ଷ୍ଟେଜ ଉପରେ ” Qayamat Qayamat ” ରୋମାଣ୍ଟିକ Couple କଲେ ହଟ ଡ୍ୟାନ୍ସ… ଦେଖିଲେ ନିଜକୁ ସମ୍ଭାଳି ପାରିବେନି..
ତେବେ ଆପଣ ମାନେ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଅନେକ ଡାନ୍ସ ର ଭିଡିଓ ମାନ ଦେଖିବାଳୁ ପାଉଥିବେ | ତେବେ ବର୍ତମାନ ସୋସିଆଲ ମିଡିଆର ଯୁଗରେ ସମସ୍ତେ ଯିଏ ଯାହାର ପ୍ରତିଭା ଦେଖାଇବାରେ ବ୍ୟସ୍ତ | ଆଉ ଯୁଗ ସାଙ୍ଗକୁ ଇଣ୍ଟରନେଟ ର ଯୁଗରେ ଆଜିର ପୁଅ ଝିଅ ମାନେ ସେମାନଙ୍କର କଳା ଆଉ ପ୍ରତିଭା ରେ ସମସ୍ତଙ୍କର ମନକୁ ବେଶ ଆକୃଷ୍ଟ କରେଇବାରେ ଲାଗି ପଡିଛନ୍ତି |
ତେବେ ବର୍ତ୍ତମାନ ସେହିଭଳି ଏକ ଭିଡିଓ ଟିଏ ଭାଇରାଲ ହେବାରେ ଲାଗିଛି | ଆଉ ଯେଉଁଠି ଦେଖିବାକୁ ମିଳିଛି କି ଝିଅ ଆଉ ପୁଅ ଜଣଙ୍କ ସୁନ୍ଦର ଭାବରେ ସେମାନଙ୍କର ଡାନ୍ସ ର କମାଲ ଦେଖାଇ ସମସ୍ତଙ୍କର ମନକୁ ବେଶ ଆକୃଷ୍ଟ କରେଇଛନ୍ତି | ତାହେଲେ ଆସନ୍ତୁ ଭାଇରାଲ ହେଉଥିବା ସମ୍ପୂର୍ଣ୍ଣ ଘଟଣା ଉପରେ ଟିକିଏ ନଜର ପକାଇବା |
ଆମେ ଜାଣିଛୁ କି ସେ ନାଚ ହେଉ ବା ଗୀତ ସେ ସବୁ ଯଦି ଠିକ ଭାବରେ ଲୟ ଆଉ ତାଳ ରେ ହୋଇଥାଏ ତାହେଲେ ତାହା ଦର୍ଶକ ମାନଙ୍କୁ ବେଶ ପସନ୍ଦ ଆସିଥାଏ | ଏବେ ସେହିଭଳି କିଛି ଦେଖିବାକୁ ମିଳିଛି ଏହି ଭିଡିଓ ରେ |
ଆଉ ଯେଉଁଠି ନିଜର ଡାନ୍ସ ମାଧ୍ୟମରେ ସମସ୍ତ ଙ୍କର ମନକୁ କିଣି ନେଉଛନ୍ତି ଏହି ପିଲା ଦୁଇଜଣ | ଆଉ ଯେଉଁଠି ଦେଖିବାକୁ ମିଳିଛି କି କି ୟେ ଆଖି ୟେ ମସ୍ତି ୟେ ପଲକୋ ଭଳି ଏକ ସୁନ୍ଦର ପୁରୁଣା ମନଛୁଆ ଗୀତ ର ଝଲକ ଦେଖାଇବାକୁ ଲାଗିଛନ୍ତି ମଞ୍ଚ ଉପରେ ଝିଅ ପୁଅ ଦୁଇଜଣ |
ଆଉ ଯାହା ଦେଖିବାକୁ ମିଳିଛି ନିଜର ନିଆରା ଡାନ୍ସ ର କମାଲ ଦେଖାଇ ସମସ୍ତଙ୍କୁ ମତୁଆଲା କରିବାକୁ ଲାଗି ପଡିଛନ୍ତି ଝିଅ ପୁଅ ଦୁଇଜଣ ତେବେ I ତେବେ ଝିଅଟିର ନାଚ ରେ ଦେଖିବାକୁ ମିଳିଛି ଏକ ନିଆରା ଅନ୍ଦାଜ, ଆଉ ଯେଉଁଠି ଦେଖିବାକୁ ମିଳିଥିଲା କି ଦୁଇ ଜଣ ଡୁଆଲ ପୋରଫୋମେନ୍ସ କରିବାକୁ ଲାଗିଛନ୍ତି | ଆଉ ସମସ୍ତଙ୍କୁ ଆକୃଷ୍ଟ କରେଇବାରେ ଲାଗି ପଡିଛନ୍ତି | ଆଉ ଯାହାକୁ ଦେଖିବା ପରେ ଦର୍ଶକ ମାନେ ମଧ୍ୟ ଝିଅ ଆଉ ପୁଅ ଜଣଙ୍କର ବେଶ ପ୍ରସଂଶା ମଧ୍ୟ କରିବାକୁ ଲାଗିଛନ୍ତି |
ତେବେ ଆପଣ ମାନେ ଅନେକ ସମୟରେ ଦେଖିବାକୁ ପାଉଥିବେ କି ଆଜି କାଲି ଯିଏ ଯାହାର ପ୍ରତିଭା କୁ ଆଉ ଲୁଚେଇକି ରଖୁ ନାହାନ୍ତି ସୋସିଆଲ ମିଡ଼ିଆ ଯୁଗରେ ନିଜ ପାଖରେ ଥିବା କଳା କୁ ପ୍ରକାଶ କରିକି ସମସ୍ତଙ୍କ ମନକୁ ବେଶ ଆକୃଷ୍ଟ କରେଇବା ସହିତ ନିଜ ର ପ୍ରସଂଶା ମଧ୍ୟ ସାଉଟୁଛନ୍ତି | ଆଉ ଯାହା ଦେଖିବାକୁ ମିଳିଛି କି ସେହି ସେମାନେ ନିଜର ପ୍ରତିଭା ମାଧ୍ୟମରେ ନିଜ ର କେରିୟର ରେ ମଧ୍ୟ ବହୁତ ଆଗକୁ ଯିବାକୁ ଲାଗିଛନ୍ତି | ଆଉ ଝିଅ ଆଉ ପୁଅ ଜଣ ଙ୍କର ଏହି ଡାନ୍ସ ବର୍ତ୍ତମାନ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି |