ଇଣ୍ଡିଆର No 1 କ୍ରିକେଟର ବିରାଟ କୋହଲି ଙ୍କର ଏମିତି କିଛି ଫୋଟୋ,ଆଗରୁ ଦେଖି ନଥିବେ…

ଆଜି ଏମିତି ଏକ କ୍ରିକେଟ ଖେଳାଳୀଙ୍କ କଥା ଜାଣିବା ଯିଏ କି ତାଙ୍କ ଇଣ୍ଟରନେସନାଲ ମ୍ୟାଚ ଖେଳିବା ପାଇଁ ଇଂଲଣ୍ଡ ଯାଇ ଥିଲେ ଆଉ ସେହି ସମୟରେ ତାଙ୍କ ବାପାଙ୍କର ଦେହ ଅତ୍ୟଧିକ ମାତ୍ରା ରେ ଖରାପ ହୋଇ ଯାଇଥିଲା |

ସେହି କାରଣ ରୁ ତାଙ୍କ ବାପା ଙ୍କୁ ହସ୍ପିଟାଲ ରେ ଭର୍ତ୍ତି କରାଯାଇ ଥିଲା ଏଠି ତାଙ୍କ ବାପା ଜୀଵନ ସହ ଲଢେଇ କରୁ ଥିବା ବେଳେ ସେଠି ସେ କ୍ରିକେଟର ହେବା ପାଇଁ ଲଢେଇ କରୁଥିଲେ | ହେଲେ ତାଙ୍କ ବାପା ବ୍ରେନ ଷ୍ଟକ ଯୋଗୁଁ ସେ ଜୀଵନ ଯୁଦ୍ଧରେ ହାରି ଯାଇଥିଲେ କିନ୍ତୁ ସେ ସେପଟେ ଇଂଲଣ୍ଡ ବିପକ୍ଷ ରେ ଚମତ୍କାର ବ୍ୟାଟିଂ କରି ଯେବେ ଭାରତ କୁ ଫେରି ଆସି ଥିଲେ,    ସେତେବେଳେ ତାଙ୍କ ବାପାଙ୍କର ଦେହାନ୍ତ ଖବର ଶୁଣି ସେ ସମ୍ପୂର୍ଣ୍ଣ ଭାଙ୍ଗି ପଡ଼ି ଥିଲେ | ଏହି କ୍ରିକେଟରଙ୍କ ଜୀଵନ ଆଜି ଯେତିକି ଆପଣ ଲରଜରିଓସ ଦେଖୁଛନ୍ତି କିନ୍ତୁ ପ୍ରଥମରୁ ତାହା ନଥିଲା | ଯେତେବେଳେ ସେ ଖୁବ ଷ୍ଟ୍ରଗଲ କରୁଥିଲେ ସେତେବେଳେ ତାଙ୍କ ଜୀଵନ ବହୁତ ସଂଘର୍ଷମୟ ଓ ଦୁଃଖମୟ ଥିଲା | ତେବେ ସେ ହେଉଛନ୍ତି ଭିରାଟ କୋହଲି ଯିଏ କି ବର୍ତ୍ତମାନ ସମୟରେ ଭାରତ ଟିମର ଅଧିନାୟକ ଅଟନ୍ତି |
ତେବେ ଭିରାଟ କୋହଲି ଙ୍କ ନିକ ନେମ ହେଉଛି ଚିକୁ ଏବଂ ତାଙ୍କର ଜନ୍ମ 5 ନଭେମ୍ବର 1988 ମସିହା ଦିଲ୍ଲୀ ରେ ରେ ହୋଇ ଥିଲା | 2023 ମସିହା ଅନୁସାରେ ତାଙ୍କୁ ବର୍ତ୍ତମାନ 34 ବର୍ଷ ହେଲା ଆଉ ସେ ତାଙ୍କର ପାଠ ପଢା ବିଶାଲ ଭାରତ ପବ୍ଲିକ ସ୍କୁଲରେ ଆରମ୍ଭ କରି ଥିଲେ | ସେ ଯୁକ୍ତ ଦୁଇ ପର୍ଯ୍ୟନ୍ତ ପାଠ ପଢିଛନ୍ତି ଆଉ ଏହାପରେ ସେ ଏକ କ୍ରିକେଟର ହେବା ପାଇଁ ପୁରା ଧ୍ୟାନ ଦେଇ ଥିଲେ !

ଯାହାକି ସେ ପିଲା ବେଳୁ ହିଁ କ୍ରିକେଟ ଖେଳିବା ପାଇଁ ଖୁବ ପସନ୍ଦ କରୁ ଥିଲେ | ଭିରାଟ ଙ୍କ କ୍ରିକେଟ ପ୍ରତି ଆଗ୍ରହ ଦେଖି ତାଙ୍କ ବାପା କ୍ରିକେଟ ଏକାଡେମୀ ରେ ତାଙ୍କୁ ଆଡ଼ମିସନ କରିଥିଲେ ଆଉ ସେଠି ତାଙ୍କର ଗୁରୁ ରାଜକୁମାର ଶର୍ମା ଥିଲେ |

ଭିରାଟ ଏକ ଇଣ୍ଟରଭ୍ୟୁ ରେ କହି ଥିଲେ କି ମୁଁ ମୋ ଜୀଵନରେ ବହୁତ ଷ୍ଟ୍ରଗଲ କରିଛି ଆଉ ମୋ ବାପାଙ୍କର ବିଜନେସ ରେ ଲସ ହୋଇ ଥିବା କାରଣରୁ ଘର ଭଡ଼ା ଦେବା ପାଇଁ ମଧ୍ୟ ଆମ ପାଖରେ ଟଙ୍କା ନଥିଲା, ଆଉ ଆଜି ମୁଁ ଯାହା ବି କିଛି ପାଇଛି ତାହା ମୋ ବାପାଙ୍କର ବଳିଦାନ |
କ୍ୟାରିୟର :-ଭିରାଟ ତାଙ୍କ କ୍ୟାରିୟର ପ୍ରଥମେ ଶ୍ରୀଲଙ୍କା ବିପକ୍ଷ ମ୍ୟାଚରେ ଆରମ୍ଭ କରି ଥିଲେ ସେହି ସମୟରେ ଭିରାଟଙ୍କର 19 ବର୍ଷ ଥିଲା ଆଉ ସେହି ମ୍ୟାଚ ଟି କେବଳ ଭିରାଟ କୋହଲି ଙ୍କ ପାଇଁ ଜିତି ପାରିଥିଲା | ଭିରାଟ ପାଖାପାଖି 50 ରୁ ଅଧିକ ରେକର୍ଡ କରିଛନ୍ତି, ଭିରାଟ ଏକ ଏମିତି ଖେଳାଳୀ ଯିଏ କି ତାଙ୍କର ପ୍ରଥମ ୱାର୍ଲଡ କପ ଖେଳରେ ସେଞ୍ଚୁରୀ କରିଥିଲେ |

ଭିରାଟ ତୃତୀୟ ଭାରତୀ ଖେଳାଳୀ ଯିଏ କି ଦୁଇଟି ଓଡ଼ିଆଇ ସେଞ୍ଚୁରୀ କରିଛନ୍ତି | ଭିରାଟ କୋହଲି ପ୍ରଥମ ଖେଳାଳି ଯିଏକି 19000 ରନ ସର୍ବ ପ୍ରଥମେ କରିଛନ୍ତି | ଭିରାଟ ଙ୍କୁ 2013 ମସିହାରେ ଅର୍ଜୁନ ଆୱାର୍ଡ ଦ୍ୱାରା ପୁରସ୍କୃତ କରାଯାଇ ଥିଲା ଏବଂ 2017 ରେ ତାଙ୍କୁ ପଦ୍ମଶ୍ରୀ ଆୱାର୍ଡ ରେ ମଧ୍ୟ ପୁରସ୍କୃତ କରାଯାଇଛି | 2018 ରେ ରାଜୀବ ଗାନ୍ଧୀ ଖେଳ ରତ୍ନ ଆୱାର୍ଡ ମଧ୍ୟ ପୁରସ୍କୃତ କରାଯାଇଛି |

ପରିବାର :-ଭିରାଟଙ୍କ ବାପାଙ୍କର ନାଁ ହେଉଛି ପ୍ରେମ କୋହଲି ଏବଂ ମାଙ୍କ ନାଁ ହେଉଛି ସୋରଜ କୋହଲି ଓ ତାଙ୍କ ଭାଇଙ୍କ ନାଁ ହେଉଛି ଭିକେଶ କୋହଲି, ଭଉଣୀ ଙ୍କ ନାଁ ହେଉଛି ଭଵନ କୋହଲି | ତେବେ ତାଙ୍କ ପତ୍ନୀ ଙ୍କୁ ଆପଣ ବେସ ଭଲ ଭାବରେ ଜାଣି ଥିବେ ଯିଏ ବଲିଓଡ଼ ର ଅଭିନେତ୍ରୀ ଅନୁଷ୍କା ଶର୍ମା ଅଟନ୍ତି |

ଇନକମ :-

ଭିରାଟ କୋହଲି ଗୋଟିଏ ଟି ଟ୍ୱଣ୍ଟି ମ୍ୟାଚ ଖେଳିବା ପାଇଁ ଦେଢ଼ ଲକ୍ଷ ଟଙ୍କା ନେଇ ଥାଆନ୍ତି ଏବଂ ଟେଷ୍ଟ ମ୍ୟାଚ ଖେଳିବା ପାଇଁ 5 ଲକ୍ଷ ଟଙ୍କା ନେଇଥାନ୍ତି | ଅଡିଆଇ ମ୍ୟାଚ ଖେଳିବା ପାଇଁ 3ଲକ୍ଷ ଟଙ୍କା ନିଅନ୍ତି ଆଉ ଆଇପିଏଲ ସିଜିନ ଖେଳିବା ପାଇଁ 14 କୋଟି ଟଙ୍କା ନେଇ ଥାଆନ୍ତି | ଆଉ ଇନଷ୍ଟାଗ୍ରାମ ରେ ଗୋଟିଏ ପୋଷ୍ଟ ପାଇଁ ଦୁଇ କୋଟି ଟଙ୍କା ନେଇ ଥାଆନ୍ତି ଏବଂ ଗୋଟିଏ ଆଡ଼ଭାଇଜମେଣ୍ଟ ପାଇଁ 12 କୋଟି ଟଙ୍କା ନିଅନ୍ତି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।