ଆସନ୍ତାକାଲି ଠାରୁ ଏହି ୬ଟି ରାଶି ରେ ଶନି ଦେବ ଙ୍କର ଚଳନ ଆସନ୍ତା 21 ବର୍ଷ ପାଇଁ ଧନ ର ବର୍ଷା

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ପିଲାଟିଏ ଯେତେବେଳେ ଜନ୍ମ ନିଏ ସେହି ସମୟର ଗ୍ରହ ନକ୍ଷତ୍ର ଅନୁସାରେ ରାଶି ନକ୍ଷତ୍ର ଆଦିର ନିର୍ଧାରଣ କରାଯାଏ l ଆଉ ସେହି ରାଶି ଅକ୍ଷର ଅନୁସାରେ ମଧ୍ୟ ପିଲାର ନାମ କରଣ କରାଯାଏ l ଜ୍ୟୋତିଷ ଶାସ୍ତ୍ରରେ ରାଶି ସଂଖ୍ୟା ବାର ଅଟେ l ଏହି ରାଶି ଗୁଡିକରେ ଗ୍ରହ ଚଳନ ଆଉ ଗ୍ରହ ମାନଙ୍କର ଅବସ୍ଥିତି ଅନୁସାରେ ଏହି ରାଶି ମାନଙ୍କର ଶୁଭ ସମୟ ଏବଂ ଖରାପ ସମୟ ଚାଲି ଥାଏ l

ବନ୍ଧୁ ଗଣ ଏହିପରି ଏକ ଶୁଭ ଗ୍ରହର ଗତି ହୋଇଛି l ତାହା ହେଉଛି ଶନି ଗ୍ରହର ଗତି l ଏହି ଗ୍ରହ ସବୁବେଳେ ସମସ୍ତ ଙ୍କର କର୍ମ ଅନୁସାରେ ଚାଲିଥଏ l

କିନ୍ତୁ ଏହି ଗ୍ରହର ସିଧା ଗତି ହେଉଛି ଲଜ୍ୟୋତିଷ ଶାସ୍ତ୍ର ଅନୁସାରେ ଏହି ଗ୍ରହ ସିଧା ଚାଲିଲେ ରାଶି ମାନଙ୍କର ଉପରେ ଶୁଭ ପ୍ରଭାବ ପଡିଥାଏ lଯେ ଯେମିତି କର୍ମ କରେ ତାକୁ ସନିଦେବ ସେମିତି ଫଳ ଦେଇ ଥାନ୍ତି l

ଏହି ଗ୍ରହର ସିଧା ଗତି ଏହି ମାସ ଠାରୁ ଆରମ୍ଭ ହୋଇଛି ଆଉ ଏହିପରି ଗତି ପ୍ରାୟ ଚଳିତ 21 ବର୍ଷ ପର୍ଯ୍ୟନ୍ତ ରହିବ l ଏହି ଗ୍ରହ ଦ୍ୱାରା କେତେକ ରାଶିର ବ୍ୟକ୍ତି ମାନେ ଅତ୍ୟନ୍ତ ଭାଗ୍ୟ ଶାଳୀ ହୋଇ ଉଠିବେ l ତେବେ ଚାଲନ୍ତୁ ଜାଣିବା କେଉଁ ରାଶି ଉପରେ କେମିତି ପ୍ରଭାବ ପଡିବ l

1-ମେଷ ରାଶି :-ସବୁଠୁ ପ୍ରଥମେ ଜାଣିବା ଏହି ରାଶି ବିଷୟରେ ଏହି ରାଶିରେ ସବୁଠୁ ଭଲ ପ୍ରଭାବ ରହିଛି l ଏହି ରାଶିର ବ୍ୟକ୍ତି ଧନ ଯୋଗ ରହିଛି l ଏହି ରାଶି ର ବ୍ୟକ୍ତିଙ୍କର ଉପରେ ଶନି ଦେବ ଙ୍କର ଅଶେଷ କୃପା ରହିବ l ଘରେ ଆପଣଙ୍କର ସୁଖ ଶାନ୍ତି ବୃଦ୍ଧି ହେବ l

2-କନ୍ୟା ରାଶି :-ଏହି ରାଶିର ଲୋକ ମାନେ ନିଜର ଜୀବନ ସାଥି ସହିତ କାଟିବେ ଓ ଅଭିଵାହିତ ଥିଲେ ମାତା ପିତା ସହିତ ସମୟ କାଟିବେ l

3-କର୍କଟ ରାଶି :-ଏହି ରାଶି ମାନଙ୍କର ବ୍ୟକ୍ତି ଙ୍କର ଚିନ୍ତା ରହିବ ନାହିଁ ଓ ଧନ ର ଅଭାବ ରହିବ ନାହିଁ l ଆୟ ଯୋଗ ବଢିବ, ଘରେ ସୁଖ ଶାନ୍ତି ସମୃଦ୍ଧି ହେବ l

4-ସିଂହ ରାଶି :-ଏହି ରାଶିର ବ୍ୟକ୍ତି ମାନଙ୍କର ନିଜ ଉପରେ ଆତ୍ମ ବିଶ୍ୱାସ ରହିବ l ସମସ୍ତ ମନସ୍କାମନା ପୂର୍ଣ୍ଣ ହେବ l

5-ତୁଳା ରାଶି :-ଏହି ରାଶିରେ ଅତ୍ୟନ୍ତ ଶୁଭ ସମୟ ଆସିଛି l ଏହି ରାଶିରେ ଧନ ଯୋଗ ସହିତ ସୁଖ ବୃଦ୍ଧି ହେବ l

6-କୁମ୍ଭ ରାଶି :-ଏହି ରାଶିରେ ବ୍ୟକ୍ତି ମାନଙ୍କର ସମ୍ପର୍କ ମଜବୁତ ରହିବ ଓ ଧାର୍ମିକ ଯାତ୍ରା କରି ପାରନ୍ତି l

ଏହି 6 ଗୋଟି ରାଶିର ଅତ୍ୟନ୍ତ ଶୁଭ ଯୋଗ ରହିଛି l ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।