ବାଃ ବାଃ ରେ ପୋଲିସ ! ଏହି ମହିଳା ପୋଲିସ ଙ୍କୁ ସାରା ଭାରତରେ ମିଳୁଛି ଭୁରି ଭୁରି ପ୍ରଶଂସା, ମହିଳା ପୋଲିସ ପାଇଁ ଗୋଟିଏ ସେୟାର ନିଶ୍ଚୟ କରନ୍ତୁ…..
ଅମାନୁଷିକତା ଏବଂ ଅମାନବିକତା ଭିତରେ ବି ଆଜିର ଏହି ଦୁନିଆରେ ବହୁତ୍ ଭଲ ଲୋକ ଅଛନ୍ତି। ଯେଉଁମାନେ କି ମାନବିକତା ଏବଂ ଉଦାରତା କୁ ବହୁତ୍ ଗୁରୁତ୍ଵ ଦେଇଥାନ୍ତି। ଏବଂ ଅସହାୟ ଙ୍କ ଦୁଃଖ ବେଦନା କୁ ସେମାନଙ୍କ ମନର ଭାବନାକୁ ସହଜରେ ପଢି ପାରନ୍ତି।ଦୁନିଆରେ ଏମିତି ଅନେକ ଲୋକ ରହିଛନ୍ତି ଯେଉଁମାନେ ଅନ୍ୟର ଅସୁବିଧା ଏବଂ ସମସ୍ୟା ସମୟରେ ସହାୟତା ର ହାତ ବଢାଇଥାନ୍ତି ତ ପୁଣି କେତେବେଳେ ଅସହାୟ ଲୋକଙ୍କ ମୁହଁରେ ହସ ଫୁଟାଇବା ପାଇଁ ନିଜର ଖୁସି କୁ ମଧ୍ୟ ଜଳାଞ୍ଜଳି ଦେଇ ଦିଅନ୍ତି।
କାରଣ ତାଙ୍କ ପାଇଁ ପରର ଖୁସି ବହୁତ୍ କିଛି ମାନେ ରଖେ। ସେହିଭଳି ଏବେ ସାମ୍ନା କୁ ଆସିଲା ଉଦାରତା ଏବଂ ମାନବିକତା ର ଆଉ ଏକ ନିଛକ ପ୍ରତିଛବି। ତେବେ କିଛି ଘଟଣାରୁ ଆମେ ଅନେକ କିଛି କଥା ଉପରେ ଅନୁସନ୍ଧାନ ଓ ପର୍ଯ୍ୟବେକ୍ଷଣ କରିପାରୁ ଯେ ଦୁନିଆର ଲୋକେ କିପରି।
ଦୁନିଆର କିଛି ଲୋକଙ୍କ ପ୍ରତି ରହିଥିବା ଅନ୍ୟଲୋକଙ୍କ ଧାରଣା ସବୁବେଳେ ସମାନ ନୁହଁ ତାହା ଏହି ଘଟଣାରୁ ସ୍ପଷ୍ଟ ଭାବରେ ଅନୁମୟ କରା ଯାଇପାରେ। କାରଣ ଦୁନିଆରେ ସମସ୍ତେ ସମାନ ନୁହନ୍ତି। ସାଧାରଣତଃ ପୋଲିସ୍ ର କଡ଼ା କାର୍ଯ୍ୟାନୁଷ୍ଠାନ ଏବଂ ଆମେ ପୋଲିସ ର ଲାଠି ଚାର୍ଜ କୁ ଦେଖି ସ୍ୱାଭାବିକ ଭାବରେ ପୋଲିସ୍ କୁ ନେଇ ଆପଣଙ୍କ ମଧ୍ୟରେ ଏକ ଭିନ୍ନ ଧାରଣା ସୃଷ୍ଟି ହୋଇଥିବ। ସାଧାରଣତଃ ପୋଲିସ ମାନଙ୍କ ସ୍ଵଭାବ କୁ ନେଇ ସାଧାରଣରେ ଏହା ଧାରଣା ଥାଏ କି ସେମାନେ ବହୁତ୍ କଠୋର ଏବଂ ରାଗି ମିଯାଜ ର ଲୋକ।
ଅଧିକାଂଶ କ୍ଷେତ୍ରରେ ଏହା ସାମାନ୍ୟ ସତ ହୋଇଥିଲେ ମଧ୍ୟ ଏହା ସବୁ କ୍ଷେତ୍ରରେ ଯଥାର୍ଥ ନୁହେଁ। କାରଣ ଆମେ ଯେ ଘଟଣା ବିଷୟରେ ଆପଣଙ୍କୁ କହୁଚୁ ସେଠାରେ ଜଣେ ମହିଳା ପୋଲିସ୍ କର୍ମୀ କିପରି ଭାବରେ ବୃଦ୍ଧ ଜଣଙ୍କୁ ସାହାଯ୍ୟ କରୁଛନ୍ତି ଥରେ ଦେଖନ୍ତୁ।ତେବେ ଏହି ଘଟଣାଟି ହେଉଛି ଉତ୍ତରପ୍ରଦେଶ ର ମେଲପୁର ଜିଲ୍ଲାର।
ଏଠାରେ ଏକତା ସିଂ ନାମକ ଜଣେ ମହିଳା ଆଇଏଏସ୍ ଅଫିସର ରାସ୍ତାରେ ଯାଉଥିବା ବେଳେ ଶୀତରେ ଥରୁଥିବା ଜଣେ ବୃଦ୍ଧଙ୍କୁ ଦେଖିବାକୁ ପାଇଥିଲେ ଓ ତାପରେ ତାଙ୍କ ସହ କଥା ହୋଇ ସେ ଜୋତା କମ୍ବଳ କିଣିବାକୁ ଅସମର୍ଥ ବୋଲି ଜାଣିବାକୁ ପାଇଲେ। ଆଉ ତାପରେ ମହିଳା ପୋଲିସ୍ ଅଧିକାରୀ ଜଣଙ୍କ ଉକ୍ତ ବୃଦ୍ଧ ମହିଳା ଙ୍କୁ ଜୋତା କିଣି ଦେଇଥିଲେ ଏବଂ ନିଜ ହାତରେ ତାଙ୍କୁ ଜୋତା ପିନ୍ଧାଇ ଦେଇଥିଲେ ମଧ୍ୟ। ଯାଜକୁ ଦେଖି ସ୍ଥାନୀୟ ଲୋକେ ଅବାକ୍ ହୋଇଥିଲେ ଏବଂ ସମସ୍ତେ ବହୁତ୍ ଆଶ୍ଚର୍ଯ୍ୟ ମଧ୍ୟ ହୋଇଥିଲେ।
ତେବେ ଏହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ସମସ୍ତେ ଏହି ମହିଳା ପୋଲିସ୍ ଅଧିକାରୀଙ୍କୁ ପ୍ରଶଂସା କରିବାରେ ଲାଗିଛନ୍ତି। ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।