ଦେଖନ୍ତୁ viral ଭିଡିଓ ହନିମୁନରେ କୁଆଡେ ଯିବେ ଅଶ୍ୱୀନ ଓ ପ୍ରେରଣା |କହିଲେ ତାଙ୍କ ମଧ୍ୟରେ ଭଲପାଇବା କେଉଁଠୁ ସୃଷ୍ଟି ହୋଇଥିଲା ଏବଂ କେମିତି…

ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଅନେକ ପ୍ରକାରର ଭିଡ଼ିଓ ମାନ ଆପଣ ମାନେ ଦେଖିବାକୁ ପାଉଥିବେ । ତେବେ ବେଶ କିଛି ଦିନ ହେବ ଚର୍ଚ୍ଚା ର ବିଷୟ ପାଲଟିଛି ଆଉ ତାହା ହେଉଛି ଅଶ୍ୱିନ ଓ ପ୍ରେରଣା ଙ୍କର ବାହାଘର କୁ ନେଇକି କିଛି କଥା । ଆଉ ଯେଉଁଥିରେ କୁହାଯାଇଥିଲା କି ଅଶ୍ୱିନ ଓ ପ୍ରେରଣା ଦୁହେଁ ପ୍ରେମ ବିବାହ କରିଛନ୍ତି । ଆଉ ସାତ ଜନ୍ମ ପାଇଁ ସାଥି ଟିଏ ହୋଇ ରହିବେ ବୋଲି ମଧ୍ୟ ଶପଥ କରିଛନ୍ତି ।

ବର୍ତ୍ତମାନ ହେଉ ଭିଡ଼ିଓ ଟି ଭାଇରାଲ ହେଉଛି ତାହା ହେଉଛି ପ୍ରେରଣା ଅଶ୍ୱିନ ଙ୍କ ବିବାହ ପରେ କିପରି ଅନୁଭୂତି ଥିଲା ଆଉ କେଉଁଠି କୁ ହନିମୁନ ପାଇଁ ଯିବେ ତାହା ବିଷୟରେ ପ୍ରକାଶ କରିକି କହିଛନ୍ତି ।ତାହେଲେ ଭାଇରାଲ ହେଉଥିବା ସମ୍ପୂର୍ଣ୍ଣ ଭିଡ଼ିଓ ଟି ଉପରେ ନଜର ପକାଇବା ।

ତେବେ ଆପଣ ମାନେ ଜାଣିଥିବେ କି ହେଣ୍ଡସମ ହିରୋ ଅଶ୍ୱିନ ଓ ଚୁଳବୁଲି ଅଭିନେତ୍ରୀ ପ୍ରେରଣା ଙ୍କ ଭିତରେ ପ୍ରଥମେ ଆରମ୍ଭ ହୋଇଥିଲା ପ୍ରଫେସନାଲ ଲାଇଫ କୁ ନେଇକି ଫ୍ରେଣ୍ଡସିପ ଓ ପରେ ସେହି ଫ୍ରେଣ୍ଡ ସିପ ରୁ ଆରମ୍ଭ ହୋଇଥିଲା ଲଭ ଓ ତାହା ପରେ ସେହି ଲଭ ଆଜି ପ୍ରେମର ରୂପ ନେଇଛି ବୋଲି କୁହାଯାଉଛି ।

ଆଉ ପ୍ରେରଣା ମଧ୍ୟ ଅଶ୍ୱିନ ଙ୍କ ବିଷୟରେ କହିବାକୁ ଯାଇ କହିଛନ୍ତି କି ଅଶ୍ୱିନ ଙ୍କର ପ୍ରଥମ ଦେଖା ତାଙ୍କ ସହିତ ସୁଟିଂ ସେଟ ରେ ହୋଇଥିଲା ଆଉ ସେଠୁ ଆରମ୍ଭ ହୋଇଥିଲା ଫ୍ରେଣ୍ଡ ସିପ ।


ବିବାହ ପରେ ପ୍ରେରଣା ତାଙ୍କ ଘର ଲୋକଙ୍କୁ ବହୁତ ମିସ୍ କରୁଛନ୍ତି ବୋଲି କହିଥିଲେ। ଆଉ କେମିତି ତାଙ୍କ ଘର ଲୋକଙ୍କୁ ମନେ ନ ପକେଇ ଶାଶୁ ଘର ଲୋକଙ୍କୁ କେମିତି ଭଲ ପାଇବା ଦେବା ତାହା ସବୁ କହିଥିଲେ। ଆଉ ତାଙ୍କର ପ୍ରଥମ ଦେଖା ଏକ ସୁଟିଂ ସେଟ୍ ରେ ହୋଇଥିଲା। ଆଗରୁ ସେମାନେ ଦୁହେଁ ଫ୍ରେଣ୍ଡ ଥିଲେ। ଆଉ ଆଜି ମଧ୍ୟ ବିବାହ ପରେ ଭଲ ଫ୍ରେଣ୍ଡ ମଧ୍ୟ ହୋଇ ରହିବେ ବୋଲି ଅଶ୍ୱିନୀ କହିଛନ୍ତି।

ଆଉ ବିବାହ ପରେ ତାଙ୍କୁ ହନିମୁନ ରେ କୁଆଡ଼େ ବୁଲିବା ପାଇଁ ଯିବେ ବୋଲି ପଚାରିଥିଲେ, ହେଲେ ଅଶ୍ୱିନୀ କହିଥିଲେ ହନିମୁନ ରେ ଆମେ ନନ୍ଦନକାନନ ଯିବୁ। ଆଉ ଶେଷରେ ଦୁହିଁଙ୍କୁ ନେଇ ଏକ ଗେମ୍ ଖେଳାଯାଇଥିଲା। ଯେଉଁଥିରେ ଉଭୟ ଉଭୟଙ୍କର ପସନ୍ଦ ନାପସନ୍ଦ ର କିଛି କଥା ପଚରିଥିଲେ। ଆଉ ଦୁହେଁ ପ୍ରଶ୍ନର ଉତ୍ତର ଦେଇଥିଲେ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।