ବାପାଙ୍କୁ ନେଇ ଏହି Heart Touching ” ଝିଅ ବିଦା ବେଳେ କାନ୍ଦଣା ” ଗୀତ ପ୍ରତ୍ୟେକ ଝିଅ ଙ୍କ ପାଇଁ… ଯଦି ଆପଣ ସତରେ ବାପା ଙ୍କୁ ଭଲପାଉଥିବେ ଏ ଭିଡ଼ିଓକୁ ଥରେ ନିଶ୍ଚୟ ଦେଖନ୍ତୁ ଏବଂ ସେୟାର କରନ୍ତୁ….

ସୋସିଆଲ ମିଡ଼ିଆରେ ପ୍ରତିଦିନ ଅନେକ ଘଟଣା ଭାଇରାଲ୍ ହେଉଥିବା ର ଦେଖିବା ପାଇଁ ପାଉଥିବେ। କିନ୍ତୁ ବର୍ତ୍ତମାନ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି ଏବେ ଏପରି ଗୋଟିଏ ଭିଡିଓ ଯାହା କୁ ଦେଖିଲେ ଆପଣ ମଧ୍ୟ କାନ୍ଦି ପକେଇବେ । ତେବେ ଆପଣ ମାନେ ତୋ ଜାଣିଥିବେ କି ବାପା ମା ଙ୍କର ସମ୍ପର୍କ ତାଙ୍କର ସନ୍ତାନ ମାନଙ୍କ ପାଇଁ କେତେ ଅଧିକ ଥାଏ । ଆଉ ସେହି ସମ୍ପର୍କ ଠାରୁ ବଡ଼ ସମ୍ପର୍କ ଆଉ ଏ ଦୁନିଆରେ କିଛି ନାହିଁ । ତେବେ ସେହି ଝିଅକୁ ଯଦି ସବୁ ଦିନ ପାଇଁ ଅଲଗା କରି ତାର ଶାଶୁ ଘରକୁ ପଠାଇବା ବେଳେ ବାପା ମା ଙ୍କୁ କେତେ କଷ୍ଟ ହୋଇଥାଏ ।

ତାହେଲେ ଜାଣିବା ସେପରି ଗୋଟିଏ ଭିଡିଓ ଯୋଉଥିରେ ବାପା ଆଉ ଝିଅ ଭିତରେ ଥିବା ଭଲ ପାଇବା ପ୍ରକାଶ ପାଇଛି । ତେବେ ଆପଣ ମାନେ ତୋ ଜାଣିଥିବେ କି ଝିଅ ଜନ୍ମ ପର ଘରକୁ ହୋଇଥାଏ ।

ଆଉ ଝିଅ ଜନ୍ମ ହେଇଛି ମାନେ ଦିନେ ନା ଦିନେ ତାର ବାପ ଘରକୁ ପର କରିକି ଶାଶୁ ଘରକୁ ଯିବା ପାଇଁ ପଡିଥାଏ । ସେଥିପାଇଁ ତୋ କୁହାଯାଇଛି କି ଦୁହିତା ଦୁଇ କୁଳକୁ ହିତ । ଅର୍ଥାତ ଝିଅ ଦୁଇ କୁଳ ର ଭଲ କରିଥାଏ ଗୋଟିଏ ହେଇଛି ବାପ ଘର ଆଉ ଗୋଟିଏ ହେଉଛି ଶାଶୁ ଘର ।ତେବେ ଛୋଟ ପିଲା ଟିକୁ ମା ଜନ୍ମ ଦେବା ପରଠୁ ପାଳି ପୋଷି ଛୋଟ ଟେ ରୁ ବଡ଼ କରିଥାନ୍ତି, ତାର ବାପା ଆଉ ମା ।

 ତାହା ଛଡା ପିଲାମାନଙ୍କର ସବୁ ରାଗ, ରୁଷା, ମାନ ଆଉ ଅଭିମାନ କୁ ସହି ନିଜେ ଖାଇ ନ ଖାଇ ଝିଅ କୁ ବଡ଼ କରିଥାନ୍ତି । ଆଉ ଶେଷରେ ପର ଘରକୁ ବା ଆଉ ଜଣଙ୍କୁ ଦାନ କରି ଦେଇଥାନ୍ତି । ତେବେ ବର୍ତ୍ତମାନ ଏମିତି ଏକ ଭିଡିଓ ସାମ୍ନାକୁ ଆସିଛି ଯୋଉଥିରେ ଝିଅ ଟି ତାର ବାପା ଙ୍କୁ ଧରି ବାହାଘର ପରେ ବିଦାୟ ସମୟରେ କାନ୍ଦିବାକୁ ଲାଗିଛି ।

ଆଉ ” ବାପା ବାପା ବୋଲି ଆଉ କିଏ ଡ଼ାକିବ ମୋତେ ” ଗୀତଟି ମଧ୍ୟ ବାଜୁଛି ।ତେବେ ଝିଅ ଟି ବିଦାୟ ସମୟରେ ତାର ବାପା ମା ଘର ସବୁ କୁ ଛାଡିକି ତାର ଶାଶୁ ଘରକୁ ସବୁଦିନ ପାଇଁ ଚାଲିଯିବ ବୋଲି ଭାବୁଛି । ଆଉ ତାର ବାପା ଙ୍କୁ କୁଣ୍ଢେଇ କାନ୍ଦିବାକୁ ଲାଗୁଛି ।

ଆଉ ସେହି ଝିଅ ଆଉ ବାପା ଙ୍କର ଭଲ ପାଇବା କୁ ଦେଖିକି ପାଖରେ ଥିବା ଲୋକ ମାନେ ମଧ୍ୟ କାନ୍ଦିବାକୁ ଲାଗିଛନ୍ତି । ଆଉ ଘରେ ପୁରା କାନ୍ଦର ମାହୋଲ ସୃଷ୍ଟି ହୋଇଛି । ତେବେ ବାପା ମଧ୍ୟ ଝିଅର କାନ୍ଦରେ କାନ୍ଦୁଛନ୍ତି ଆଉ ପୁରୁଣା କଥା ଝିଅର ଛୋଟ ବେଳର କଥାକୁ ମନେ ପକାଉଛନ୍ତି ।ସତରେ ବାପା ଝିଅ ଙ୍କର ସମ୍ପର୍କ ରେ କେତେ ଯେ ମଧୁରତା ରହିଛି ଯାହା ଏହି ଭାଇରାଲ ଭିଡିଓରୁ ଜାଣି ହେଉଛି ।