ଶୁଣନ୍ତୁ ଭାଇରାଲ Audio Call : ଖୁଡି ପୁତୁରା ଙ୍କ ପ୍ରେମଳାପ ଭାଇରାଲ… ” ତୁମଠୁ ଯେଉଁ ମଜା ମିଳିଛି “…ମୁଁ ଅନ୍ୟ କାହା ପାଖରୁ ପାଇନି..plz ଥରେ ମାତ୍ର….

ଆମେ ସୋସିଆଲ ମିଡ଼ିଆ ଦ୍ୱାରା ଅନେକ ଘଟଣା ସମ୍ପର୍କ ରେ ଅବଗତ ହୋଇ ଥାଉ ଯାହାକି ବେଳେ ବେଳେ ଏମିତି କିଛି ଲଜ୍ୟା ଜନକ ଘଟଣା ସାମ୍ନା କୁ ଆସେ ତାହା ଖୁବ ଭାଇରାଲ ହେବା ପାଇଁ ଲାଗି ଥାଏ | ଆଜିକାଲି ର ସମାଜ ମଧ୍ୟ ଏତେ ମାତ୍ରା ରେ କଳୁଷିତ ହେବାକୁ ଲାଗିଲାଣି ଯାହାକୁ କଳ୍ପନା ମଧ୍ୟ କରି ହେବ ନାହିଁ | ଆମେ ସମାଜ ରେ ନାରୀ କୁ ସମ୍ମାନ ଦେଇ ଥାଉ ଏହା ସହିତ ତାଙ୍କୁ ନେଇ ଉଚ୍ଚ ସ୍ଥାନରେ ରଖି ଥାଉ କିନ୍ତୁ ଆମ ସମାଜ ରେ କିଛି ଏଭଳି ନାରୀ ଅଛନ୍ତି ସେମାନେ ଏହାର ଯୋଗ୍ୟ ହୋଇ ନଥାନ୍ତି |

ତାଙ୍କର ଏଭଳି କିଛି କାମ ସମାଜ ଉପରେ ଖୁବ ପ୍ରଭାବ ପକାଇ ଥାଏ | ଆଜିକାଲି ଶାରୀରିକ ସମ୍ପର୍କ ପାଇଁ ନିଜ ନିଜ ଭିତରେ ସମ୍ପର୍କ ମଧ୍ୟ ଭୁଲି ଯାଉଛନ୍ତି ଆଉ ଦେହ ସୁଖ ନେଉଛନ୍ତି ଯାହାକି ଖୁବ ଲଜ୍ୟା ଜନକ କଥା ଅଟେ |

ତେବେ ବର୍ତ୍ତମାନ ସମୟରେ ଖୁଡି ଓ ପୁତୁରା କୁ ନେଇ ଏକ ଅଶ୍ଳୀଳ କଲ ରେକର୍ଡ ଖୁବ ମାତ୍ରା ରେ ଭାଇରାଲ ହେବାରେ ଲାଗିଛି ଯାହାକୁ ଶୁଣିଲେ ଆପଣ ମଧ୍ୟ ବିଶ୍ୱାସ କରି ପାରିବେ ନାହିଁ | ତେବେ ଖୁଡି ଙ୍କୁ ମା ସ୍ଥାନରେ ରଖା ଯାଇଥାଏ ଅର୍ଥାତ ପୁତୁରା ଓ ଖୁଡି ର ସମ୍ପର୍କ ମା ପୁଅ ଭଳି ସମ୍ପର୍କ ହୋଇ ଥାଏ, କିନ୍ତୁ ଏହି ଘଟଣା ସାମ୍ନା କୁ ଆସିବା ପରେ ଏକ ମା ପୁଅ ସମ୍ପର୍କ ରେ କଳଙ୍କ ଲାଗି ଯାଉଛି | ତେବେ ଏହି ଅଡ଼ିଓ କଲ ରେ କଣ ରହିଛି ସେହି ସମ୍ପର୍କ ରେ ଜାଣିବା |

ତେବେ ତାଙ୍କ ପୁତୁରା ଖୁଡି ଙ୍କୁ କଲ ରେ କହୁଛନ୍ତି କି ମୁଁ ଭୁବନେଶ୍ୱର ରେ ଅନେକ ଝିଅ ଙ୍କ ସହିତ ମିଶିଛି ଏହା ସହିତ ଅନେକ ଲଭର୍ସ ମଧ୍ୟ କରିଛି କିନ୍ତୁ ତମ ଭଳି ଖୁସି ମତେ ଆଉ କେହି ଦେଇ ପାରି ନାହାଁନ୍ତି |

ଏହାପରେ ଦୁଇ ଜଣ ପରସ୍ପର ପାଖରୁ ଅଲଗା ହୋଇ କିପରି ଦୁଃଖ ରେ ଜୀବନ କାଟୁଛନ୍ତି ସେମାନେ ସେହି ସମ୍ପର୍କ ରେ ଆଲୋଚନା କରିବାରେ ଲାଗିଛନ୍ତି | ଏହାପରେ ପୁତୁରା କହୁଛନ୍ତି କି ତମ ଠାରୁ ଯେଉଁ ଶାନ୍ତି ମିଳେ ତାହା ମୁଁ ଆଉ କେଉଁଠାରେ ବି ପାଏ ନାହିଁ

 

ଏହାପରେ ସେମାନେ ନିଜ ପ୍ରେମ ସମ୍ପର୍କ କୁ ନେଇ ଅନେକ କିଛି କଥା ହେବାରେ ଲାଗିଛନ୍ତି | ଆଉ ତାପରେ ଗାଁ ରେ ଏମାନଙ୍କ ସମ୍ପର୍କ କୁ ନେଇ କିଭଳି ଭାବରେ ଖୁଡି ଙ୍କୁ ଅନେକ କଥା ଶୁଣାଉଛନ୍ତି ତାହା ମଧ୍ୟ ଖୁଡି କହୁଛନ୍ତି | ତେବେ ଏଭଳି ଏକ ଅଡ଼ିଓ କଲ ଏବେ ଖୁବ ଭାଇରାଲ ହେବାରେ ଲାଗିଛି ଯାହାକି ଖୁବ ନିନ୍ଦନୀୟ ଘଟଣା ଅଟେ |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।