ହଠାତ ଏ କଣ ହେଲା ଖୁସିର…. ଖୁସି ପାଇଁ ପୁରା ଗାଁ ଚିନ୍ତାରେ…. ମାତ୍ର 4 ଘଣ୍ଟାରେ 263K ରୁ ଅଧିକ ଲୋକ ଦେଖି ସାରିଲେଣି….
ଆପଣ ମାନେ ସମସ୍ତେ ଓଡ଼ିଶା ରେ ଅତି ପରିଚିତ ଓଡ଼ିଆ ୟୁ ଟ୍ୟୁବ ଚ୍ୟାନାଲ “ରୁପା ପିଣ୍ଟୁ ଖୁସି ଏକ୍ସପ୍ରେସ” ବିଷୟ ରେ ଜାଣିଥିବେ ନିଶ୍ଚିତ। ଏହି ୟୁ ଟ୍ୟୁବ ଚେନାଲ ଟି ମାତ୍ର କେତେ ଦିନ ମଧ୍ୟରେ ଅନେକ ଲୋକ ପ୍ରିୟତା ହାସଲ କରିପାରିଛି।ତେବେ ଏହି ଯୋଡ଼ି ଙ୍କୁ ଲୋକମାନେ ବହୁତ ପସନ୍ଦ ମଧ୍ୟ କରିଥାନ୍ତି।
ତେବେ ଏହି ଯୋଡ଼ି ଙ୍କ ଭିଡ଼ିଓ ମାଧ୍ୟମ ରେ ଲୋକ ଙ୍କୁ ଖୁବ ସୁନ୍ଦର ସୁନ୍ଦର ଆଲବମ ମଧ୍ୟ ଦେଇଥାନ୍ତି। ତେବେ କିନ୍ତୁ ବର୍ତ୍ତମାନ ରୁପା ପିଣ୍ଟୁ ଖୁସି ଏକ୍ସପ୍ରେସ ରୁ ଏହିପରି ଏକ ଭିଡ଼ିଓ ଆସିଛି ଯାହାକୁ ଦେଖିଲେ ଆପଣ ଆଶ୍ଚର୍ଯ୍ୟ ଚକିତ ହୋଇଯିବେ ।
ତେବେ ଆପଣ ମାନେ ଜାଣିଥିବେ କି କୌଣସି ଘରେ ଛୋଟ ପିଲା ଥିଲେ , ସେମାନେ ବହୁତ ମସ୍ତି ଓ ବଦମାସି କରିଥାନ୍ତି। ଆଉ କେବେ କେବେ ଏହିପରି କିଛି କରିଥାନ୍ତି ଯାହା ପାଇଁ ପୁରା ପରିବାର ଚିନ୍ତା ରେ ପଡି ଯାଇଥାଏ।
ତେବେ ପିଣ୍ଟୁ ଭାଇ ଙ୍କ ଝିଅ ଖୁସି ମା ଏହିପରି ବଦମାସି କରିଥିଲେ ଯାହାକୁ ନେଇ ପୁରା ପରିବାର ଓ ପୁରା ଗାଁ ଚିନ୍ତା ରେ ପଡି ଯାଇଥିଲେ।ତେବେ ସୂଚନା ଅନୁସାରେ ଗତ ରାତି ରେ ହଠାତ କାହାକୁ କିଛି ନକହି ଖୁସି ମା ଘରୁ କୁଆଡେ ଚାଲି ଯାଇଥିଲେ ।
ତେବେ ପଲଙ୍କ ତଳୁ ଖୁସି ମା ଙ୍କୁ ଯାଇ ଆଣିଲେ ଆଉ ଖୁସି ମା ସେତେବେଳେ ସମସ୍ତ ଙ୍କୁ ଦେଖି ହସିବା କୁ ଲାଗିଲେ। ତେବେ ଖୁସି ମା ଙ୍କୁ ପାଇବା ପରେ ସମସ୍ତେ ଟିକେ ଶାନ୍ତି ରେ ନିଶ୍ୱାସ ନେଲେ ଆଉ ପରେ ରୁପା ଭାଉଜ ଖୁସି ଙ୍କୁ ଉଠ ବସ କରି ଦଣ୍ଡ ଦେଉଥିଲେ ମଧ୍ୟ।
ତେବେ ବର୍ତ୍ତମାନ ରୂପା ପିଣ୍ଟୁ ଖୁସି ଏକ୍ସପ୍ରେସ ର ଏହି ଭିଡ଼ିଓ ଟି ସୋସିଆଲ ମିଡ଼ିଆ ରେ ଖୁବ ଭାଇରାଲ ହେବା ରେ ଲାଗିଛି। ତେବେ ଏହି ଭିଡ଼ିଓ ଟିକୁ ପ୍ରଥମେ ଦେଖିବା ପରେ ତାଙ୍କର ଫେନ ମାନେ ମଧ୍ୟ ଚିନ୍ତା ରେ ପଡି ଯାଇଥିଲେ। ତେବେ ଆପଣ ମାନେ ମଧ୍ୟ ଏହି ଭିଡ଼ିଓ ଟିକୁ ନିଶ୍ଚିତ ଦେଖନ୍ତୁ ।
ତେବେ କିଛି ସମୟ ଖୁସି ମା ଙ୍କୁ ଘରେ ଦେଖିବା କୁ ନପାଇବା ପରେ ସମସ୍ତେ ବହୁତ ଚିନ୍ତା ରେ ପଡି ଯାଇଥିଲେ। ତେବେ ଖୁସି ମା ରୁମ ରେ ସଜ ବାଜେ ହେଉଥିଲେ ଆଉ ତା ପରେ ସେ ହଠାତ କୁଆଡେ ଚାଲି ଯାଇଥିଲେ।
ତେବେ ତାଙ୍କୁ ଖୋଜିବା ପାଇଁ ପୁରା ପରିବାର ରାତି ରେ ଚାରି ଆଡ଼େ ଖୋଜା ଖୋଜି କରିଥିଲେ। ମାତ୍ର ଖୁସି ମା କୁଆଡେ ନମିଳିବା ରୁ ପୁରା ଗାଁ ଲୋକ ବି ଆଶ୍ଚର୍ଯ୍ୟ ଚକିତ ହୋଇ ଚିନ୍ତା ରେ ଖୁସି ମା ଙ୍କୁ ଖୋଜିବା କୁ ଲାଗିଲେ। ତେବେ କିନ୍ତୁ ପରେ ଦେଖିବା ବେଳକୁ ଖୁସି ମା ଯାଇ ପଂଚାଲି ମା ଙ୍କ ପଲଙ୍କ ତଳେ ଲୁଚି ଯାଇଛନ୍ତି।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।