ଅଶୋକ ଚକ୍ର ରେ କୋତୋଟି ଅର ଅଛି , ଏହି ଚତୁର ପ୍ରଶ୍ନ ର ଉତ୍ତର ଆପଣ ଦେଇପାରିବେ କି, ?
ଆଜି ଆମେ ଆପଣ ମାନଙ୍କୁ କିଛି ମଜାଦାର ପ୍ରଶ୍ନ ବିଷୟରେ କହିବୁ , ଆପଣ ମାନେ ତ ସର୍ବଦା କୌଣସି ନା କୌଣସି ପ୍ରଶ୍ନର ଅଧ୍ୟୟନ କରୁଥିବେ । ଏହା ସହିତ ସମସ୍ତ ପ୍ରଶ୍ନର ଉତ୍ତର ଜାଣିବା ପାଇଁ ମଧ୍ୟ ଚାହାନ୍ତି । କାରଣ ଯଦି ଆପଣ ମାନେ ସମସ୍ତ ଜ୍ଞାନର ଅଧିକାରୀ ହୋଇପାରିବେ ତେବେ ଆପଣ ମାନେ ସମସ୍ତ କାର୍ଯ୍ୟରେ ସଫଳତା ଲାଭ କଲେ । କାରଣ ଶିକ୍ଷା ଏମିତି ଏକ ବିଷୟ ଅଟେ ଯାହା କେବେବି ପୂର୍ଣ୍ଣ ହୋଇନଥାଏ , ଜଣେ ବ୍ୟକ୍ତି ଯେତେ ଶିକ୍ଷା ଲାଭ କଲେ ମଧ୍ୟ ତାହାର ଶେଷ ନଥାଏ । ଆଜି କାଲି ର ଦୁନିଆ କେତେ ମାତ୍ରା ରେ ଶିକ୍ଷିତ ହେଲାଣି , ଆଜି ର ଦୁନିଆରେ ଆଉ କେହି ବି ଅଶିକ୍ଷିତ ନାହାଁନ୍ତି ।
ଏବେକା ସମୟରେ ଆପଣ ମାନେ ଯୁଆଡେ ଗଲାବେଳକୁ ଏବେ ସବୁଆଡେ ଲୋକ ମାନେ ଆମର ବୁଦ୍ଦି ର ପରୀକ୍ଷା କରୁଛନ୍ତି, ଯାହାର ଉତ୍ତର ଆମେ ମାନେ କେବଳ ବୁଦ୍ଧି ମାଧ୍ୟମରେ ହିଁ ଦେଇପାରିବା ।
ଆମେ ଯଦି କୌଣସି ଏକ ଜବ୍ ପାଇଁ ଏନଟ୍ରାନ୍ସ ଦେବାକୁ ଯାଉଛେ ତେବେ ସେଠାରେ ବି ଆମର ବୁଦ୍ଧି ର ପରୀକ୍ଷା କରୁଛନ୍ତି । ଆମ ମାନଙ୍କୁ ସେହି ସବୁ ର ଉତ୍ତର ଆମ ବୁଦ୍ଧି ସାହାର୍ଯ୍ୟ ରେ ହିଁ ଦେବାକୁ ପଡିଥାଏ। ସମାଜ ରେ ଦେଶ ରେ ପ୍ରୀତି ଟି ଜିନିଷ ଉପରେ ଲୋକ ଙ୍କର ସାମୁହିକ ଜ୍ଞାନ ରହିବ ନିହାତି ଆବଶ୍ୟକ । କାରଣ ଏହି ସବୁ ଜ୍ଞାନ ଆମର ଆଗକୁ ବହୁତ କାମ ରେ ଆସିବ। ଆଉ ଆମ କୁ ଅନେକ କ୍ଷେତ୍ର ରେ ସାହାଯ୍ୟ କରିବ। ତେବେ ଆସନ୍ତୁ ଜାଣିବା ସେମିତି କିଛି ପ୍ରଶ୍ନ ସମ୍ବଦ୍ଧରେ ।
1–ପ୍ରଧାନମନ୍ତ୍ରୀ ପଦରେ ଥାଇ କିଏ କିସ୍ତିରେ ଗାଡି କିଣିଥିଲେ ?
ଉତ୍ତର–ଲାଲ ବାହଦୂର ଶାସ୍ତ୍ରୀ
2–ପୃଥିବୀର ସବୁଠୁ ଉଚ୍ଚା କ୍ରିକେଟର ଗ୍ରାଉଣ୍ଡ ନାମ କଣ ?
ଉତ୍ତର–ଚାଏଲ କ୍ରିକଟ ଗ୍ରାଉଣ୍ଡ
3–ସବୁଠାରୁ ବେଶି ହାର ଉତ୍ପାଦନ କରୁଥିବା ଦେଶ କିଏ ?
ଉତ୍ତର–ରୁଷିଆ
4–ଶିକ୍ଷାଗତ ଯୋଗ୍ୟତା ଥାଇ କର୍ମ ନିଯୁକ୍ତି ଅବାବରୁ କେଉଁ ପ୍ରକାର ବେକାରୀ ସୃଷ୍ଟି ହୋଇଥାଏ ?
ଉତ୍ତର–ପ୍ରାବିଧିକ ବେକାରୀ
5–ଆମ ରାଜ୍ୟର ଖାଉଟି କମିଶନରଙ୍କର କାର୍ଯ୍ୟାଶୟ କେଉଁଠି ଅବସ୍ଥିତ ?
ଉତ୍ତର–ବ୍ରହ୍ମପୁର
6–ଅଶୋକ ଚକ୍ରରେ କେତୋଟି ଅର ରହିଛି ?
ଉତ୍ତର–24 ଟି
7–ଭାରତର କେଉଁ ଜାଗାରେ ଭାଷମାନ ପୋଷ୍ଟ ଅଫିସ ରହିଛି ?
ଉତ୍ତର–ଶ୍ରୀ ନଗର
8–ସାଇକେଲର ଉଦ୍ଭାବନ କିଏ କରିଥିଲେ ?
ଉତ୍ତର–ମ୍ୟାକମିଲନ
9–ସାଇକେଲର ଆବିଷ୍କାର କେତେ ମସିହାରେ ହୋଇଥିଲା ?
ଉତ୍ତର–1839
10–କେଉଁ ସାର ଆମ ଶରୀରରେ ହାଡ , ଦାନ୍ତ , ରକ୍ତ ପ୍ରସ୍ତୁତିରେ ସାହାର୍ଯ୍ୟ କରେ ?
ଉତ୍ତର–ଘାତୁସାର
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।