲ ହୋଇଥିବ ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।