ଓଃ କି ଡ୍ୟାନ୍ସ ! ହଳଦୀ ସେରିମନି ରେ ” TARO KA CHAMKTA GHANA HO ” ଗୀତରେ ଜବରଦସ୍ତ ଡ୍ୟାନ୍ସ…

ଆଜିର ଦିନରେ ସୋସିଆଲ ମିଡ଼ିଆ ସମଂସ୍ତକ ପାଇଁ ଖୁବ୍ ଜରୁରୀ ହୋଇ ପଡ଼ିଛି। ଏହି ଇଣ୍ଟରନେଟ୍ ଯୁଗରେ ଲୋକ ମାନେ ସବୁ କିଛି ଏହି ସୋସିଆଲ ମିଡିଆ ମାଧ୍ୟମ ରେ ଜାଣି ପାରୁଛନ୍ତି। ଏମିତି କି କେଉଁଠି କେତେ ବେଳେ କେଉଁ ଘଟଣା ଘଟି ଚାଲିଛି ତାହା କେବଳ କିଛି ସେକେଣ୍ଡ ମଧ୍ୟରେ ସୋସିଆଲ ମିଡ଼ିଆ ମାଧ୍ୟମ ରେ ଜାଣିବା ସମ୍ଭବ ହୋଇ ପାରୁଛି। ତେବେ ଆପଣମାନେ ମନୋରଞ୍ଜନର ପାଇଁ ସୋସିଆଲ ମିଡ଼ିଆ ନିଶ୍ଚିତ ଭାବେ ବ୍ୟବହାର କରୁଥିବେ।

ଆଉ ସୋସିଆଲ ମିଡିଆରେ ଆପଣ ଅନେକ ପ୍ରକାରର ଭିଡିଓ ଦେଖିବାକୁ ପାଉଥିବେ।ତେବେ ସୋସିଆଲ ମିଡିଆ ରେ ପ୍ରତିଦିନ ଅନେକ ପ୍ରକାର ଭିଡିଓ ଭାଇରାଲ୍ ହେବାରେ ଲାଗିଛି।

ଏଥି ମଧ୍ୟରୁ କିଛି ଭିଡିଓ ଏମିତି ରହିଛି ଯାହା ଇମୋସନାଲ କରି ଦେଉଥିବା ବେଳେ ଆଉ କିଛି ଏମିତି ଭିଡିଓ ଦେଖିବାକୁ ମିଳିଥାଏ ଯାହା ଦେଖିଲେ ଝୁମି ଉଠନ୍ତି ୟୁଜର।ବିଶେଷ କରି ଗୀତ ନାଚ ଆଦି ଦେଖିବା ରେ ଅଧିକ ରୁଚି ପ୍ରକାଶ କରି ଥାନ୍ତି। ତେବେ ବର୍ତ୍ତମାନ ସମୟରେ ସୋସିଆଲ ମିଡିଆରେ ଏମିତି ଏକ ଭିଡିଓ ସାମ୍ନାକୁ ଆସିଛି ଯାହା ଦେଖିଲେ ଆପଣ ମାନେ ଖୁବ୍ ମଧ୍ୟ ଝୁମି ଉଠିବେ ଆଉ ଏହା ଆପଣ ମାନଙ୍କୁ ବେଶ୍ ପସନ୍ଦ ଆସିବ।

ବର୍ତମାନ ଏକ ଭିଡିଓରେ ଦେଖିବାକୁ ମିଳିଛି ଏକ ଝିଅରେ ବାହାଘର ପାଇଁ ତାଙ୍କ ବାପ ଘରେ ହଳଦି ସେରିମୋନି ପାଳନ ଖୁବ ଧୁମ ଧାମରେ ପାଳନ କରାଯାଉଛି | ଆମେ ଆଜି ଆପଣଙ୍କୁ ଏହି ହଳଦୀ ସେରିମୋନି ବିଷୟରେ ସମ୍ପୂର୍ଣ କଥା କହିବି, ତେବେ ଆସନ୍ତୁ ଏହି ଘଟଣା ସମ୍ୱନ୍ଧରେ ସମ୍ପୂର୍ଣ କଥା ଜାଣିବା |


ବାହାଘରେ ଵିଧି ଅନୁଯାଇ ପ୍ରଥମେ ଝିଅର ମେହେନ୍ଦି ହବ, ଯେଉଁଥିରେ କି ସମସ୍ତ ବନ୍ଧୁବାନ୍ଧବ ଉପସ୍ଥିତ ରହିବା ସହିତ ଖୁବ ଧୂମଧାମ ସହକାରେ ଏହି ମେହେନ୍ଦି ପାଳନ କରାଯିବା ପରେ ହଳଦୀ ମଧ୍ୟ ହେବ |

ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଭିଡିଓରୁ ଦେଖିବାକୁ ମିଳିଛି ଯେ ଆକାଶୁଙ୍କ ହଳଦୀ ସେରିମୋନିରେ ଅନେକ ଲୋକ ଉପସ୍ଥିତ ହେବା ସହିତ ସମସ୍ତେ ବହୁତ ଖୁସି ଅଛନ୍ତି |ଏହା ସହିତ ତାଙ୍କର ଅନେକ ବନ୍ଧୁବାନ୍ଧବ ମନେ ମଜ୍ଞ ଉପସ୍ଥିତ ଥିବାର ଦେଖିବାକୁ ମିଳିଛି |

ଏହି ହଳଦୀ ସେରିମୋନି ପାଇଁ ତାଙ୍କର ଷ୍ଟେଜ ବହୁତ ସୁନ୍ଦର ଭାବରେ ସାଜ ସଜା ହୋଇଥିବାରୁ ମଧ୍ୟ ଦେଖା ଯାଇଛି, ଏହା ସହିତ ହଳଦୀ ଫାଂକ୍ସନ ଆରମ୍ଭ ହେବା ସହିତ ବହୁତ ନାଚ ଗୀତ ମଧ୍ୟ ହୋଇଛି |ଝିଅର ଭାଇମାନଙ୍କ ସହିତ ତାଙ୍କର ଭଉଣୀ ମଧ୍ୟ ଏକ ସୁନ୍ଦର ହିନ୍ଦୀ ଗୀତ “ତାର କା ଚମକ୍ତା ଗାନା ହୋ “ଏଥିରେ ସମସ୍ତେ ହାତ ଧାରା ଧରି ହୋଇ ବହୁତ ସୁନ୍ଦର ଭାବରେ ନାଚିବାର ଦେଖିବାକୁ ମିଳିଛି |ଏହି ହଳଦୀ ସେରିମୋନିରେ ତାଙ୍କର ଭାଇମାନଙ୍କ ଡ୍ୟାନ୍ସ ଭିଡିଓ ଦେଖିବାକୁ ସମସ୍ତେ ବହୁତ ପସନ୍ଦ କରିଛନ୍ତି, ଏହା ସହିତ ଏହି ଭାଇମାନଙ୍କ ଡ୍ୟାନ୍ସ ଏବେ ସୋସିଆଲ ମିଡିଆରେ ଦ୍ରୁତ ଗତିରେ ଭାଇରାଲ ହେବାରେ ଲାଗିଛି |