Exclusive – ପିଣ୍ଟୁ ନନ୍ଦ ମୃତ୍ୟୁ ଦିନ ସ୍ତ୍ରୀ ପ୍ରତିଭାଙ୍କୁ କରିଥିଲେ ଫୋନ୍।ଶୁଣିଲେ ଆଶ୍ଚର୍ଯ୍ୟ ହୋଇଯିବେ ଦେଖନ୍ତୁ VIRAL ଭିଡ଼ିଓ ଟିକୁ…

ଆଉ ନାହାଁନ୍ତି ଓଲିଉଡ଼ର ଲୋକପ୍ରିୟ ଅଭିନେତା ପିଣ୍ଟୁ ନନ୍ଦ। ଆଉ ଏହି ସମୟରେ ସବୁ ରାଗ ରୁଷା ସବୁ ଅଭିମାନ କୁ ଭୂଲି ସ୍ବାମୀ ଙ୍କୁ ଦେଖିବା ପାଇଁ ଧାଇଁ ଆସିଛନ୍ତି ପିଣ୍ଟୁ ନନ୍ଦ ଙ୍କ ସ୍ତ୍ରୀ।କୋହକୁ ଅଟକାଇ ପାରୁ ନାହାଁନ୍ତି ସ୍ତ୍ରୀ।

କାନ୍ଦି କାନ୍ଦ ନୟାନ୍ତ ହୋଇ ପଡିଲେଣି ପିଣ୍ଟୁ ନନ୍ଦ ଙ୍କ ସ୍ତ୍ରୀ। ହଁ ଆଜ୍ଞା ସବୁ ରାଗ ରୁଷା କୁ ଭୂଲି ସ୍ବାମୀ ଙ୍କୁ ଦେଖିବା ପାଇଁ ଧାଇଁ ଆସିଛନ୍ତି ପିଣ୍ଟୁ ନନ୍ଦ ଙ୍କ ସ୍ତ୍ରୀ।ପିଣ୍ଟୁ ନନ୍ଦ ଓ ତାଙ୍କ ସ୍ତ୍ରୀ କୈାଣସି କାରଣକୁ ନେଇ ପରସ୍ପର ଅଲଗା ଅଲଗା ହୋଇ ରହୁଥିଲେ !

ସେମାନଙ୍କ ମଧ୍ୟରେ କିଛି ସମ୍ପର୍କ ନଥିବା ସତ୍ତ୍ୱେ ପିଣ୍ଟୁ ନନ୍ଦ ଙ୍କ ମୃତ୍ୟୁ ପରେ ନିଜକୁ ଅଟକାଇ ପାରି ନାହାଁନ୍ତି ତାଙ୍କ ଧର୍ମପତ୍ନୀ। ଆଜି ପିଣ୍ଟୁ ନନ୍ଦଙ୍କ ପାର୍ଥିବ ଶରୀର ଭୁବନେଶ୍ୱର କିମ୍ସ ରୁ ଭୁବନେଶ୍ୱର ସ୍ଥିତ ବାସ ଭବନ ଆସିବା ପରେ ସେଠାରେ ପହଁଚି ଛନ୍ତି ପିଣ୍ଟୁ ନନ୍ଦଙ୍କ ଧର୍ମପତ୍ନୀ।

 ଆଉ କାନ୍ଦି କାନ୍ଦି ନୟାନ୍ତ ହୋଇ ପଡ଼ୁଛନ୍ତି ପିଣ୍ଟୁ ଙ୍କ ସ୍ତ୍ରୀ। କାନ୍ଦି କାନ୍ଦି ସ୍ବାମୀ ଙ୍କୁ ଦେଖିବା ପାଇଁ ଚାଲି ଆସିଛନ୍ତି ପିଣ୍ଟୁ ନନ୍ଦ ଙ୍କ ସ୍ତ୍ରୀ। ସାଥିରେ ତାଙ୍କର ପୁଅ କୁ ମଧ୍ୟ ନେଇ ଆସିଛନ୍ତି ଯିଏକି ବାପାଙ୍କୁ ଦବ ମୁଖାଗ୍ନୀ।ତେବେ ସଂସାର ର ଏ ହେଉଛି ସବୁଠୁ ବିଚିତ୍ର ମାୟା ।

ଯେଉଁଟି ସ୍ବାମୀ ସ୍ତ୍ରୀ ଙ୍କ ମଧ୍ୟରେ ଛୋଟ ଛୋଟ କଥା କୁ ନେଇ ତିକ୍ତତା ଆରମ୍ଭ ହୁଏ। ଆଉ ପାରିବାରିକ ଜୀବନରେ ଏକ ବଡ ଝଡ଼ ନେଇ ଆସେ। ଯେଉଁ ଝଡ ସବୁ କିଛି ଛାରଖାର କରି ଦିଏ।

 ଆଉ ପରବର୍ତ୍ତୀ ସମୟରେ ଏହି ଝଡ଼ ଛାଡପତ୍ର ର ରୁପ ନିଏ।କିନ୍ତୁ ଯେତେବେଳେ ଗୋଟେ ବ୍ୟକ୍ତି ଏ ଦୁନିଆରୁ ସବୁଦିନ ପାଇଁ ବିଦାୟ ନିଏ ସବୁ ପୁରୁଣା କଥା କୁ ସବୁ ରାଗରୁଷା ସବୁ ଅଭିମାନ କୁ ପଛରେ ପକାଇ ଆପଣାର ଲୋକ ଟି ଧାଇଁ ଆସେ।
ଠିକ୍ ଯେମିତି ଆଜି ପିଣ୍ଟୁ ନନ୍ଦଙ୍କ ସ୍ତ୍ରୀ କାନ୍ଦି କାନ୍ଦି ଚାଲି ଆସିଛନ୍ତି ସ୍ବାମୀ ଙ୍କୁ ଶେଷ ଦର୍ଶନ କରିବା ପାଇଁ। ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ପିଣ୍ଟୁ ଙ୍କ ସ୍ତ୍ରୀ କାନ୍ଦି କାନ୍ଦି ସ୍ବାମୀ ଙ୍କ ସହ ଯିବେ ବୋଲି କହୁ ଥିବାର ମଧ୍ୟ ଶୁଣିବାକୁ ମିଳୁଛି। ଆଉ ଏଭଳି ଏକ ଦୁଃଖଦ ମୁହୂର୍ତ୍ତ ସମସ୍ତଙ୍କୁ କନ୍ଦାଇ ଦେଇଛି।

ପିଣ୍ଟୁ ନନ୍ଦ ଙ୍କ ଶେଷ ଦର୍ଶନ କରିବା ପାଇଁ ତାଙ୍କ ବାସ ଭବନରେ କଳାକାର ଏବଂ ପ୍ରଶଂସକ ମାନଙ୍କ ଭିଡ଼ ଲାଗି ରହିଛି। ଆଉ ଏ ସବୁ ଭିତରେ ପିଣ୍ଟୁ ନନ୍ଦଙ୍କ ସ୍ତ୍ରୀଙ୍କ ଦୁଃଖ ବାରି ହୋଇ ପଡ଼ୁଛି।ଆଉ ତାଙ୍କ ସ୍ତ୍ରୀ କହିଥିଲେ, ମୃତ୍ୟୁ ଦିନ ପିଣ୍ଟୁ ନନ୍ଦ ତାଙ୍କ ପାଖକୁ ଫୋନ୍ କରି କହିଥିଲେ ତୁମ କଥା ଆଉ ପୁଅ କଥା ଭାରି ମନେ ପଡ଼ୁଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।