ଦେଖନ୍ତୁ Shocking ଭିଡ଼ିଓ- ଅର୍ଚ୍ଚନାକୁ ଗୁଳି ମାରିବାକୁ ବାଟରେ ଜଗିଥିଲେ ସୁପାରୀ କିଲର୍ ,ହେଲେ ପୋଲିସ୍ ଖେଳିଲା ଖେଳ..
ଅର୍ଚନା ଙ୍କ ଜୀବନ କୁ ସୁପାରୀ କିଲର ଙ୍କର ଭୟ ଥିଲା ସେମାନେ ଚାହୁଁ ଥିଲେ କି ଗାଡି ଭିତରେ ହିଁ ଅର୍ଚନା କୁ ମାରି ଦେବା ପାଇଁ | ଆଉ ଯେଉଁଥିପାଇଁ ପୋଲିସ କଳା କପଡା ଘୋଡାଇ ପୋଲିସ ଭ୍ୟାନ ରେ ଅର୍ଚନା ଙ୍କୁ ଆଣି ଥିଲା ଆଉ ଯାହା ଦ୍ୱାରା ସୁପାରୀ କିଲର ଜାଣି ପାରିଲେ ନାହିଁ ଯେ ଭ୍ୟାନ ରେ କେଉଁ ପ୍ରକୃତ ଜାଗାରେ ଅର୍ଚନା ବସିଛନ୍ତି ଯାହାକି ଭ୍ୟାନ ଭିତରୁ ସେମାନେ ଟାର୍ଗେଟ କରି ଗୁଳି ମାରି ପାରିବେ |
ଅର୍ଚନା ଙ୍କୁ ଜୀବନ ରୁ ମାରି ଦେବା ପାଇଁ ସୁପାରୀ କିଲର ମାନଙ୍କୁ ସୁପାରୀ ଦିଆ ଯାଇଛି ଏବଂ ଏହି ସବୁକୁ ସେହି ମାନେ ଦେଇଛନ୍ତି ଯେଉଁ ମାନେ ଅର୍ଚନା ଙ୍କ ସହିତ ରାତି ବିତାଇଛନ୍ତି | ଯାହାଙ୍କର ସବୁ ସିକ୍ରେଟ କଥା ଅର୍ଚନା ଲୁଚେଇ କରି ରଖିଛନ୍ତି ଏବଂ ତାଙ୍କର ଭୟ ଅଛି କି ଅର୍ଚନା ଯଦି କାହା ଆଗରେ ମୁହଁ ଖୋଲି ଦିଅନ୍ତି ତେବେ ତାଙ୍କର ଇଜ୍ଜତ ଚାଲି ଯିବ ସବୁକିଛି ଏପଟ ସେପଟ ହୋଇଯିବ |
ସେଥିପାଇଁ ସୁପାରୀ କିଲର ମାନଙ୍କୁ ଟଙ୍କା ଦିଆ ଯାଇଛି କି ଅର୍ଚନା ଙ୍କୁ ଜୀବନ ରୁ ମାରି ଦେବା ପାଇଁ | ତେବେ ଏବେ ଯେଉଁଭଳି ପରିସ୍ଥିତି ଉପୁଜିଛି ସେହି ସମୟରେ ଅର୍ଚନା ଙ୍କୁ କେହି ମାରି ଦେବେ ବୋଲି ସନ୍ଦେହ ନାହିଁ କାହିଁକି ନା ଅର୍ଚନା ଏବେ ଅନେକ ଙ୍କ ଜୀବନ ପାଇଁ ବିପଦ ସାଜିଛନ୍ତି | ଅର୍ଚନା ଅନେକ ସାରା ନେତା ହୁଅନ୍ତୁ କିମ୍ବା ପ୍ରଯୋଜକ, ସୁନା ଦୋକାନୀ ଠାରୁ ଆରମ୍ଭ କରି ବଡ଼ ବଡ଼ ବିଲଡର ସମସ୍ତ ଙ୍କ ରାଜ ଜାଣିଛନ୍ତି ଆଉ ଏହି ସବୁ ଲିକ ହେବାର ଭୟ ତାଙ୍କର ରହିଛି | ଏପଟେ ଯଦି ଅର୍ଚନା ଙ୍କୁ ଦେଖିବା ତେବେ ଅର୍ଚନା ସିଧାସଳଖ ଗଣମାଧ୍ୟମ କୁ ଦାୟୀ କରିଛନ୍ତି ଆଉ କହୁଛନ୍ତି ଯେ ତାଙ୍କ ସମ୍ପର୍କ ରେ କୌଣସି ବି ମିଛ ଖବର ପ୍ରଚାର କରନ୍ତୁ ନାହିଁ |
ତେବେ ଅନ୍ୟ ପଟେ ପୋଲିସ ର ଯେଉଁ ସନ୍ଦେହ ଅଛି କି ଅର୍ଚନା ଙ୍କ ଜୀବନକୁ ନେଇ ବିପଦ ଅଛି ତାହା ପୋଲିସ ପ୍ରଟେକ୍ସନ ରୁ ଜଣା ପଡୁଛି | ତେବେ ଏହା କଣ ସତ ଯେ ଅର୍ଚନା ଙ୍କ ଜୀବନ କୁ ସୁପାରୀ କିଲର ଙ୍କର ଭୟ ରହିଛି ତାଙ୍କୁ ମାରି ଦେବା ପାଇଁ କେହି ଯୋଜନା କରୁଛି ଆଉ ଯେଉଁଥିପାଇଁ ପୋଲିସ ଜାଣିଶୁଣି ଅର୍ଚନା ଙ୍କୁ ଯେଉଁ ଭ୍ୟାନ ରେ ଆଣିଥିଲା ତାହାକୁ କଭର କରି ରଖି ଥିଲା | ତେବେ ଏଠାରେ ପ୍ରଶ୍ନ ଉଠୁଛି କି ଅର୍ଚନା ଙ୍କୁ ଯଦି ମାରି ଦିଆଯାଏ ତେବେ ଏଥିରେ ସବୁଠୁ ଅଧିକ ଲାଭ କାହାର ହେବ | ତେବେ ଏହି ଘଟଣା କୁ ନେଇ ଏବେ ଅନେକ ସାରା ପ୍ରଶ୍ନ ଉଠୁଛି ଯାହା ଏବେ ସୋସିଆଲ ମିଡ଼ିଆ ରେ ଜୋରଧର ରେ ଚର୍ଚ୍ଚା ଚାଲିଛି |