ବାଛନ୍ତୁ ନିଜର ଜନ୍ମ ବର୍ଷ ଏବଂ ଜାଣନ୍ତୁ ନିଜର ଭବିଷ୍ୟତ ଏବଂ ବ୍ୟକ୍ତିତ୍ବ ସମ୍ପର୍କରେ …..
କୌଣସି ମଣିଷ ର ଜନ୍ମ ତାରିଖ ଓ ଜନ୍ମ ମାସ ଦ୍ଵାରା ସେହି ବ୍ୟକ୍ତି ର ବ୍ୟକ୍ତିତ୍ଵ ବିଷୟ ରେ ବହୁତ୍ କିଛି ଜାଣି ହୁଏ। ଜ୍ୟୋତିଷ ଶାସ୍ତ୍ର ରେ ମଧ୍ୟ ବ୍ୟକ୍ତି ର ଜନ୍ମ ତାରିଖ , ଜନ୍ମ ଦିନ ,ଓ ଜନ୍ମ ମସିହା ଦ୍ଵାରା ବ୍ୟକ୍ତି ର ଜୀବନ , ଗୁଣ ଓ ବେସେଶତା ବିଷୟ ରେ ବହୁତ୍ କିଛି ଜିନିଷ ଜାଣି ହୁଏ ।।ତେବେ ଆଜି ଆମେ ଆପଣଙ୍କୁ ଆପଣ ଜନ୍ମ ହୋଇଥିବା ମସିହା ହିସାବରେ ଆପଣ ଙ୍କ ର କଣ ସବୁ ଭଲ ଗୁଣ ରହିଛି ଏହି ବିଷୟ ରେ ଜାଣିବା।
ତେବେ ଯଦି ଆପଣ ୧୯୮୦ ମସିହା ବା ତାପରେ ଜନ୍ମ ଗ୍ରହଣ କରିଛନ୍ତି ତେବେ ନିଜ ର ଜୀବନ ବିଷୟ ରେ କିଛି ଅଜଣା କଥା ଜାଣିବା ପାଇଁ ଏହି ଲେଖା ଟିକୁ ସମ୍ପୂର୍ଣ ପଢନ୍ତୁ।
୧୯୮୦-ତେବେ ଯଦି ଆପଣ ଏହି ବର୍ଷ ଜନ୍ମ ଗ୍ରହଣ କରିଛନ୍ତି ତେବେ ଆପଣ ସର୍ବଦ ଆଗରେ ରହିବା ପାଇଁ ଆପଣ ଙ୍କୁ ପସନ୍ଦ ହୋଇ ଥାଏ। ତେବେ ଅନ୍ୟ ମାନେ ମଧ୍ୟ ଆପଣ ଙ୍କୁ ଖୁବ୍ ଭଲ ପାଇ ଥାଆନ୍ତି। ଅନ୍ୟ ମାନଙ୍କ ର ସାହାର୍ଯ୍ୟ କରିବା ପାଇଁ କେବେ ମଧ୍ୟ ପଛାନ୍ତି ନାହିଁ। ତେବେ ଆପଣଙ୍କ ଭିତରେ କିଛି ମାତ୍ରା ର ଅହଂ ଭାବ ରହିଥାଏ ତାଙ୍କୁ ନିଜ ନିୟନ୍ତ୍ରଣ ରେ ରଖନ୍ତୁ।
୧୯୮୧-ତେବେ ଯଦି ଆପଣ ଏହି ବର୍ଷ ଜନ୍ମ ଗ୍ରହଣ କରିଛନ୍ତି ତେବେ ଆପଣ ଙ୍କୁ ନିଜେ ଲାଇଫ ରେ ସ୍ଵତନ୍ତ୍ରତା ଖୁବ୍ ପସନ୍ଦ ହୋଇ ଥାଏ ତେଣୁ ଆପଣ ସର୍ବଦା କଠିନ ପରିଶ୍ରମ କରି ଥାନ୍ତି।
୧୯୮୨- ତେବେ ଯଦି ଆପଣ ଏହି ବର୍ଷ ଜନ୍ମ ଗ୍ରହଣ କରିଛନ୍ତି ତେବେ ଆପଣ ବହୁତ୍ ପ୍ୟାରା ଆଉ ସଚା ହୋଇ ଥାଆନ୍ତି । ଆପଣ ସାମାନ୍ୟ ଇମୋସ୍ନାଲ୍ ସ୍ଵଭାବ ର ହୋଇ ଥାଆନ୍ତି।।
୧୯୮୩- ତେବେ ଯଦି ଆପଣ ଏହି ବର୍ଷ ଜନ୍ମ ଗ୍ରହଣ କରିଛନ୍ତି ତେବେ ଆପଣ ବହୁତ୍ ଦୟାଳୁ ସ୍ଵଭାବ ର ହୋଇ ଥାଆନ୍ତି । ସମସ୍ତଙ୍କୁ ସ୍ନେହ କରି ଥାଆନ୍ତି ।
୧୯୮୪-ତେବେ ଯଦି ଆପଣ ଏହି ବର୍ଷ ଜନ୍ମ ଗ୍ରହଣ କରିଛନ୍ତି ତେବେ ଆପଣ ଖୁବ୍ ହସମୁଖ୍ ସ୍ଵଭାବ ର ବ୍ୟକ୍ତି ହୋଇ ଥାଆନ୍ତି । ଆପଣ ଙ୍କ ର ଏହି ଗୁଣ ପାଇଁ ଆପଣ ଙ୍କୁ ସମସ୍ତେ ପସନ୍ଦ କରି ଥାଆନ୍ତି ।
୧୯୮୫- ତେବେ ଯଦି ଆପଣ ଏହି ବର୍ଷ ଜନ୍ମ ଗ୍ରହଣ କରିଛନ୍ତି ତେବେ ଆପଣ ଆପଣ ବହୁତ୍ ପ୍ରଟିକଲ୍ ଲୋକ ହୋଇ ଥାଆନ୍ତି। ନିଜ କାମ କୁ ନିଜ ହିସାବ ରେ କରିବା ପାଇଁ ପସନ୍ଦ କରି ଥାଆନ୍ତି । ତେବେ ନିଜ କ୍ରୋଧ ଉପରେ ସାମାନ୍ୟ ନିୟନ୍ତ୍ରଣ ରଖନ୍ତୁ ।
୧୯୮୬- ତେବେ ଯଦି ଆପଣ ଏହି ବର୍ଷ ଜନ୍ମ ଗ୍ରହଣ କରିଛନ୍ତି ତେବେ ଆପଣ ଙ୍କ ଚିନ୍ତାଧାରା ସବୁବେଳେ ଭିନ୍ନ ହୋଇଥାଏ । ଆପଣ କାହାକୁ କେବେ ଅନୁସରଣ କରନ୍ତି ନାହିଁ ।
୧୯୮୭- ତେବେ ଯଦି ଆପଣ ଏହି ବର୍ଷ ଜନ୍ମ ଗ୍ରହଣ କରିଛନ୍ତି ତେବେ ଆପଣ ନିଜ ଜୀବନ ସାଥି କୁ ଖୁବ୍ ପସନ୍ଦ କରି ଥାଆନ୍ତି ଓ ତାଙ୍କ ପାଇଁ ସବୁକିଛି କରି ଥାଆନ୍ତି ।
୧୯୮୮- ତେବେ ଯଦି ଆପଣ ଏହି ବର୍ଷ ଜନ୍ମ ଗ୍ରହଣ କରିଛନ୍ତି ତେବେ ଆପଣ ବହୁତ୍ ପ୍ରଭାବ ଶାଳୀ ବ୍ୟକ୍ତି ଅଟନ୍ତି । ଭିଡ ଭିତରେ ନିଜ ପରିଚୟ ସୃଷ୍ଟି କରିବା ଆପଣ ଙ୍କୁ ଭଲ ଭାବରେ ଆସିଥାଏ ।
୧୯୮୯ – ତେବେ ଯଦି ଆପଣ ଏହି ବର୍ଷ ଜନ୍ମ ଗ୍ରହଣ କରିଛନ୍ତି ତେବେ ଆପଣ ସବୁ କାର୍ଯ୍ୟ ବହୁତ୍ ଆତ୍ମବିଶ୍ଵାସ ସହିତ କରି ଥାଆନ୍ତି ଓ କଠିନ ପରିଶ୍ରମୀ ହୋଇ ଥାଆନ୍ତି।
୧୯୯୦- ତେବେ ଯଦି ଆପଣ ଏହି ବର୍ଷ ଜନ୍ମ ଗ୍ରହଣ କରିଛନ୍ତି ତେବେ ଆପଣ ବହୁତ୍ ଭାବୁକ ସ୍ଵଭାବ ର ହୋଇ ଥାଆନ୍ତି। ସବୁ କାର୍ଯ୍ୟ ରେ ଖୁବ୍ ଶୀଘ୍ର ହାର ମାନି ଯାଇଥାନ୍ତି ।
୧୯୯୧-ତେବେ ଯଦି ଆପଣ ଏହି ବର୍ଷ ଜନ୍ମ ଗ୍ରହଣ କରିଛନ୍ତି ତେବେ ଆପଣ ବହୁତ୍ ଖୁସି ପ୍ରକୃତି ର ବ୍ୟକ୍ତି ବିଶେଷ ଓ ରଚନାତ୍ମକ ହୋଇ ଥାଆନ୍ତି । ସବୁବେଳେ କିଛି ନୂଆ ଶିଖିବା ପାଇଁ ଚେଷ୍ଟା କରି ଥାଆନ୍ତି ।
୧୯୯୨- ତେବେ ଯଦି ଆପଣ ଏହି ବର୍ଷ ଜନ୍ମ ଗ୍ରହଣ କରିଛନ୍ତି ତେବେ ଆପଣ ନିଜ ଦକ୍ଷତା ଉପରେ ବିଶ୍ୱାସ କରନ୍ତି ଓ ସବୁ କାର୍ଯ୍ୟ ଆରାମ ରେ କରନ୍ତି।
୧୯୯୩- ତେବେ ଯଦି ଆପଣ ଏହି ବର୍ଷ ଜନ୍ମ ଗ୍ରହଣ କରିଛନ୍ତି ତେବେ ଆପଣ ବହୁତ୍ ଶଚା ହୃଦୟ ର ବ୍ୟକ୍ତି ଅଟନ୍ତି । ଆପଣ ଙ୍କ ପରିବାର କୁ ବହୁତ୍ ଭଲ ପାଇ ଥାଆନ୍ତି ।
୧୯୯୪- ତେବେ ଯଦି ଆପଣ ଏହି ବର୍ଷ ଜନ୍ମ ଗ୍ରହଣ କରିଛନ୍ତି ତେବେ ଆପଣ ବହୁତ୍ ଫ୍ରେଣ୍ଡଲି ନେଚର୍ ର ହୋଇ ଥାଆନ୍ତି।
୧୯୯୫- ତେବେ ଯଦି ଆପଣ ଏହି ବର୍ଷ ଜନ୍ମ ଗ୍ରହଣ କରିଛନ୍ତି ତେବେ ଆପଣ ମାନଙ୍କ କଳ୍ପନା ଶକ୍ତି ବହୁତ୍ ଅଧିକ ହୋଇଥାଏ। ଆପଣ ନିଜ ଅନୁଭବ ରୁ ଶିଖି ଯାଇ ଥାଆନ୍ତି ।
୧୯୯୬- ତେବେ ଯଦି ଆପଣ ଏହି ବର୍ଷ ଜନ୍ମ ଗ୍ରହଣ କରିଛନ୍ତି ତେବେ ଆପଣ ଧନ ଉପାର୍ଜନ କରିବାର ବହୁତ୍ ରାସ୍ତା ଆପଣ ଖୋଜି ନିଅନ୍ତି ।
୧୯୯୭- ତେବେ ଯଦି ଆପଣ ଏହି ବର୍ଷ ଜନ୍ମ ଗ୍ରହଣ କରିଛନ୍ତି ତେବେ ଆପଣ ନିଜ ଜୀବନ ସାଥି ପ୍ରତି ସମର୍ପିତ ଥାଆନ୍ତି ।
୧୯୯୮- ତେବେ ଯଦି ଆପଣ ଏହି ବର୍ଷ ଜନ୍ମ ଗ୍ରହଣ କରିଛନ୍ତି ତେବେ ଆପଣ ବହୁତ୍ ଭଲ ଓ ଇମୋଶ୍ନାଲ୍ ବ୍ୟକ୍ତି ଅଟନ୍ତି । ନିଜ କାମ ନିଜେ କରିବା ପାଇଁ ପସନ୍ଦ କରନ୍ତି । ହୃଦୟ ରୁ ବହୁତ୍ ଭଲ ଅଟନ୍ତି ।
୧୯୯୯- ତେବେ ଯଦି ଆପଣ ଏହି ବର୍ଷ ଜନ୍ମ ଗ୍ରହଣ କରିଛନ୍ତି ତେବେ ବହୁତ୍ ପ୍ରଭାବ ଶାଳୀ ବ୍ୟକ୍ତି ଅଟନ୍ତି । ଭିଡ ଭିତରେ ନିଜ ପରିଚୟ ସୃଷ୍ଟି କରି ଥାଆନ୍ତି ।
୨୦୦୦- ତେବେ ଯଦି ଆପଣ ଏହି ବର୍ଷ ଜନ୍ମ ଗ୍ରହଣ କରିଛନ୍ତି ତେବେ ଆପଣ ବହୁତ୍ ଶଚା ହୃଦୟ ର ବ୍ୟକ୍ତି ଅଟନ୍ତି । ଆପଣ ଙ୍କ ପରିବାର କୁ ବହୁତ୍ ଭଲ ପାଇ ଥାଆନ୍ତି ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।