ବଡ ଖବର – ୮୦ କୋଟି ଲୋକଙ୍କୁ ନଭେମ୍ୱର ମାସ ପରେ ମିଳିବନି ରାସନ୍‌ ? ଜାଣନ୍ତୁ କଣ ଯୋଜନା କରୁଛନ୍ତି ସରକାର ଏବଂ କିପରି ପାଇବେ, ରାସନ୍‌ କାର୍ଡ ଥିଲେ ନିଶ୍ଚୟ ଦେଖନ୍ତୁ

ସମାଜରେ ରହିଥିଲେ ଆପଣଙ୍କୁ ସବୁଦିନ କିଛି ନା କିଛି ତଥ୍ୟ ଶୁଣିବାକୁ ମିଳିଥାଏ। ସରକାର ସର୍ବଦା ସମାଜର ଲୋକମାନଙ୍କ ପାଇଁ ସୁବିଧା ସୁଯୋଗ ଏବଂ ଆବଶ୍ୟକତା ଅନୁଯାୟୀ ଭିନ୍ନ ଭିନ୍ନ ସମୟରେ ବିଭିନ୍ନ ପ୍ରକାରର ଯୋଜନା ପ୍ରଣୟନ କରିଥାନ୍ତି। ଲୋକଙ୍କ ଜନ୍ମ ଠାରୁ ମୃତ୍ୟୁ ପର୍ଯ୍ୟନ୍ତ ସରକାର ଭିନ୍ନ ଭିନ୍ନ ଯୋଜନା କାର୍ଯ୍ୟକାରୀ କରିଥାନ୍ତି। ତେଣୁ ଆମ୍ଭ କେନ୍ଦ୍ର ସରକାର ଏକ ନୂଆ ଯୋଜନା ବାହାର କରିଛନ୍ତି।ଯଦି ଆପଣ ସେହି ଯୋଜନା ବିଷୟରେ ଜାଣିବେ, ତେବେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। ସେହି ଯୋଜନା ଟି ହେଉଛି, ନଭେମ୍ବର ମାସ ପରେ ଆଉ ଲୋକମାନଙ୍କୁ ରାସନ ମିଳିବ ନାହିଁ ।

ସୂଚନାଯୋଗ୍ୟ, ଚଳିତ ବର୍ଷ ଠାରୁ ସରକାର ଗରିବ ଲୋକମାନଙ୍କୁ ମାଗଣାରେ ରାସନ ସାମଗ୍ରୀ ମିଳିବ ବୋଲି ଘୋଷଣା କରିଥିଲେ। କିନ୍ତୁ ଏହି ଯୋଜନା କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନଭେମ୍ବର ମାସ କୁ ଘୁଞ୍ଚାଇ ଦେଇଥିଲେ।

କେନ୍ଦ୍ର ସରକାର ଏହି ଯୋଜନାରେ ୧.୫ କୋଟି ଟଙ୍କା ବ୍ୟୟ କରାଯିବ ବୋଲି କହିଥିଲେ। କିନ୍ତୁ ଖାଦ୍ୟ ସଚିବ ସୁଧାଂଶୁ ପାଣ୍ଡେ ଙ୍କ କହିବା ଅନୁସାରେ, ବର୍ତ୍ତମାନ ସମୟରେ ଲୋକମାନଙ୍କର ଆର୍ଥିକ ସ୍ଥିତି ଧୀରେ ଧୀରେ ପରିବର୍ତ୍ତନ ହୋଇଯାଉଛି ଏବଂ ଲୋକମାନେ ବହୁତ ଖୋଲା ଖୋଲି ଭାବରେ ଚଳି ମଧ୍ୟ ଆସୁଛନ୍ତି।

କିନ୍ତୁ ବର୍ତ୍ତମାନ ସମୟରେ ଏବେ ସୁଦ୍ଧା ଭୂତଳ ତେଲ, ସୂର୍ଯ୍ୟମୁଖୀ ତେଲ ଏବଂ ଖଜୁରୀ ତେଲ ର ଦାମ୍ ହ୍ରାସ ପାଇ ନାହିଁ। ତେଣୁ ଦେଶ ମାନଙ୍କରେ ଏହି ତେଲ ମଧ୍ୟ ମିଳିବା ବହୁତ କଷ୍ଟକର ହୋଇପଡୁଛି ଏବଂ ଲୋକମାନେ ମଧ୍ୟ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି।

ତେଣୁ ସେ କହିଛନ୍ତି, ତେଲର ଦାମ ବଢ଼ୁଥିବାରୁ ଦେଶର ଅନେକ ରାଜ୍ୟ ମାନଙ୍କରେ ତେଲ ର ଦାମ୍ ଅଳ୍ପ ପରିମାଣରେ ହ୍ରାସ ପାଇଛି ଏବଂ ୭ ରୁ ୨୦ ଟଙ୍କା ହିସାବରେ ଲିଟର ପିଛା କମିଛି ବୋଲି ସୂଚନା ଦିଆଯାଇଛି।

ଏଣୁ ସେ କହିଛନ୍ତି ଯେ, ନଭେମ୍ବର ମାସରେ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାରେ ମାଗଣାରେ ଆଉ ରାସନ ସାମଗ୍ରୀ ମିଳିବ ନାହିଁ ବୋଲି କହିଛନ୍ତି। କିନ୍ତୁ ଏ ପର୍ଯ୍ୟନ୍ତ ଏହି ଯୋଜନା ବିଷୟରେ କିଛି ସ୍ପଷ୍ଟ ହୋଇନାହିଁ ବୋଲି କହିଛନ୍ତି। ଏପରି ଅସୁବିଧା ପରିସ୍ଥିତିରେ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା କୁ ଆଗକୁ ବଢେଇବା ପାଇଁ କୌଣସି ନିୟମ କରିନାହାନ୍ତି।

ତେଣୁ ସରକାରଙ୍କ ନିୟମ ଅନୁଯାୟୀ, ଯଦି ଲୋକମାନଙ୍କୁ ଆଉ ମାଗଣାରେ ରାସନ ମିଳିବ ନାହିଁ, ତେବେ ଲୋକମାନେ ବହୁତ ଅସୁବିଧାର ସମ୍ମୁଖୀନ ହେବେ। ବିଶେଷ କରି ସମାଜର ଗରିବ ଲୋକମାନେ ବହୁତ ଅସୁବିଧାର ସମ୍ମୁଖୀନ ହେବେ ଏବଂ ହଇରାଣ ହେବେ। ସେମାନଙ୍କୁ ମୁଠାଏ ଖାଇବାକୁ ମିଳିବ ନାହିଁ ଏବଂ ଭୋକ ଉପାସରେ ସେମାନଙ୍କୁ ବଞ୍ଚିବାକୁ ପଡ଼ିବ। ଏହି ଖବର ଶୁଣିସାରିଲା ପରେ ଲୋକମାନେ ବହୁତ ଚିନ୍ତା ରେ ପଢ଼ିଥିଲେ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।