ବାଙ୍କି ମହୋତ୍ସବ 2022 ସୁପର ସୋ ଲୋକପ୍ରିୟ ଗାୟିକା ଅସୀମା ପଣ୍ଡା କଲେ ଜବରଦସ୍ତ Performance… ମାତ୍ର 4 ଘଣ୍ଟାରେ 36 Million ରୁ ଅଧିକ ଲୋକ ଦେଖି ସାରିଲେଣି…

ଓଡ଼ିଶାର ଲୋକପ୍ରିୟ ଗାୟିକା ଅସୀମା ପଣ୍ଡା ଙ୍କୁ ତ ଆପଣ ମାନେ ନିଶ୍ଚିତ ଜାଣିଥିବେ। ତାଙ୍କ କଣ୍ଠରୁ ଅନେକ ଗୁଡ଼ିଏ ସଙ୍ଗୀତ ତ ଆପଣ ଶୁଣିବାକୁ ପାଇଥିବେ। ତାଙ୍କ ସ୍ଵରରେ ସତେ ଯେମିତି ଏକ ଯାଦୁ ରହିଛି। ଯଦି ସଙ୍ଗୀତ ଶୁଣିବାକୁ ଆପଣ ଭଲ ପାଉଥିବେ ତେବେ ଏହା ଜାଣିଥିବେ ଯେ ଅନେକ ଏମିତି ଓଡ଼ିଆ ସଂଗୀତ ରହିଛି ଯାହାକୁ ଶୁଣିଲେ ମନ ଶାନ୍ତି ହୋଇଯାଏ।

ନବେ ଦଶକର ଅନେକ ଏମିତି ସଙ୍ଗୀତ ରହିଛି ଯାହା ସମସ୍ତଙ୍କ ମନକୁ ଛୁଇଁଲା ଭଳି ଅଟେ। ସେହିପରି ଏକ ସୁନ୍ଦର୍ ଏବଂ ଭିନ୍ନ ସ୍ୱାଦର ପୁରୁଣା ଓ ନୂଆ ଓଡ଼ିଆ ଆଲବମ୍ ସଙ୍ଗୀତ ଏକ ଷ୍ଟେଜ୍ ଉପରେ ଅସୀମା ପଣ୍ଡା ଗାଇଥିଲେ ଯାହାକୁ ଶୁଣିଲେ ଆପଣ ବି ଖୁସି ହୋଇଯିବେ।

ତେବେ ଆପଣ ମାନଙ୍କର ସମସ୍ତଙ୍କ ପ୍ରିୟ ଗାୟିକା ଓଡ଼ିଶାର ଲୋକପ୍ରିୟ ସିଙ୍ଗର ଅସୀମା ପଣ୍ଡା ବିଭିନ୍ନ ପ୍ରକାରର ଗୀତ ଗାଇ ଏବେ ବହୁତ ଚର୍ଚ୍ଚା ରେ ଅଛନ୍ତି। ସେ ବିଭିନ୍ନ ପ୍ରକାରର ଭଜନ, ଆଲବମ୍ ଗୀତ ଏବଂ ଫିଲ୍ମରେ ମଧ୍ୟ ସେ ବହୁତ ସୁନ୍ଦର ସୁନ୍ଦର ଗୀତ ଗାଇ ସମସ୍ତଙ୍କର ପ୍ରିୟ ହୋଇ ପାରିଛନ୍ତି।

ଏହାପରେ ତାଙ୍କ ଲୋକପ୍ରିୟତା ଅଧିକ ବଢ଼ି ଯାଇଥିଲା। ତେବେ ତାଙ୍କ କଣ୍ଠରୁ ଅନେକ ଗୀତ ତ ଆପଣ ଶୁଣିଥିବେ। ତାଙ୍କ ସ୍ୱରର ସବୁ ଗୀତ ବେଶ୍ ଆକର୍ଷଣୀୟ ହୋଇଥାଏ ଶୁଣିବାକୁ, ଯାହାକୁ ଦର୍ଶକ, ଶ୍ରୋତା ମାନେ ବହୁତ୍ ପସନ୍ଦ କରନ୍ତି।ତାଙ୍କର ଅନେକ ଗୀତ ଏବେ ବେଶ୍ ଲୋକପ୍ରିୟତା ର ସହିତ ଆଗେଇ ଚାଲିଛି। ଗୋଟିଏ ପରେ ଗୋଟିଏ ହିଟ୍ ଗୀତ ଗାଇ ଭେଟି ଦେଇ ଆସୁଛନ୍ତି ଅସୀମା ପଣ୍ଡା । ଆଉ ଲୋକଙ୍କ ହୃଦୟକୁ ବେଶ୍ ଛୁଇଁଥାଏ ତାଙ୍କ ଗୀତ।


ତେବେ ଅସୀମା ପଣ୍ଡା ଙ୍କୁ କୌଣସି ଏକ ମହୋତ୍ସବ ରେ ଷ୍ଟେଜ୍ ପ୍ରୋଗ୍ରାମ କରିବା ଆମନ୍ତ୍ରଣ କରାଯାଇଥିଲା। ଆଉ ସେଠାରେ ସେ ବହୁତ ଗୁଡ଼ିଏ ଗୀତ ସୁନ୍ଦର ଭାବରେ ଗାଇଥିଲେ। ଅସୀମା ପଣ୍ଡା ଙ୍କ ଦ୍ୱାରା ପ୍ରକାଶିତ ଲୋକପ୍ରିୟ ଗୀତ ଆପଣମାନେ ତ ଜାଣିଥିବେ, ଆଉ ତାହା ହେଉଛି ପଲ ପଲ ପଡ଼େ ପଲକ ମୋ ନିଦ ନାହିଁ ଆଖିରେ ।

ଆଉ ସେହି ଗୀତକୁ ଅସୀମା ପଣ୍ଡା ଷ୍ଟେଜ୍ ଉପରେ ବିଶେଷ କରି ଝିଅ ମାନଙ୍କ ପାଇଁ ଗାଇଥିଲେ ଯାହାକୁ ଶୁଣି ଦର୍ଶକ ବହୁତ ଖୁସି ହୋଇ ଯାଇଥିଲେ। ଷ୍ଟେଜ୍ ଉପରେ ସେ ଆଉ ଗୋଟିଏ ଓଡ଼ିଆ ଆଲବମ୍ ଗୀତ ଗାଇଥିଲେ ଯାହା ଥିଲା ଦେଖିଲା ଦିନ ଠୁଁ ମୋର ଦିଲକା ରାଜା ।

ଏହି ଗୀତଟିକୁ ମଧ୍ୟ ସେ ବହୁତ ସୁନ୍ଦର ଭାବରେ ଗାଇଥିଲେ। ତେବେ ଏହା ଦେଖିବାକୁ ମିଳିଥିଲା ବାଙ୍କୀ ମୁହାଣରେ ଲୋକପ୍ରିୟ ଗାୟିକା ଅସୀମା ପଣ୍ଡା ନିଜର ସଙ୍ଗୀତର କମାଲ ଦେଖାଇ ସମସ୍ତଙ୍କର ମନ ମୋହି ନେଇଥିଲେ। ତେବେ ଯାହା ବର୍ତ୍ତମାନ ସୋସିଆଲ ମିଡ଼ିଆରେ ଖୁବ୍ ଜୋରରେ ଭାଇରାଲ୍ ହେବାରେ ଲାଗିଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।