ବାଛନ୍ତୁ ଆପଣଙ୍କର ଜନ୍ମ ତାରିଖ ଏବଂ ଜାଣନ୍ତୁ ନିଜର ଭବିଷ୍ୟତ ରେ Love Marriage ହେବ ନା Arrange Marriage – Jyotisa Shastra
କୌଣସି ମଣିଷ ର ଜନ୍ମ ତାରିଖ ଓ ଜନ୍ମ ମାସ ଦ୍ଵାରା ସେହି ବ୍ୟକ୍ତି ର ବ୍ୟକ୍ତିତ୍ଵ ଓ ଭବିଷ୍ୟତ ବିଷୟ ରେ ବହୁତ୍ କିଛି ଜାଣି ହୁଏ। ଜ୍ୟୋତିଷ ଶାସ୍ତ୍ର ରେ ମଧ୍ୟ ବ୍ୟକ୍ତି ର ଜନ୍ମ ତାରିଖ , ଜନ୍ମ ଦିନ ,ଓ ଜନ୍ମ ମସିହା ଦ୍ଵାରା ବ୍ୟକ୍ତି ର ଜୀବନ , ଗୁଣ ଓ ଭବିଷ୍ୟତ ବିଷୟ ରେ ବହୁତ୍ କିଛି ଜିନିଷ ଜାଣି ହୁଏ ।।ତେବେ ଆଜି ଆମେ ଆପଣଙ୍କୁ ଆପଣ ଜନ୍ମ ହୋଇଥିବା ତାରିଖ ହିସାବରେ ଆପଣ ଙ୍କ ର ଜୀବନ ର ଏକ ଗୁରୁତ୍ବପୂର୍ଣ୍ଣ ଜିନିଷ ବିଷୟ ରେ ଜାଣିବା ଯାହା ହେଉଛି ଆପଣଙ୍କ ବିବାହ । ଏହି ବିଷୟ ରେ ଜାଣିବା। ବିବାହ ସମସ୍ତଙ୍କ ଜୀବନ ର ଏକ ଗୁରୁତ୍ବପୂର୍ଣ୍ଣ ନିଷ୍ପତି ହୋଇଥାଏ ।
କିନ୍ତୁ ଅଧିକାଂଶ ପିଲା ମାନେ ଏହି ନିଷ୍ପତି ନେବା ପୂର୍ବରୁ ବିଭିନ୍ନ ପ୍ରକାରର ଚିନ୍ତା ରେ ପଡି ଥାନ୍ତି ଯେମିତି କି ସେମାନେ ପ୍ରେମ ବିବାହ କରିବେ ନା ଘର ଲୋକ ମାନଙ୍କ ର ପସନ୍ଦ ର ବିବାହ କରିବେ । ତେବେ ଆସନ୍ତୁ ଜାଣିବା ଆପଣ ଙ୍କ ଜନ୍ମ ତାରିଖ ହିସାବ ରେ ଆପଣ କେଉଁ ପ୍ରକାର ବିବାହ କରିବେ ;
ଯଦି ଆପଣ କୌଣସି ମାସର 1, 10, 19, 28 ରେ ଜନ୍ମ ଗ୍ରହଣ କରିଛନ୍ତି ତେବେ ଏମାନେ ସ୍ଵଭାବ ରେ ବହୁତ ଲାଜ କରି ଥାଆନ୍ତି ଓ କୌଣସି ପରିସ୍ଥିତି ରେ ମଧ୍ୟ ନିଜ ମନ କଥା କାହାକୁ ଖୋଲି କରି କହନ୍ତି ନାହିଁ । ଏମାନେ ସାଧାରଣଃ ଭାବେ ଆରେଞ୍ଜ୍ ମ୍ୟାରେଜ୍ କରି ଥାଆନ୍ତି ।
ଯଦି ଆପଣ ମାସର 2, 11, 20, 29 ରେ ଜନ୍ମ ଗ୍ରହଣ କରିଛନ୍ତି ତେବେ ଆପଣ ଙ୍କ ଜନ୍ମ ତାରିଖ ର ମୂଲ୍ୟାଙ୍କ ୨ ଅଟେ। ଏମାନେ ସବୁ ସମ୍ପର୍କ ପ୍ରତି ଖୁବ୍ ସିରେଏସ ଥାଆନ୍ତି ଓ ଏମାନେ ସାଧାରଣତଃ ପ୍ରେମ ବିବାହ କରିବାକୁ ନିଷ୍ପତ୍ତି ନେଇ ଥାଆନ୍ତି।
3,12, 21, 30 ତାରିଖ ରେ ଜନ୍ମ ଗ୍ରହଣ କରିଥିବା ବ୍ୟକ୍ତି ମାନେ ନିଜ ଭଲ ପାଇବାକୁ ସବୁବେଳେ ଖୋଜି ଥାଆନ୍ତି ଓ ପ୍ରେମ ବିବାହ କରି ଥାଆନ୍ତି।
4,13,22, ରେ ଜନ୍ମ ଗ୍ରହଣ କରିଥିବା ବ୍ୟକ୍ତିମାନେ ପ୍ରେମ ଉପରେ ସାଧାରଣ ଭାବେ ବିଶ୍ୱାସ କରନ୍ତି ନାହିଁ । ସବୁବେଳେ ନିଜ ଘର ଲୋକ ମାନଙ୍କ ପସନ୍ଦ ରେ ବିବାହ କରି ଥାଆନ୍ତି।
5, 14, 23 ରେ ଜନ୍ମ ଗ୍ରହଣ କରିଥିବା ବ୍ୟକ୍ତି ମାନେ ସାଧାରଣ ନିଜ ପରିବାର ଲୋକ ମାନଙ୍କୁ ଖୁବ୍ ଭଲ ପାଆନ୍ତି ଓ ତାଙ୍କ ବିରୋଧ ରେ କିଛି କରନ୍ତି ନାହିଁ। ତେଣୁ ଏମାନେ ଘର ଲୋକ ଙ୍କ ଇଛା ରେ ବିବାହ କରନ୍ତି ।
6, 15, 24 ତାରିଖର ଜନ୍ମ ଗ୍ରହଣ କରିଥିବା ବ୍ୟକ୍ତି ମାନେ ଯାହାକୁ ଭଲ ପାଇ ଥାଆନ୍ତି ତାଙ୍କୁ ହିଁ ବିବାହ କରି ଥାଆନ୍ତି।
7, 16, 25 ଏହି ତାରିଖ ରେ ଜନ୍ମ ଗ୍ରହଣ କରିଥିବା ବ୍ୟକ୍ତି ମାନେ ଖୁବ୍ କମ୍ ପ୍ରେମ ବିବାହ କରି ଥାଆନ୍ତି ।
ମାସର 8, 17, 26 ମାନଙ୍କ ର ମୂଳ ଅଙ୍କ 8 ଓ ଶନି ଏମାନଙ୍କର ସ୍ବାମୀ ଅଟନ୍ତି । ଏମାନେ ଖୁବ୍ କ୍ଵଚିତ ଭାବରେ ପ୍ରେମରେ ପଡି ଥାଆନ୍ତି ।
9,18,27 ରେ ଜନ୍ମ ଗ୍ରହଣ କରିଥିବା ବ୍ୟକ୍ତି ମାନଙ୍କ ଜୀବନ ରେ ପ୍ରେମ କୁ ନେଇ ଅନେକ ବିବାଦ ହେତୁ ଏମାନେ ପ୍ରେମ ବିବାହ ରୁ ଦୂରେଇ ଯାଇ ଥାଆନ୍ତି।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।