ଯାତ୍ରା Best Scene ମନ୍ତ୍ରୀଙ୍କ ଝିଅ ବେଶ୍ୟା,ଟିକି ଅପା,ମାତ୍ର ୪ ଘଣ୍ଟାରେ 5 milion ରୁ ଅଧିକ ଲୋକ ଦେଖି ସାରିଲେଣି,ଦେଖନ୍ତୁ ଭିଡ଼ିଓ….

ଯାତ୍ରା ଜଗତର ବିଦେଶିନୀ ଟିକି ଯାହାଙ୍କ କଳାର ତୁଳନା ନାହିଁ ଅତୁଳନୀୟ, ସର୍ବଗୁଣା ସଂପୂର୍ଣ୍ଣା ନାରୀ ଅଭିନେତ୍ରୀ ଟିକି ଯାତ୍ରା ଜୀଵନ ଭିତରେ ଅନେକ ସଂଘର୍ଷ କରିଛନ୍ତି | ନିଜ ନିଖୁଣ ଅଭିନୟ ପାଇଁ ଟିକି ଧୀରେ ଧୀରେ ଚର୍ଚ୍ଚା କୁ ଆସନ୍ତି, ନାଟକ ଗାଡ଼ି କିଛି ଦିନ ଗଲା ପରେ ଶିବାନୀ ଗଣନାଟ୍ୟ ବିଦେଶିନୀ ନାଟକ ଆରମ୍ଭ କରିଥିଲା |

ଆଉ ସେହି ଯାତ୍ରା ରେ ଟିକି ରାତାରାତି ଷ୍ଟାର ପାଲଟି ଯାଇ ଥିଲେ, ବିଦେଶନୀ ନାଟକ ରେ ବିଦେଶିନୀ ଚରିତ୍ର ଝିଅଟି ତାଙ୍କୁ ସଫଳତା ର ଆକାଶ ଛୁଆଁଇବାରେ ସକ୍ଷମ ହୋଇ ପାରିଥିଲା | ନିଜ ନିଖୁଣ ଅଭିନୟ ରେ ମଞ୍ଚର ଦର୍ଶକ ମାନଙ୍କୁ କନ୍ଦେଇ କନ୍ଦେଇ ସେ ବେଦମ କରି ଦେଇ ଦିଅନ୍ତି |

 ତେବେ ସେଭଳି ଭାବେ ତାଙ୍କର ଏକ ଯାତ୍ରା ନାଟକ ବେସ ଚର୍ଚ୍ଚିତ ହେଉଛି ଯାହାକୁ ଦେଖିଲେ ଆପଣ ମଧ୍ୟ ବେସ ପସନ୍ଦ କରିବେ | ଯାତ୍ରା ଟିର ନାଁ ହେଉଛି ମନ୍ତ୍ରୀ ଝିଅ ବେଶ୍ୟା ଯାହାକି ଏଠାରେ ତାଙ୍କର ଖୁବ ଚମତ୍କାର ଅଭିନୟ ଦେଖିବା ପାଇଁ ମିଳିଛି |

ତେବେ ଅଭିନେତ୍ରୀ ଟିକି ଏଠାରେ ଏକ ବେଶ୍ୟା କ୍ୟାରେଟର ରେ ଦେଖିବା ପାଇଁ ମିଳିଛନ୍ତି ଆଉ ସେ ନିଜ ବାପା ଭାଇଙ୍କୁ ଲୁଚାଇ ବେଶ୍ୟା ବୃତ୍ତି କରୁଛନ୍ତି | ତେବେ ସେ ଏକ କଷ୍ଟର୍ମର ଙ୍କୁ ତାଙ୍କ ପଇସା ମାଗିବା ପାଇଁ ଯାଇଛନ୍ତି କିନ୍ତୁ ଆଉ ଜଣେ ବ୍ୟକ୍ତି ଦେଖା ହେବାରୁ ବ୍ୟକ୍ତି ଜଣଙ୍କ କହୁଛନ୍ତି କି ତୁ ମୋ ପାଖରେ ଆଉ ଘଣ୍ଟେ ରହିଯା ମୁଁ ତତେ ଆଉ 10 ହଜାର ଟଙ୍କା ଦେବି |

 ଏହାପରେ ଟିକି କହୁଛନ୍ତି କି ମୁଁ ମାନୁଛି ମୁଁ ଗୋଟେ ବେଶ୍ୟା ଆଉ ବେଶ୍ୟା କୁ ନେଇ ମୁଁ ପ୍ରଫେସନ କରୁଛି ଏଇଟା ବି ସତ କିନ୍ତୁ ସବୁ ପରେ ମୋର ବି ଗୋଟେ ମନ ଅଛି ଆଉ ଟଙ୍କା ଲୋଭ ରେ ମୁଁ ମୋ ମନ ଦେହ ସହିତ କେବେ ବି ବେଈମାନ କରି ପାରିବି ନାହିଁ |

ଏହାପରେ ପରେ ଯୁବକ କହୁଛନ୍ତି କି ଏମିତି ହେଲେ ମୁଁ ତତେ ବାକି ଟଙ୍କା ବି ଦେବି ନାହିଁ ଆଉ ଏହାପରେ ଟିକି କହୁଛନ୍ତି କି ମତେ ଟଙ୍କା ନ ଦେଲେ ମୁଁ ବି ଆପଣ ଙ୍କୁ ଛାଡ଼ିବି ନାହିଁ ସିଧା ତମ ଘର ଭିତରକୁ ପଶି ଯିବି | ଏହାପରେ ସେହି ବଡ଼ ଲୋକ ଘରେ ଟିକ ଙ୍କର ବୋଉ ହଠାତ ଦେଖା ହୋଇ ଯାଇଛି ଯାହାକି ସିନ ଟି ଏତେ ଜୀବନ୍ତ ଥିଲା କି ତାହାକୁ ଦେଖିଲେ ଆପଣ ମଧ୍ୟ ଭାବ ବିହ୍ଵଳ ହୋଇ ଯିବେ | ତେବେ ଏଭଳି ଏକ ଟିକି ଙ୍କର ସୁନ୍ଦର ଅଭିନୟ ବେସ ଚର୍ଚ୍ଚା ର ବିଷୟ ପାଲଟିଛି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।