ଅର୍ଚ୍ଚନା ନାଗଙ୍କ ପରେ ଆଉ ଜଣେ ନାରୀ ! ସ୍ୱାମୀଙ୍କ ସହ ମିଶି ଲୋକଙ୍କୁ କୋଟି କୋଟି ଟଙ୍କାର ଚୂନ ଲଗେଇଛନ୍ତି

ଅର୍ଚନା ଙ୍କ ପରେ ଏବେ ସୁନ୍ଦରୀ ନାମ୍ରା, ୟୁଟ୍ୟୁବ ରେ ଭିଡ଼ିଓ କରିବା ସହିତ ଇନ୍ଷ୍ଟଗ୍ରାମ ରେ ମଧ୍ୟ ଭିଡ଼ିଓ କରି ଥାଆନ୍ତି ଆଉ ତାଙ୍କର ବହୁ ଫଲର୍ସ ରହିଛନ୍ତି | କିନ୍ତୁ ଅର୍ଚନା ଓ ଜଗା ସ୍ୱାମୀ ସ୍ତ୍ରୀ ଭଳି ଠକିଛନ୍ତି ଜଣେ ବିଜନେସ ମ୍ୟାନ କୁ ଯେଉଁଠି କି 80ଲକ୍ଷ ଟଙ୍କା ଠକି ଦେଇଛନ୍ତି | ବିଜନେସ ମ୍ୟାନ ସହିତ ରାତି କାଟିଲେ ଆଉ ସ୍ୱାମୀ ମଧ୍ୟ ପାଖାପାଖି ରହି ଥିଲେ ଆଉ ସକାଳେ ଉଠିଲା ପରେ କହିଲେ ତମ ନାଁ ରେ ରେପ କେସ ଦେବୁ ଆଉ ତାପରେ 80 ଲକ୍ଷ ଟଙ୍କା ଲୁଟି ନେଲେ |

ଯାହାକୁ ନେଇ ଏବେ 3 ଦିନ ତଳେ ସୁନ୍ଦରୀ ନାମ୍ରା ଗିରଫ ହୋଇଛନ୍ତି | ତେବେ ନାମ୍ରା ଙ୍କର ୟୁଟ୍ୟୁବ ରେ 6 ଲକ୍ଷ ରୁ ଅଧିକ ସବସକ୍ରାଇବର ରହିଛନ୍ତି ଏହା ସହିତ ଇନ୍ଷ୍ଟଗ୍ରାମ ରେ ମଧ୍ୟ 2 ଲକ୍ଷ ରୁ ଅଧିକ ଫଲର୍ସ ରହିଛନ୍ତି |

ଯେମିତି ଦେଖିବାକୁ ସୁନ୍ଦରୀ ସେମିତି ଆଖି ଠାରି ମଧ୍ୟ ଆଉ ସେତିକି ପପୁଲାରୀ ମଧ୍ୟ ; ତେବେ ନାମ୍ରା ଙ୍କର ଦିଲ ଜଣେ ବ୍ୟକ୍ତି ଙ୍କୁ ପ୍ରେମ ଜାଲରେ ଫସାଇ ଶେଷରେ 80 ଲକ୍ଷ ଟଙ୍କା ଲୁଟି ନେଇଛନ୍ତି | ଯେଉଁ ଯୁବକ ଜଣଙ୍କ ଭିଡ଼ିଓ ଦେଖିବା ପାଇଁ ମିଳୁଛନ୍ତି ସେ ହେଉଛନ୍ତି ତାଙ୍କ ସ୍ୱାମୀ ଯାହାଙ୍କର ନାମ ହେଉଛି ବିରାଟ |

ତେବେ ବେଳେ ବେଳେ ସ୍ୱାମୀ ସ୍ତ୍ରୀ ମିଶି ୟୁଟ୍ୟୁବ ଓ ଇନ୍ଷ୍ଟଗ୍ରାମ ରେ ବହୁ ଫନି ଭିଡ଼ିଓ ମଧ୍ୟ କରି ଉପଲୋଡ କରି ଥାଆନ୍ତି | କିନ୍ତୁ ସୁନ୍ଦରୀ ନାମ୍ରା ଙ୍କ ଦିଲ ଅନ୍ୟ ମାନଙ୍କୁ ଠକିବାରେ ମଧ୍ୟ ପଛରେ ନାହାଁନ୍ତି |

ଯେମିତି ଆମ ରାଜ୍ୟ ରେ ଅର୍ଚନା ଜଗା କରୁ ଥିଲେ ସେମିତି ଏହି ସ୍ୱାମୀ ସ୍ତ୍ରୀ ମିଶି ଦିଲ୍ଲୀ ରେ ଏଭଳି କଳା କାରନାମା ଚଲାଇ ଥିଲେ | ଯାହାକି 3 ଦିନ ତଳେ ଏବେ ଧରା ପଡ଼ି ଜେଲ ଯାଇଛନ୍ତି, ତେବେ ନିଜର ସୁନ୍ଦର ଚେହେରା କୁ ବ୍ୟବହାର କରି ବଡ଼ ବଡ଼ିଆ ଲୋକ ଙ୍କୁ ଏଭଳି ଭାବେ ନାମ୍ରା ଥକି ଆସୁ ଥିଲେ | ଆଉ ଏବେ ଯେଉଁ ବିଜନେସ ମ୍ୟାନ ଙ୍କୁ ସେ ଠକିଲେ 80 ଲକ୍ଷ ଟଙ୍କା ଛାଡିଲେ ନାହିଁ |

ସେହି ବ୍ୟକ୍ତି ଙ୍କୁ ଅନେକ କଥା କହି ଡରା ଯାଇ ଥିଲା ଆଉ ଧମକ ମଧ୍ୟ ଦିଆ ଯାଇ ଥିଲା କିନ୍ତୁ ଶେଷରେ ସେ ନ ଡରି ନାମ୍ରା ଙ୍କ ନାଁ ରେ ଏଫାୟାର କରି ଥିଲେ ଆଉ ନାମ୍ରା ଏବେ ଗିରଫ ମଧ୍ୟ ହୋଇଛନ୍ତି |

ଗୁରୁଗାଁ ସେଣ୍ଟର ର ଜଣେ ଧନୀ ବ୍ୟବସାୟ ନାମ୍ରା ଙ୍କ କଳା ବ୍ୟବସାୟ ବିଷୟରେ ଖୁଲାସା କରି ଦେଇଛନ୍ତି | ତେବେ ଏହି ସମୟ ରେ ସ୍ୱାମୀ ବିରାଟ ଫେରାର ଥିବା ଜଣା ପଡ଼ିଛି | ବର୍ତ୍ତମାନ ସମୟ ଏହି ଘଟଣା ଟି ଏବେ ସୋସିଆଲ ମିଡ଼ିଆ ରେ ଖୁବ ଭାଇରାଲ ହେବାରେ ଲାଗିଛି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।