BEAUTY TIPS -ରାତିରେ ଶୋଇବା ପୂର୍ବରୁ ମହୁରେ ମିଶାଇ ମୁହଁରେ ଲଗାନ୍ତୁ ଏହି ଗୋଟିଏ ଜିନିଷ, ଆପଣଙ୍କ ଫେସ୍ ଏତେ ସୁନ୍ଦର ହୋଇଯିବ ଦେଖି ଆପଣ ଆଶ୍ଚର୍ଯ୍ୟ ହୋଇଯିବେ…

ଆଜି କାଲି ଦୁନିଆରେ ପୁଅ ହେଉ କିମ୍ବା ଝିଅ ସମସ୍ତେ ନିଜ ମୁହଁରେ ସୁନ୍ଦରତା ଙ୍କୁ ଚିନ୍ତିତ ଥିବାରେ ଦେଖାଯାଇଥାନ୍ତି | ଏହାର କାରଣ ଆଜି କାଲି ସମସ୍ତେ ନିଜର ମୁହଁର ସୁନ୍ଦରତା କୁ ବୃଦ୍ଧି କରାଇବାକୁ ଚାହିଁଥାନ୍ତି | ତେବେ ନିଜର ମୁହଁରେ ସୁନ୍ଦରତା କୁ କିପରି ବଢ଼ାଇବେ ସେ ବିଷୟରେ ବି ତୋ ଆପଣଙ୍କର ଜାଣିବାକୁ ନିହାନ୍ତି ଇଚ୍ଛା ହେଉଥି ବ | ତାହାଲେ ଆସନ୍ତୁ ଜାଣିବା ଆପଣଙ୍କର ମୁହଁର ସୁନ୍ଦରତା କୁ କିପରି ଆଗପରି ଚାରି ଗୁଣା ଅଧିକ ସୁନ୍ଦର କରିବା ସେ ବିଷୟ ଆଲୋଚନା କରିବା |

 

ତେବେ ଆଜିକାଲିର ସମସ୍ତ ବ୍ୟକ୍ତି ନିଜକୁ ସୁନ୍ଦର କରିବା ପାଇଁ ବହୁତ ଉପାୟ ଆପଣେଇ ଥାଆନ୍ତି ।ଆଉ ସେହି ଭିତରେ ସେମାନେ ଅନେକ କେମିକାଲ ଗୁଡିକ ନିଜ ତ୍ୱଚାରେ ବ୍ୟବହାର କରିଥାନ୍ତି କିନ୍ତୁ ତାହାର ଫଳ ସ୍ୱରୂପ ସୁନ୍ଦର ଦେଖା ଯିବା ଜାଗାରେ ଆପଣଙ୍କ ତ୍ୱଚାର କ୍ଷତି ହେଇ ଥାଏ ।

ତେବେ ଆପଣ କିଛି ବି ଜିନିଷ ନିଜ ତ୍ୱଚାରେ ବ୍ୟବହାର କରିବା ଆଗରୁ ବହୁତ ଭାବିବା ଦରକାର କାରଣ ଆମର ତ୍ୱଚା ବହୁତ ସେଂସିଟିଭ ଅଟେ ଯେଉଥିରେ କହିଛି ବି ହାନି ହେଲେ ତାହା ଭରଣ ହେବାକୁ ବହୁତ କଷ୍ଟ ହେଇଥାଏ ।

ତେବେ ଆମେ ସମସ୍ତଙ୍କ ଭିତରେ ସୁନ୍ଦର ଦେଖାଯିବା ପାଇଁ ସବୁ ବେଳେ ଏକ ଚେଷ୍ଟା ଲାଗି ରହିଥାଏ ।ତେବେ ସେହିପରି ଗୋରା ତ୍ୱଚା ପାଇବା ପାଇଁ ବି ବହୁତ ଜଣ ଚେଷ୍ଟା କରନ୍ତି ତେବେ ସେହି ମାନଙ୍କ ପାଇଁ ଆମେ ଏମିତି ଏକ ପ୍ରାକୃତିକ ଉପାୟ ନେଇ ଆସିଛୁ ଯାହାକୁ ବ୍ୟବହାର କରି ଆପଣ କେବଳ 10 ଭିତରେ ନିଜ ତ୍ୱଚାର ରଙ୍ଗ ପତିବର୍ତନ କରି ପାରିବେ ।

ତେବେ ଏହି ଉପାୟରେ ଆପଣଙ୍କୁ କୌଣସି କେମିକାଲ ବ୍ୟବହାର କରିବାକୁ ପଡିବ ନାହିଁ ଆଉ ନିଜ ଘରେ ପ୍ରାକୃତିକ ଦ୍ରବ୍ୟ ଗୁଡିକୁ ନେଇ ସେହି ପେଷ୍ଟକୁ ତିଆରି କରି ପାରିବେ ।ତେବେ ଜାଣି ରଖନ୍ତୁ ସେହି ଉପାୟ ବିଷୟରେ ।

ତେବେ ଆପଣ ପ୍ରଥମେ ଗୋଟିଏ ପାତ୍ର ନେଇ ସେଥିରେ 1 ଚାମଚ ମହୁ, 1/4ଟିସ୍ପୋନ ହଳଦୀ ନେଇ ତାହାକୁ ଭଲରେ ମିକ୍ସ କରି ଦିଅନ୍ତୁ | ପରେ ଏହାକୁ ଆପଣ ଏହାକୁ ରାତି ସମୟରେ ନିଜ ଫେସରେ 15 ମିନିଟ ପର୍ଯ୍ୟନ୍ତ ଲଗାଇ ଛାଡିଦେବେ ଲଗାନ୍ତୁ।

ଏହାପରେ ଆପଣ ନର୍ମାଲ ପାଣିରେ ନିଜ ମୁହଁକୁ ଭଲରେ ଧୋଇ ଦିଅନ୍ତୁ |ଏହି ପରି ଆପଣ କିଛି ଦିନ ଲଗାତାର ଭାବରେ କରନ୍ତୁ ଦେଖିବେ ଆପଣଙ୍କ ମୁହଁ ଧୀରେ ଧୀରେ ଗ୍ଲୋ କରିବା ଆରମ୍ଭ କରିଦେବ ଏବଂ ଆପଣ ସୁନ୍ଦର ଦେଖାଯିବେ | ଆପଣ ଏହି ଫେସ ପେକ ବ୍ୟବହାର କଲେ କୌଣସି ଫ୍ରେସ ୱାସ ବ୍ୟବହାର କରିବେ ନାହିଁ | କିଛି ଦିନ ଏହିପରି କରନ୍ତୁ ଦେଖିବେ ଆପଣଙ୍କର ଫେସ୍ ଜନିତ ସମସ୍ତ ସମସ୍ୟା ଖୁବ୍ ଶିଘ୍ର ଦୂର ହୋଇଯିବ ।