Ias Interview – ବାହାଘର ପରେ ଝିଅ ମାନଙ୍କର କେଉଁ ଜିନିଷ ଛୋଟ ହୋଇଯାଏ 99 % ଫେଲ।

ଆପଣ ମାନେ ପିଲା ଦିନରୁ ଜ୍ଞାନ ଆହରଣ କରିଥାଉ । ବନ୍ଧୁଗଣ ଏକ ସୁଖ ମୟ ଜୀବନ ବଞ୍ଚିବା ପାଇଁ ଜ୍ଞାନର ବହୁତ ଆବଶ୍ୟକତା ରହି ଥାଏ । ଯଦି ଆପଣ ଜ୍ଞାନୀ ହୋଇଥିବେ ତା ହେଲେ ଆପଣ ସମସ୍ତ କ୍ଷେତ୍ର ରେ ସଫଳତା ପାଇବେ ।

ବର୍ତ୍ତମାନର ସମୟ ରେ ଅନେକ ଲୋକ ସରକାରୀ ଚାକିରି ପାଇଁ ଆବେଦନ କରୁଛନ୍ତି । ଆଜି ଆପଣ ମାନଙ୍କ ପାଇଁ କିଛି ସାଧାରଣ ଜ୍ଞାନ ନେଇ ଆସିଛୁ ଯାହା ଆପଣ ଙ୍କ ଚାକିରି କ୍ଷେତ୍ରରେ ଆପଣ ଙ୍କୁ ଅନେକ ସହାୟତା କରିବ । ତା ହେଲେ ଆଉ ଡେରି ନ କରି ଆସନ୍ତୁ ଜାଣିବା ଏହି ସାଧାରଣ ଜ୍ଞାନ ବିଷୟ ରେ ।

୧;- ଜନସଂଖ୍ୟା ଅନୁସାରେ ଭାରତର ସବୁ ଠାରୁ ବଡ ସହରର ନାମ କ’ଣ ?
ଉତ୍ତର;- ମୁମ୍ବାଇ

୨;- ଜନସଂଖ୍ୟା ଅନୁସାରେ ବିଶ୍ଵ ର ସବୁ ଠାରୁ ବଡ ଦେଶ କିଏ ?
ଉତ୍ତର;- ଚୀନ

୩;- କ୍ଷେତ୍ରଫଳ ଅନୁସାରେ ବିଶ୍ଵର ସବୁ ଠାରୁ ବଡ ଦେଶ କିଏ ?
ଉତ୍ତର;- ଋଷ

୪;- ଭାରତର କେଉଁ ନଦୀ ରୁ ହୀରା ମିଳି ଥାଏ ?
ଉତ୍ତର;- କ୍ରୀଷ୍ଣା

୫;- ନିମ୍ନ ଲିଖିତ ମଧ୍ୟରୁ କେଉଁ ଗ୍ରହର ଚତୁଃପାର୍ଶ୍ଵରେ ବଳୟ ରହିଛି ?
ଉତ୍ତର;- ଶନି

୬;- କେଉଁ ଜନ୍ତ୍ର ସାହାର୍ଯ୍ୟ ରେ ବାୟୁର ଗତି ମାପ କରାଯାଏ ?
ଉତ୍ତର;- ଏନିମୋମିଟର

୭;- ଭାରତ ରତ୍ନ ର ଡିଜାଇନ କେଉଁ ବୃକ୍ଷ ର ପତ୍ର ସଦୃଶ ହୋଇଥାଏ ?
ଉତ୍ତର;- ଅଶ୍ଵତଥ ଗଛ

୮;- ଗାନ୍ଧୀଜୀ କେଉଁ ଠାରେ ଆଇନ ବିଦ୍ୟା ଅଧ୍ୟୟନ କରିଥିଲେ ?
ଉତ୍ତର;- ଇଙ୍ଗଲଣ୍ଡ

୯;- ନିମ୍ନ ଲିଖିତ ମଧ୍ୟରୁ କାହାକୁ ଜୀବ ବିଜ୍ଞାନର ଜନକ କୁହାଯାଏ ?
ଉତ୍ତର;- ଆରିଷ୍ଟୋଟଲ

୧୦;- ଭାରତର କେଉଁ ସହର କୁ ସାତ ଦ୍ଵିପର ସହରତା କୁହାଯାଏ ?
ଉତ୍ତର;- ମୁମ୍ବାଇ

୧୧;- ଭାରତର କେଉଁ ସହର କୁ “silicon valley of india” କୁହାଯାଏ ?
ଉତ୍ତର;- ବେଙ୍ଗାଲୁର

୧୨;- ୭ ଟା କଦଳୀ ଅଛି ୮ ଜଣ ଲୋକ ନ ଭାଙ୍ଗି ନ କାଟି କିପରି ଖାଇବେ ?
ଉତ୍ତର;- କଦଳୀ ସେକ୍

୧୩;- କେଉଁ ଦେଶ ରେ ମହିଳା ମାନେ ବିନା ବୁରଖା ରେ ବାହାର କୁ ଯାଇ ପାରନ୍ତି ନାହିଁ ?
ଉତ୍ତର;- ସାଉଦୀ ଆରବ

୧୪;- ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା ଯୋଜନା କେବେ ଆରମ୍ଭ ହୋଇଥିଲା ?
ଉତ୍ତର;- ୯ ମେ ୨୦୧୫ ରେ

୧୫;- ଆମେରିକାର ରାଷ୍ଟ୍ରୀୟ ଖେଳ କ’ଣ ଅଟେ ?
ଉତ୍ତର;- ବେସ ବଲ

୧୬;- ଦୁନିଆର ସବୁ ଠାରୁ ଅଧିକ ସୁରକ୍ଷା କାହାକୁ ମିଳି ଥାଏ ?
ଉତ୍ତର;- ଆମେରିକାର ରାଷ୍ଟ୍ରପତି

୧୭;- କେଉଁ ପକ୍ଷୀ କେବଳ ବର୍ଷା ଦିନ ରେ ପଣି ପିଇ ଥାଏ ?
ଉତ୍ତର;- ଚାତକ ପକ୍ଷୀ

୧୮;- କୃଷିର ପ୍ରଥମ ଉଦାହରଣ କେଉଁଠି ପ୍ରାପ୍ତ ହୋଇଥିଲା ?
ଉତ୍ତର;- ମେହେରଗଡରୁ

୧୯;- ବିଶ୍ଵର ସବୁ ଠାରୁ ବଡ ମସଜିତ କେଉଁ ଦେଶ ରେ ଅଛି ?
ଉତ୍ତର;- ଇରାକ

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।