ଓଲିଉଡ଼ ସୁପରଷ୍ଟାର Couple ଯୋଡି Ashwin & Prerana ଙ୍କ ରୋମାଣ୍ଟିକ ରୋମାନ୍ସ ଡ୍ୟାନ୍ସ…. ଦେଖନ୍ତୁ ଭାଇରାଲ Video
ଓଡ଼ିଆ ଜଗତ ର କଳାକାର ଅଶ୍ୱିନୀ ଓ ପ୍ରେରଣା ଙ୍କୁ ତ ଆପଣ ବେସ ଭଲ ଭାବରେ ଜାଣି ଥିବେ ଯିଏ କି ସୁନ୍ଦର ଯୋଡ଼ି ଭାବରେ ବେସ ପରିଚିତ ଏବଂ ଏହି ଯୋଡ଼ି ଙ୍କୁ ଅନେକ ଦର୍ଶକ ଭଲ ପାଇବା ମଧ୍ୟ ଦେଇ ଥାଆନ୍ତି | ଉଭୟ ଅନେକ ସୋ ରେ ଜବରଦସ୍ତ ଆଙ୍କରିଂ ରେ ଦେଖିବା ପାଇଁ ମିଳନ୍ତି, କେବଳ ସେତିକି ନୁହେଁ ବରଂ ଫିଲ୍ମ ରେ କାମ କରିବା ସହିତ ଦୁହେଁ ଅନେକ ସୁପରହିଟ ଆଲବମ ରେ ମଧ୍ୟ କାମ କରିଛନ୍ତି |
ଯାହା ଦ୍ୱାରା ଏହି ଯୋଡ଼ି ଘରେ ଘରେ ପରିଚିତ ହୋଇ ପାରିଛନ୍ତି | ତେବେ ପ୍ରଥମେ ପ୍ରଥମେ ଉଭୟ ଖୁବ ଭଲ ବନ୍ଧୁ ଥିଲେ କିନ୍ତୁ ପରେ ପରେ ଉଭୟ ଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢି ଉଠି ଥିଲା ଆଉ ବିବାହ କରିବେ ବୋଲି ନିଷ୍ପତି ମଧ୍ୟ ନେଇ ଥିଲେ |
ଉଭୟ ଙ୍କର ବିବାହ କାର୍ଯ୍ୟ ଏବେ ସମ୍ପୂର୍ଣ୍ଣ ହୋଇ ଯାଇଛି ଆଉ ବିବାହ ପରେ ଶାଶୁ ଘରେ କେମିତି ଅଛନ୍ତି ଆପଣ ମାନଙ୍କର ପ୍ରିୟ ଅଭିନେତ୍ରୀ ପ୍ରେରଣା, ତେବେ ଆପଣ ମାନେ ତ ଜାଣିଛନ୍ତି କି ପ୍ରେରଣା ନିକଟରେ ଅଭିନେତା ଅଶ୍ୱିନୀ ଙ୍କୁ ବିବାହ କରିଛନ୍ତି |
ପରସ୍ପର ପରସ୍ପର ଙ୍କୁ ଭଲ ପାଇ ଦୀର୍ଘ ଦିନ ପରେ ପ୍ରେମ ବିବାହ ରେ ବାନ୍ଧି ହୋଇଛନ୍ତି | ତେବେ ବର୍ତ୍ତମାନ ସମୟରେ ସୋସିଆଲ ମିଡ଼ିଆ ରେ ଏକ ଭିଡ଼ିଓ ଖୁବ ମାତ୍ରା ରେ ଭାଇରାଲ ହେବାରେ ଲାଗିଛି ଯାହାକୁ ଦେଖିଲେ ଆପଣ ମଧ୍ୟ ବେସ ପସନ୍ଦ କରିବେ |
ଆପଣ ତ ବେସ ଭଲ ଭାବରେ ଜାଣିଛନ୍ତି ଓଡ଼ିଆ ଚ୍ୟାନେଲ ମଧ୍ୟରୁ ତରଙ୍ଗ ଚ୍ୟାନେଲ ହେଉଛି ନମ୍ବର ୱାନ ଓଡ଼ିଆ ଚ୍ୟାନେଲ | ଯେଉଁ ଚ୍ୟାନେଲ ରେ ଅନେକ ସୋ ଦେଇ ଥାଏ ସେଥି ମଧ୍ୟରୁ ସମସ୍ତଙ୍କର ଏକ ପ୍ରିୟ ସୋ ହେଉଛି ତରଙ୍ଗ ମହାମୁକାବିଲା |
ତେବେ ଏହି ସୋ ରେ ସିରିଏଲ ଜଗତ କଳାକାର ମଧ୍ୟରେ କମ୍ପଡିସନ ଲାଗିଥାଏ ଯାହାକୁ ଦେଖିବା ପାଇଁ ଖୁବ ମଜାଦାର ଲାଗିଥାଏ | ତେବେ ଏହି ସୋ ରେ ଅଶ୍ୱିନୀ ଓ ପ୍ରେରଣା ଙ୍କୁ ଏକ ସୁନ୍ଦର କପୁଲ ଡ୍ୟାନ୍ସ ରେ ଦେଖିବା ପାଇଁ ମିଳିଛି |
ସେମାନେ ଦୁହେଁ ବିବାହ ପୂର୍ବରୁ ଏହି ସୋ ରେ ଅଂଶ ଗ୍ରହଣ କରି ଥିଲେ ଆଉ ଆଉ ତୋଫା ଚାନ୍ଦିନୀ ରେ ଗୀତ ରେ ଉଭୟ ସୁନ୍ଦର ଭାବେ ଡ୍ୟାନ୍ସ କରି ଦେଖାଇ ଥିଲେ | ସେମାନଙ୍କ ଡ୍ୟାନ୍ସ ସହିତ ରୋମାଣ୍ଟିକ ୱେ ରେ ଲୁକ ଦେବା ଦର୍ଶକ ମାନଙ୍କୁ ବେସ ଆକର୍ଷିତ କରି ଥିଲା ଏବଂ ସେଠାରେ ଉପସ୍ଥିତ ଥିବା ଦର୍ଶକ ମାନେ ମଧ୍ୟ ଏହି ଡ୍ୟାନ୍ସ କୁ ଉପଭୋଗ କରି ଥିଲେ | ତେବେ ବର୍ତ୍ତମାନ ସମୟରେ ତାଙ୍କର ଏହି ଭିଡ଼ିଓ ଟି ସୋସିଆଲ ମିଡ଼ିଆ ରେ ଖୁବ ଭାଇରାଲ ହେଉଛି ଯାହାକୁ କି ଦର୍ଶକ ମଧ୍ୟ ବେସ ଭଲ ପାଇବା ଦେଇଛନ୍ତି |
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।