ବାଃ ବାଃ ରେ ଝିଅ ! ମହିଳା ଜଣଙ୍କ ବିକୁଥିଲେ ଶିଳବାଟି କିନ୍ତୁ ତାଙ୍କର କଠିନ ପରିଶ୍ରମ ଫଳରେ ଆଜି ପୋଲିସ ସବ- ଇନସପେକ୍ଟର ହୋଇଛନ୍ତି, ତାଙ୍କ ପାଇଁ ଗୋଟିଏ ସେୟାର ନିଶ୍ଚୟ କରନ୍ତୁ….

ତେଣୁ ଜୀବନରେ କିଛି କରିବା ପାଇଁ ହେଲେ ପ୍ରଥମେ ନିର୍ଦିଷ୍ଟ ଲକ୍ଷ ରଖିବା ଆବଶ୍ୟକ। ନିର୍ଦିଷ ଲକ୍ଷ୍ୟ ସ୍ଥଳରେ ପହଞ୍ଚିବା ପାଇଁ ଦୃଢ଼ ଆତ୍ମବିଶ୍ବାସ ରହିବା ଦରକାର। ଆତ୍ମବିଶ୍ବାସରେ ବିନା ଆପଣ ସଫଳ କିମ୍ବା ଖୁସି ହୋଇପାରିବେ ନାହିଁ। ଜୀବନରେ ସଫଳତା ପାଇବା ପାଇଁ ହେଲେ ଅନେକ ବାଧାବିଗ୍ନର ସମ୍ମୁଖୀନ କରିବାପାଇଁ ପଡିଥାଏ। ଆଜିର ସମାଜରେ ସମସ୍ତେ ଚାହାନ୍ତି, ଜଣେ ସଫଳ ମନୁଷ୍ୟ ଭାବରେ ସମାଜରେ ପ୍ରତିଷ୍ଠିତ ହେବା ପାଇଁ, ସେଥିପାଇଁ ପାଇଁ ସମସ୍ତେ ଜୀବନରେ ସଂଘର୍ଷ କରିଥାନ୍ତି। କୁହଯାଏ, ଯଦି କିଛି କରିବାର ଇଚ୍ଛାଶକ୍ତି ଦୃଢ଼ ଥାଏ ତେବେ ଅସମ୍ଭବ କାର୍ଯ୍ୟ ସମ୍ଭବ ହୋଇଥାଏ।

ଆଜି ଆମେ ଆପଣ ମାନକୁ ଏମିତି ଏକ ମହିଳାଙ୍କ ବିଷୟରେ କହିବୁ ଯାହାର ଲକ୍ଷ ଆଗରେ ଜୀବନରେ ଅନେକ ବାଧା ବିଗ୍ନର ସମ୍ମୁଖୀନ ହୋଇ ମଧ୍ୟ କିନ୍ତୁ କେବେବି ହାର ମାନି ନଥିଲେ ସେ ତାଙ୍କର ପ୍ରୟାସ ଜାରିରଖିଥିଲେ, ସେ ସଫଳ ମଧ୍ୟ ହୋଇଥିଲା। ଆସନ୍ତୁ ଜାଣିବା ସମ୍ପୂର୍ଣ୍ଣ ଘଟଣା।

ଆଜି ଆମେ ଯେଉଁ ମହିଳାଟି ବିଷୟରେ କହିବୁ ତାଙ୍କ ନାମ ହେଉଛି, ପଦ୍ମଶୀଳା ତିରୁପାଣ୍ଡେ। ଏହି ମହିଳା ଜଣକ ପଥରରେ ତିଆରି ଶିଳବାଟି ବିକ୍ରି କରୁଥିଲେ। ପୋଲିସ ଚାକିରୀ କରିବାର ଲକ୍ଷ୍ୟ ରଖି ସେ ଅନେକ ସଂଘର୍ଷ କରିଚାଲିଲା। ନିଜର ପରିଶ୍ରମ ଏବଂ ଆତ୍ମବିଶ୍ବାସ ଫଳରେ ସେ MPAC ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ପୋଲିସ ସବ ଇନସପେକ୍ଟର ହୋଇ ଯାଇଛନ୍ତି। ତାଙ୍କ ଜୀବନ ସଂଘର୍ଷର କାହାଣୀ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ଦିପାଂସୁ କାବର ନାମରେ ଜଣେ ଆଇପିଏସ ଅଧିକାରୀ, ପଦ୍ମଶୀଳା ତିରୁପାଣ୍ଡେଙ୍କ ଫୋଟୋକୁ ସେ ସୋସିଆଲ ମିଡ଼ିଆ ରେ ସେୟାର କରିଥିଲେ। ଆଇପିଏସ ଦିପାଂସୁ କହିଥିଲେ, ଜୀବନରେ ଯେମିତି ବି ଖରାପ ସମୟ ଆସୁ କେବେ ପଛେଇ ଯିବନି। ମୁଣ୍ଡ ଉପରେ ପଥର ରଖି ଚାଲିବା ବାଟରେ କେବେ ଥକିବନୀ ଏଥିରେ କିପରି ସଫଳ ହୋଇପାରିବ ତାହା ମଣ୍ଡାରା ମହାରାଷ୍ଟ୍ରର ପଦ୍ମଶୀଳା ତିରୁପାଣ୍ଡେଙ୍କ ଠାରୁ ଶିଖିବା ଦରକାର।

ଆଇପିଏସ ଦିପାଂସୁ କାବର ଏକ ଟ୍ୱିଟ କରିଥିଲେ, ସେହି ଟ୍ୱିଟ ପଦ୍ମଶୀଳାଙ୍କର ସଂପୂଣ୍ଣ କାହାଣୀ ବିଷୟରେ କହିଥିଲେ। ପଦ୍ମଶୀଳା ଗ୍ରାଜୁଏଟ କରିଥିଲେ ସେ ତାଙ୍କ ସ୍ୱାମୀଙ୍କ ସହିତ କାମ କରୁଥିଲେ। କିନ୍ତୁ ତାଙ୍କ ସ୍ୱାମୀ କହିଥିଲେ, ପଦ୍ମଶୀଳାଙ୍କୁ ପାଠ ପଢିବା ପାଇଁ । ଏହା ପରେ ପଦ୍ମଶୀଳା କଠିନ ପରିଶ୍ରମ ଏବଂ ଦୃଦ ଇଚ୍ଛାଶକ୍ତି ବଳରେ ସେ ଆଗକୁ ଚାଲିଲେ ଚାଲିଲେ।

ନିଜର କଠିନ ପରିଶ୍ରମ ଏବଂ ଗଭୀର ଆତ୍ମବିଶ୍ବାସ ବଳରେ ସେ ଜଣେ, ପୋଲିସ ସବଇନ୍ସପେକ୍ଟର ହେଲେ। ଏହା ପଛରେ ତାଙ୍କ ସ୍ବାମୀଙ୍କର ମଧ ହାତ ଅଛି। ତେଣୁ ଜୀବନରେ ଏକ ଲକ୍ଷ୍ୟ ସ୍ଥିର କରନ୍ତୁ ଏବଂ ସେହି ଲକ୍ଷ୍ୟ ପଛରେ ଅଗ୍ରସର ହୁଅନ୍ତୁ, ଆଉ ମନ ମଧ୍ୟରେ ଗଭୀର ଆତ୍ମବିଶ୍ବାସ ରଖନ୍ତୁ। ଜୀବନରେ ନିଶ୍ଚିତ ଭାବରେ ସଫଳତା ମିଳିବ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।