Vastu Shastra – କାହାର ନାମ ଚିନ୍ତା କରି ବାଛନ୍ତୁ ଗୋଟିଏ ସ୍ଵସ୍ତିକ ଜାଣନ୍ତୁ ଆପଣଙ୍କର ଗୁପ୍ତ ଭବିଷ୍ୟ…
ତେବେ ଏଠାରେ ତିନୋଟି ସ୍ୱସ୍ତିକ ର ଚି଼ହ୍ନ ରହିଅଛି ଯାହାକି ବାଇଗଣୀ ରଙ୍ଗ, ହଳଦିଆ ରଙ୍ଗ ଓ କମଳା ରଙ୍ଗ, ଏହି ତିନୋଟି ରଙ୍ଗ ଭିତରୁ ଗୋଟିଏ ରଙ୍ଗ କୁ ବାଛନ୍ତୁ ଆଉ ଆପଣ ଙ୍କର ଭବିଷ୍ୟତ ନିଜେ ହିଁ ଜାଣନ୍ତୁ | ଆପଣ ଏହି ରଙ୍ଗ କୁ ବାଛିବା ଦ୍ୱାରା ଆପଣ ଙ୍କର ଭବିଷ୍ୟତ ସହିତ ଜଡ଼ିତ କିଛି କଥା ଆପଣ ନିହାତି ଭାବରେ ଜାଣି ପାରିବେ | ବର୍ତ୍ତମାନ ଆପଣ ଙ୍କର ସମୟ କିପରି ଚାଲୁ ଅଛି ଆଉ ଭବିଷ୍ୟତ ରେ ଆପଣ ଙ୍କର ଜୀଵନ କେମିତି ରହିବ ଆଜି ସେହି ସମ୍ପର୍କ ରେ ଆଲୋଚନା କରିବା |
1. ବାଇଗଣୀ ରଙ୍ଗର ସ୍ୱସ୍ତିକ :- ଯଦି ଆପଣ ବାଇଗଣୀ ସ୍ୱସ୍ତିକ କୁ ବାଛିଛନ୍ତି ତେବେ ଆପଣ ଏକ ସୈତାନ ଲୋକ ହାବୁଡ଼ା ରେ ପଡ଼ି ଯାଇଛନ୍ତି ଆଉ ଯେଉଁଥି ପାଇଁ ଆପଣ ଖୁବ ଚିନ୍ତା ରେ ମଧ୍ୟ ଅଛନ୍ତି | କିନ୍ତୁ ଏହା କିଛି ସମୟ ପାଇଁ ରହିବ ପରେ ସବୁ ଠିକ ହୋଇ ଯିବ | ମିତ୍ର ଜନ ମାନେ ଆପଣ ଙ୍କୁ ଠୁ ଦୂରେଇ ଯାଇଛନ୍ତି ଶତ୍ରୁ ପ୍ରବଳ ହେଉଛନ୍ତି ଯାହାକି ରାଜ କାର୍ଯ୍ୟ ରେ ନିଷ୍ଠୁର ମିଳୁଛି ଅର୍ଥାତ ରାଜ କାର୍ଯ୍ୟ ରେ ଆପଣ ସଫଳତା ଲାଭ କରୁ ନାହାଁନ୍ତି |
ସମସ୍ତ କର୍ମ ରେ ଲାଭ କମ ଅଧିକ କ୍ଷତି ମିଳୁଛି ଯେତେ ପରିଣାମ ରେ ନିବେଶ କଲେ ମଧ୍ୟ ସେଥିରେ କ୍ଷତି ହିଁ ସହିବାକୁ ପଡ଼ୁଛି | ପରିବାର ବର୍ଗ ଆପଣ ଙ୍କୁ ବିଶେଷ କରି କ୍ଷତି କରାଉଛନ୍ତି ଆପଣ ଆପଣଙ୍କ ସ୍ତ୍ରୀଙ୍କର କଥାକୁ ଆଦୌ ଶୁଣନ୍ତି ନାହିଁ କିନ୍ତୁ ଏହା ଭୁଲ ଅଟେ ଆପଣ କିଛିଟା କଥାରେ ସ୍ତ୍ରୀଙ୍କର ଦ୍ୱାରା ଚାଲିଲେ ଆପଣଙ୍କ ପାଇଁ ମଙ୍ଗଳ ହେବ |
2 ହଳଦିଆ ରଙ୍ଗର ସ୍ୱସ୍ତିକ :- ଏହି ରଙ୍ଗକୁ ଆପଣ ଯଦି ବାଛିଛନ୍ତି ଆପଣଙ୍କ ମନରେ ଗୁଡିଏ ପ୍ରଶ୍ନ ଘୁରି ବୁଲୁ ଅଛି ଯେହେତୁ ଆପଣ ଦୁଶ୍ଚିନ୍ତା ରେ ଅଛନ୍ତି ଆପଣଙ୍କର ସମସ୍ତ କାର୍ଯ୍ୟ ଆପଣଙ୍କ ଶକ୍ତି ବାହାରେ | ମୁଣ୍ଡ ଉପରେ ବୋଝ ଏପରି ରହିଛି କି ଆପଣ କେଁଉ କାର୍ଯ୍ୟ ରେ ଆଗେ ହାତ ଦେବେ ତାହା ଜାଣି ପାରୁ ନାହାଁନ୍ତି ଯାହାକୁ ନେଇ ଆପଣ ଖୁବ ଚିନ୍ତା କରୁଛନ୍ତି | ଆପଣ କଣ କରିବେ କଣ କରିବେ ନାହିଁ ଏଭଳି କିଛି ଧର୍ମ ସଙ୍କଟ ରେ ଅଛନ୍ତି କିନ୍ତୁ ଏହା କ୍ଷଣ ମାତ୍ର ଯାହାକି ଦୁଇ ତିନି ଦିନ ମଧ୍ୟରେ ଆପଣଙ୍କର ସମସ୍ୟା ର ସମାଧାନ ହୋଇଯିବ ଏବଂ ଆପଣଙ୍କ ପାଇଁ ଆଗକୁ ଶୁଭ ସମୟର ଆଗମନ ହେବା ପାଇଁ ଯାଉଛି |
3. କମଳା ରଙ୍ଗର ସ୍ୱସ୍ତିକ :- ଆପଣ ସନ୍ତାନ ଙ୍କୁ ନେଇ ଅଧିକ ଚିନ୍ତା କରୁଛନ୍ତି ଆଉ ମନ ମଧ୍ୟରେ ନାନା ଉଦବେଗ ଜାତ ହେଉଛି ଯାହା ଭାବୁଛନ୍ତି ସେହି କାର୍ଯ୍ୟ କରି ପାରୁ ନାହାଁନ୍ତି | ଅନ୍ୟ ମାନଙ୍କୁ ନେଇ ବିଶେଷ ଚିନ୍ତା କରୁଛନ୍ତି ଆଉ ଆଶା ଧନ ଆପଣଙ୍କୁ ମିଳୁ ନାହିଁ | ପାରିବାରିକ ରେ ଅନେକ ସମସ୍ୟା ଦେଖା ଯାଉଛି, ତେବେ ଆପଣ କିନ୍ତୁ ଏହି ସମୟ କୁ ଯିବା ପାଇଁ ଦିଅନ୍ତୁ କାରଣ ଏହି ସମୟ ଆପଣଙ୍କ ପାଇଁ ଲାଗି ରହିବ | ଆପଣ ଏହି ବର୍ଷ ରେ ପ୍ରତିଦିନ ହନୁମାନ ଚାଳିଶା ପାଠ କରନ୍ତୁ ଏହା ଆପଣଙ୍କ ପାଇଁ ସର୍ବୋତମ ରହିବ |