Jyotish Shastra ଆସୁଛି ୨୦୨୩ ନୂଆବର୍ଷ ୮ଟି ରାଶିରେ ଧନର ବର୍ଷା ୪ଟି ରାଶିରେ ଦୁଃଖର ପାହାଡ଼
ଆପଣ ମାନଙ୍କୁ ଜଣେଇବୁ ୨୦୨୩ ଆସୁଛି ନୂଆବର୍ଷ। ୮ ଟି ରାଶିରେ ଧନର ବର୍ଷା ୪ ଟି ରାଶିରେ ଦୁଃଖର ପାହାଡ଼ ମହା ଭବିଷ୍ୟବାଣୀ।ଆସୁଅଛି ନବବର୍ଷ ୨୦୨୩ ତ ସମ୍ପୂର୍ଣ ୧୨ ଟି ରାଶି ପାଇଁ କିପରି ରହିବ ଆପଣ ମାନଙ୍କର ସମୟ କିପରି ରହିବ ଆପଣ ମାନଙ୍କର ଏହି ୨୦୨୩ ନବବର୍ଷ। କଣ ସବୁ ଖୁସି ନେଇ କରି ଆସୁଅଛି ଆପଣ ମାନଙ୍କ ଜୀବନରେ ଏବଂ କେଉଁ ରାଶି ପାଇଁ କଣ ସାବଧାନତା ରହିଅଛି। ଆସନ୍ତୁ ଜାଣିବା ୨୦୨୩ ରେ ୧୨ ଗୋଟି ରାଶି ମାନଙ୍କ ବିଷୟରେ।
ମେଷ ରାଶି। ଏହି ରାଶିର ଜାତକଙ୍କ ପାଇଁ ନବବର୍ଷ ବହୁତ ହିଁ ଭଲ ନେଇକି ହିଁ ଆସିବ। ଭାଗ୍ୟର ସମ୍ପୂର୍ଣ୍ଣ ସହଯୋଗ ଆପଣଙ୍କୁ ପ୍ରାପ୍ତ ହେବ। ଆପଣ ଯେଉଁ କାର୍ଯ୍ୟରେ ହାତ ଦେବେ ସେଥିରେ ସଫଳ ହେବେ।
ବୃଷ ରାଶି। ଏହି ନବବର୍ଷଟି ଏହି ରାଶି ପାଇଁ ଅନେକ ସଫଳତା ଅନୁଭୂତି ଏବଂ ଆପଣମାନଙ୍କ ଜୀବନରେ ଏପରି କିଛି ପରିବର୍ତ୍ତନ ନେଇ କରି ଆସୁଅଛି ଯାହା ଆପଣ କେବେ ଚିନ୍ତା ବି କରିନଥିବେ।
ମିଥୁନ ରାଶି। ଏମାନଙ୍କ ପାଇଁ ଜୀବନ ସାଧାରଣ ଜଣା ପଡୁଅଛି। ଏମାନଙ୍କ ଜୀବନରେ କିଛି ଅସୁବିଧାର ସମୁଖୀନ ମଧ୍ୟ ହେବାକୁ ପଡିପାରେ। ବର୍ଷର ଆରମ୍ଭରେ ବ୍ୟକ୍ତିଙ୍କ ମନରେ ଶକ୍ତି ଓ ଉତ୍ସାହ ଭରି ଦେବା ସହିତ ମାର୍ଗଦର୍ଶନ ମଧ୍ୟ କରାଇବେ।
କର୍କଟ ରାଶି। ଏହି ରାଶିର ବ୍ୟକ୍ତି ମାନେ ଯେପରି ଚାହିଁବେ ସେହିପରି ଭାବେ ବର୍ଷଟି କଟାଇପାରିବେ। ପରିଶ୍ରମ ଅନୁଯାୟୀ ଫଳ ମଧ୍ୟ ଆପଣଙ୍କୁ ନିଶ୍ଚୟ ପ୍ରାପ୍ତ ହେବ।
ସିଂହ ରାଶି। ସମାଜରେ ଆପଣଙ୍କର ଖ୍ୟାତି ବଢିବ। ପ୍ରତ୍ୟକ ବ୍ୟକ୍ତିଙ୍କ ପାଇଁ ବିଦ୍ୟାର୍ଥୀ ମାନଙ୍କ ପାଇଁ ହେଉ ଆର୍ଥିକ ପାଇଁ ପାଇଁ କେବଳ ଖୁସି ହିଁ ଖୁସି ଆଣିକରି ଆସୁଅଛି।
କନ୍ୟା ରାଶି। ଏହି ରାଶିର ବ୍ୟକ୍ତି ମାନଙ୍କ ପାଇଁ ନବବର୍ଷଟି ବେଶ ଫଳ ଦାୟକ ରହିବ। କାର୍ଯ୍ୟ କ୍ଷେତ୍ରରେ ବେଶ ଉନ୍ନତି ହେବା ସହିତ ମାନ ସମ୍ମାନର ମଧ୍ୟ ବୃଦ୍ଧି ହେବ। ଯେତେ ଅଧିକ ପରିଶ୍ରମ କରିବେ ସେତେ ଅଧିକ ଲାଭ ପାଇବେ।
ତୁଳା ରାଶି। ଏହି ନବବର୍ଷଟି ଆପଣଙ୍କ ପାଇଁ ସୁଖ ସମୃଦ୍ଧି ଆଣି କରି ଆସୁଅଛି। ଆଉ ଜୀବନରେ ସୁଖ ଶାନ୍ତି ବୃଦ୍ଧି ପାଇବ।
ବିଛା ରାଶି। ଏହି ନବବର୍ଷ ଏହି ରାଶି ପାଇଁ ସୁଖ ସମୃଦ୍ଧି ଆଣି କରି ଆସୁଅଛି। କାର୍ଯ୍ୟ କ୍ଷେତ୍ରରେ ଆର୍ଥିକ ଦୃଷ୍ଟିରେ ସଫଳତା ପାଇବେ। ଯାନ ବାହନ କିଣିବାର ଯୋଗ ବନୁଅଛି।
ଧନୁ ରାଶି। ଏହି ରାଶି ପାଇଁ ଏହି ନବବର୍ଷଟି ଶୁଭ ଫଳ ନେଇ କରି ଆସୁଅଛି। ଭିଭିନ୍ନ ଦିଗରୁ ଆପଣଙ୍କୁ ସଫଳତା ମିଳୁଅଛି। ସୁଖ ସମୃଦ୍ଧି ଆଣି କରି ଆସୁଅଛି।
ମକର ରାଶି। ଏହି ବର୍ଷ ଖର୍ଚ୍ଚ ବଢ଼ିପାରେ ଅଯଥାରେ କିଛି ଖର୍ଚ୍ଚ ହେବ।ନୂତନ ବ୍ୟବସାୟ ଆରମ୍ଭ କରିପାରିବେ ଆଉ ସେମାନଙ୍କ ପାଇଁ ଏହି ନବବର୍ଷଟି ଲାଭ ହିଁ ଲାଭ ଆଣି କରି ଆସିବ।
କୁମ୍ଭ ରାଶି। ଏହି ବର୍ଷ ଆପଣଙ୍କ ପାଇଁ କେବଳ ଭଲହିଁ ଭଲ ପରିଣାମ ନେଇ ଆସିବ। ପ୍ରତ୍ୟକ ଗ୍ରହ ମାନଙ୍କର ସପଟ ଆପଣ ମାନଙ୍କ ସହିତ ରହିବ।
ମୀନ ରାଶି। ଏହି ନବବର୍ଷଟି ଏହି ରାଶି ପାଇଁ ଅନେକ ସଫଳତା ନେଇ କରି ଆସୁଅଛି। ସମାଜରେ ମାନ ସମ୍ମାନ ପ୍ରତିଷ୍ଠା ହେବ। ଅଧିକରୁ ଅଧିକ ଲୋକ ଆପଣଙ୍କ ସହିତ ମିଶିବାକୁ ପସନ୍ଦ କରିବେ।