ହେ ଭଗବାନ ! ସାଧୁକୁ ଗୋଡେଇ ପିଟିବା ସହ ଚୁଟି କାଟିଦେଲେ ମହିଳାମାନେ, ପିଟିବା ପଛର ଅସଲ କାରଣ ଜାଣିଲେ ଆପଣ ଙ୍କ ହୋସ ରହିବନି…..
ଆଜିକା ସମୟରେ ସୋସିଆଲ ମିଡିଆରେ ଏନେକ ପ୍ରକାର ଭିଡିଓ ବାଇରାଲ ହେବାରେ ଲାଗିଛି । ଏହା ସହିତ ଆମେ ମାନେ ସମସ୍ତେ ସୋସିଆଲ ମିଡିଆର ବ୍ୟବହାର କରୁ ଏବଂ ଯେ କୌଣସି କାମ ଘଟିଲେ ତାହାକୁ ପ୍ରଥମେ ଦେଖିଥାଉ । ଏନେକ ପ୍ରକାର ଭିଡିଓକୁ ଆମେ ମାନେ ଲାଇଭ ମଧ୍ୟ ଦେଖିଥାଉ । ଏହା ସହିତ ସେହି ସମସ୍ତ ଭିଡିଓରି ଆମେ ମାନେ ସତର୍କ ମଧ୍ୟ ହେଉଥାଉ ଏବଂ ଅନେକ କଥା ମଧ୍ୟ ଜାଣିବାକୁ ପାଇତାଉ । ତେବେ ଏଥିରୁ ଆମେ ବହୁତ ଶିକ୍ଷା ଲାଭ କରିଥାଉ ତାହା କହିବା ଭୁଲ ନୁହେଁ ।
ତେବେ ଏବେକା ସମୟରେ ଏମିତି ଏକ ଭିଡିଓ ଭାଇରାଲ ହେଉଛି ଯାହା ସମସ୍ତେ ଜାଣିବା ଉଚିତ । କାରଣ ଆପଣ ମାନଙ୍କର ଗ୍ରାମ ବା ସହରକୁ ଯଦି ଏମିତି କିଛି ବ୍ୟକ୍ତି ମାନେ ଆସୁଥିବେ ତେବେ ସେମାନଙ୍କର ଠାରୁ ସତର୍କତା ଅବଲମ୍ବନ କରିବା ନିତାନ୍ତ ଜରୁରୀ ।
ଏବେକା ସମୟରେ ଆପଣ ମାନେ ତ ଦେଖଇତିବେ କି ଅନେକ ସମୟରେ ଭଣ୍ଡ ବାବା ମାନେ ବୁଲୁଥିବାର ଏବଂ ଭିକ୍ଷା ମାଧ୍ୟମରେ ଆପଣଙ୍କର ଘରକୁ ଯାଉଥିବେ ତେବେ ଏହିପରି ବାବା ମାନଙ୍କ ପାଖରୁ ଦୂରେଇ ରହିବା ଆପଣ ମାନଙ୍କ ପାଇଁ ନିତାନ୍ତ ଆବଶ୍ୟକ । କାରଣ ସେମାନେ ସତରେ ବାବା କି ନାହିଁ ସେମାନଙ୍କର ଭିକ୍ଷା ବା ଅନ୍ୟ କୌଣସି ଉଦ୍ଦେଶ୍ୟ ନେଇ କରି ଆସୁଛନ୍ତି ତାହା ମଧ୍ୟ ଆମେ ମାନେ ଜାଣିପାରିବା ନାହିଁ ।
କାରଣ ଆପଣ ମାନେ ଦେଖୁଥିବେ ଏବେକା ସମୟରେ ପିଲାଚୋର ଘଟଣା ଚାରିଆଡେ ଦେଖିବାକୁ ମିଳୁଛି ତେଣୁ ଆପଣ ମାନେ ଏଥିପାଇଁ ସତର୍କତା ଅବଲମ୍ବନ କରିବା ନିତାନ୍ତ ଆବଶ୍ୟକ । କାରଣ ଏବେ ସେମିତି କିଛି କଥା ସାମ୍ନାକୁ ଆସିଛି ଯାହା ଆପଣ ମାନେ ଜାଣି ରଖିବା ନିତାନ୍ତ ଆବଶ୍ୟକ ।
ଉତ୍ତର ପ୍ରଦେଶର ମୋହଲା ସମଦାନଗରରେ ଜଣେ ମହିଳାଙ୍କ ସହ ଜଣେ ଭଣ୍ଡ ବାବା ଅଶ୍ଳୀଳ କାର୍ଯ୍ୟ କରିବା ପାଇଁ ଚେଷ୍ଟା କରିଥିଲେ ଯେଉଁଥିପାଇଁ ସେହି ବାବାକୁ ବୁଦ୍ଧି ଶିଖେଇବା ପାଇଁ ଲାଠି ବାଡ଼ିରେ ପିଟି ପିଟି ଅଧ ମରା କରି ଦେଇଥିଲେ। ଏହା ସହ ବାଳ କାଟି ଲଣ୍ଡା ମଧ୍ୟ କରିଥିଲେ ।
ତେବେ ସୂଚନା ଯୋଗ୍ୟ କି ମୋହଲା ସମଦନଗରରେ ଜଣେ ମହିଳା ଘରର ଦ୍ୱାରରେ ବସିଥିଲେ । ତାହାପର ଜଣେ ବ୍ୟକ୍ତି ସାଧୁ ବାବା ବେଶ ଧାରଣ କରି ସେହି ମହିଳାଙ୍କ ପାଖକୁ ଆସିଥିଲେ ଏବଂ ସେଠାରେ ଆସି ସେ ସେହି ମହିଳାଙ୍କ ସହିତ ଅଶ୍ଲୀଳତା କାର୍ଯ୍ୟ ଆରମ୍ଭ କରିବାକୁ ଲାଗିଥିଲେ ଏପରିକି ସେ ମହିଳାଙ୍କ ସହ ଦୁଷ୍କର୍ମ କରିବାକୁ ମଧ୍ୟ ଚେଷ୍ଟା କରିଥିଲେ ।
ମାତ୍ର ସେତେବେଳେ ମହିଳା ଜଣକ ପାଟିକଲେ ତେବେ ସେହି ଅଞ୍ଚଳର ଅନ୍ୟ କିଛି ମହିଳା ମାନେ ଆସିକରି ତାହାକୁ ବା ସେବି ବାବାବୁ ପିଟିଥିଲେ ଏବଂ ଶେଷରେ ତାର ମୁଣ୍ଡର ଚୁଟି ମଧ୍ୟ କାଟି ଦେଇଥିଲେ ।
POST INSPIRE FROM–newstrend.news
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।