ହେ ଭଗବାନ ! ଅର୍ଥ ସାଜିଛି ବାଧକ, ଗରିବ ବାପା ପାଟିରେ ହୋଇଛି କ୍ୟାନ୍ସର, ଆପଣଙ୍କ ଗୋଟିଏ ସାହାଯ୍ୟ ଗରିବ ବାପାର ଜୀବନ ବଞ୍ଚାଇ ପାରିବ
କର୍କଟ ରୋଗ ନାମ ଶୁଣିଲେ ହିଁ ଭୟ ଲାଗେ। ଏହି ରୋଗ ଯେତିକି ଯନ୍ତ୍ରଣା ଦାୟକ ଅଟେ ସେତିକି ଭୟଙ୍କର ମଧ୍ୟ। ଏହି ରୋଗ ର ଚିହ୍ନଟ ବହୁତ୍ ଦିନ ରୁ ହୋଇ ସାରିବା ପରେ ମଧ୍ୟ ଏହାର କୌଣସି ମଧ୍ୟ ଏକ ସଠିକ୍ ମେଡ଼ିସିନ୍ ଆଜି ଯାଏ ବାହାରି ପାରି ନାହିଁ। ଯଦି କୌଣସି ସାଧାରଣ ଲୋକ କୁ ଏହି ରୋଗ ହୋଇଥାଏ ତେବେ ଏହାର ଚିକିତ୍ସା ତାଙ୍କ ପାଇଁ ଏକ ସ୍ବପ୍ନ ହୋଇଥାଏ କାରଣ ଏହି ରୋଗ ର ଚିକିତ୍ସା ରେ ବହୁତ୍ ଅଧିକ ଟଙ୍କା ଖର୍ଚ୍ଚ ହେବା ସହିତ ସହଜ ରେ ମଧ୍ୟ ଏହି ଚିକିତ୍ସା ମିଳି ନଥାଏ।
ତେବେ ସାଧାରଣ ଲୋକ ମାନଙ୍କୁ ଏହି ରୋଗ ହେଲା ପରେ ସେମାନେ ବଞ୍ଚିବାର ଆଶା ଛାଡ଼ି ଦେଇ ଥାଆନ୍ତି କାରଣ ଏହି ରୋଗ ର ଚିକିତ୍ସା ସହଜ ରେ ମିଳେ ନାହିଁ। କ୍ୟାନ୍ସର ରେ ତେବେ ଏହି ରୋଗ ର ନିରାକରଣ ପାଇଁ ଆଜି ଯାଏଁ ମଧ୍ୟ ରିସର୍ଚ୍ଚ ଚାଲିଛି। ଏହି ରୋଗ ର ଚିକିତ୍ସା ପାଇଁ ଅନେକ ଟଙ୍କା ଖର୍ଚ୍ଚ ହୁଏ ଗରିବ ଲୋକ ମାନଙ୍କୁ ଯଦି ଏହି ରୋଗ ହୋଇଯାଏ ସେମାନେ ବଞ୍ଚିବା ଆଶା ଛାଡ଼ି ଦିଅନ୍ତି । ତେବେ ଭଦ୍ରକ ଜିଲ୍ଲା ର ସୋଲୋଗନ୍ ଗାଁ ରୁ ଏମିତି ଏକ ଘଟଣା ଆସିଛି।
ଭଦ୍ରକ ଜିଲ୍ଲା ଧାମନଗର ଅନ୍ତର୍ଗତ sologan ଗ୍ରାମ ରୁ ଆସିଛି ଏହି ଘଟଣା ଟି । ଏଠାରେ ନିଜ ଛୋଟ ପରିବାର କୁ ନେଇ ବାସ କରନ୍ତି ବିବେକାନନ୍ଦ ବେହେରା। କୂଳ ବେଉସା କରିବା ପାଇଁ ନିଜର ମଧ୍ୟ ଜମି ଖଣ୍ଡେ ନାହିଁ। ପେଟ ପୋଷିବା ପାଇଁ ସେ ଦିନ ମଜୁରିଆ ଭାବେ କାମ କରି ଥାଆନ୍ତି । ସୁଖେ ଦୁଃଖ ରେ ନିଜ ସଂସାର କୁ ଚଳାଉ ନେଉ ଥିଲେ। କିନ୍ତୁ ତାଙ୍କ ସଂସାର ବର୍ତ୍ତମାନ ଲାଗିଛି କ୍ୟାନ୍ସର ରୋଗ ର ନଜର ।
ବିବେକାନନ୍ଦ ବେହେରା ବର୍ତ୍ତମାନ କ୍ୟାନ୍ସର ଭଳି ଭୟଙ୍କର ରୋଗ ରେ ପୀଡ଼ିତ ହୋଇଛନ୍ତି । ଦିନ ମଜୁରିଆ ଭାବେ କାମ କରୁଥିବା ବ୍ୟକ୍ତି କୁ କ୍ୟାନ୍ସର ଭଳି ଭୟଙ୍କର ରୋଗ । ଗତ ୬ ମାସ ରୁ ସେ ମାଉଥ କ୍ୟାନସର ରେ ପୀଡ଼ିତ ଅଛନ୍ତି । ବର୍ତ୍ତମାନ ଚିକିତ୍ସା ପାଇଁ ଅର୍ଥ ସାଜିଛି ମନ ପ୍ରତିବନ୍ଧକ । ଅର୍ଥ ଅଭାବରୁ ଚିକିତ୍ସା ହେଇ ପାରୁ ନାହାଁନ୍ତି ବିବେକାନନ୍ଦ ବେହେରା।
ଶେଷରେ କୌଣସି ପ୍ରକାର ଉପାୟ ନପାଇ ସୋସିଆଲ ମିଡିଆରେ ନିଜ ଦୁଃଖ ପ୍ରକାଶ କରିଛନ୍ତି ବିବେକାନନ୍ଦ ଆଉ ଚିକିତ୍ସା ପାଇଁ ସାହାର୍ଯ୍ୟ ମାଗିଥିଲେ ।ତେବେ କେତେଜଣ ସହୃଦୟ ବ୍ୟକ୍ତି ମାନଙ୍କ ପାଇଁ କିଛି ଟଙ୍କା ଯୋଗାଡ ହୋଇ ପାରିଛି ।ତେବେ ଯଦି ଆପଣ ଇଛୁକ ଅଛନ୍ତି ତେବେ ତଳେ ଦିଆଯାଇଥିବା ଆକାଉଣ୍ଟ୍ ରେ ସାହାର୍ଯ୍ୟ କରି କରନ୍ତୁ ।
CIF No: UCBA0000599
Account No : 05990100010043
Mobile no.- 8144839994
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।