ଦେଖନ୍ତୁ viralଭଡିଓ ! ବିକ୍ରି ହେଉଥିଲା ନଗ୍ନଚଳଚ୍ଚିତ୍ର , ଦେଉଳସାହିରେ ଗୋଗଛବାଡିଆ ମାଡ..ପୁରା କାରନାମା ଦେଖିଲେ ଆପଣ ମଧ୍ୟ କହିବେ ଛିଃ ଛିଃ ମରିଯାଉନୁ କଣ ପାଇଁ ?

ଆମ ସମାଜରେ ଗୋଟିଏ ନାରୀ ହୋଇ ଜନ୍ମ ହେବା ବୋଧେ ସବୁଠାରୁ ବଡ ଭୁଲ ହୋଇଥାଏ । କାହିଁକି ନା ଏହି ସମାଜରେ ନାରୀ ପ୍ରତି ହେଉଥିବା ନିର୍ଯ୍ୟାତନା ତଥା ଦୂଷ୍କର୍ମ ଆଦି ଘଟଣା ବିଷୟରେ ଶୁଣିଲେ ଏବେ ବି ଝିଅ ମାନେ ଘରୁ ପାଦ କାଢିବାକୁ ଭୟ କରିଥାନ୍ତି । ଯେବେ ବି ଆପଣ ନ୍ୟୁଜ ପେପର ପଢନ୍ତି କିମ୍ବା ଟିଭିରେ ନ୍ୟୁଜ ଦେଖନ୍ତି ତେବେ ସେଥିରେ ଦୁଷ୍କର୍ମ ବିଷୟରେ ନିଶ୍ଚୟ ଖବର ରହିଥିବ । ଏମିତି କିଛି ମାନସିକ ବିକୃତମାନେ ରହିଛନ୍ତି ଯେଉଁମାନେ କି ଛୋଟ ପିଲା ମାନଙ୍କୁ ବି ଛାଡୁ ନାହାଁନ୍ତି ।

ଆଜିକାଲି ଦୁନିଆରେ ସମାଜ ବହୁ ମାତ୍ରାରେ କଳୁଷିତ ହେଉଛି । ତାହା ପୁଣି କିଛି ଏମିତି ଲୋକ ମାନଙ୍କ ପାଇଁ ଯେଉଂ ମାନେ କି ସଂପର୍କର ମାନେ କିଛି ବି ବୁଝି ନଥାନ୍ତି । ଲୋକ ମାନେ ମାନସିକତରା ବଶବର୍ତ୍ତି ହୋଇ ପବିତ୍ର ସପଂର୍କର ମାନେ ନବୁଝି ସଂପର୍କକୁ ଅପବିତ୍ର ତଥା କଳୁଷିତ କରି ପକାଇ ଥାନ୍ତି ।

ତେବେ ସେହିପରି ପ୍ରତିଦିନ ଆମ ସମାଜରେ ଛୋଟ ଛୋଟ ପିଲାମାନଙ୍କୁ ନେଇ ଅନେକ ଘଟଣା ସବୁ ଆସିଥାଏ ଆଉ ସବୁଠାରୁ ବଡ ଘଟଣା ତ ସେମାନଙ୍କୁ ନିର୍ଯ୍ୟାତନା ଏବଂ ଶୋଷଣ କରିବାର ଘଟଣା ସାମ୍ନାକୁ ଆସିଥାଏ । ଯାହା ପାଇଁ ଅନେକ ଆଇନ ତିଆରି ହୋଇଛି କିନ୍ତୁ ତାହାର ସଠିକ୍ ସଦୋପଯୋଗ ହୋଇପାରୁନାହିଁ ଏବଂ ଦିନକୁ ଦିନ ଅନ୍ୟାୟ ଅତ୍ୟାଚାର ବଢି ବଢି ଚାଲିଛି ଶିଶୁଙ୍କ ପାଇଂ । ସେହିପରି ଗୋଟିଏ ଘଟଣା ବିଷୟରେ ଆମେ ଜଣେଇବୁ,

ଅନଲାଇନ ରେ ଶିଶୁ ଯୌନ ଶୋଷଣ ଅଭିଯୋଗ ମାମଲା । ଢେଙ୍କାନାଳ ରେ ସିବିଆଇ ଚଢାଉ ବେଳେ ଅଭାବନୀୟ ଘଟଣା । ଚଢାଉ କରିବାକୁ ଆସି ଥିବା ଅଧିକାରୀ ଙ୍କୁ ଅଟକ ରଖିଲେ ଲୋକେ । ସ୍ଥାନୀୟ ଲୋକ ସିବିଆଇ ଅଫିସର ଙ୍କୁ ମାଡ ମାରି ଥିବା ନେଇ ଅଭିଯୋଗ ହୋଇଛି ।

ଅନଲାଇନ ରେ ଶିଶୁ ଙ୍କୁ ଯୌନ ନିର୍ଯାତନା ମାମଲା ରେ ସିବିଆଇ ତନା ଘନା କରୁଛି । ଦେଶ ର 14 ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଂଚଳ ର 76 ଟି ସ୍ଥାନ ରେ ଚଢାଉ କରୁଛି ସିବିଆଇ । ଓଡ଼ିଶା ରେ ମଧ୍ୟ ଢେଙ୍କାନାଳ ଏବଂ ଯାଜପୁର ଓ ଭଦ୍ରକ ରେ ସିବିଆଇ ପକ୍ଷ ରୁ ଯାଂଚ କରା ଯାଉଛି । ନଭେମ୍ବର 14 ତାରିଖ ରେ ସିବିଆଇ ଅଲଗା ଅଲଗା 23 ଟି ମାମଲା ରୁଜୁ କରି ଥିଲା ।

ଏଥି ରେ 83 ଜଣ ଙ୍କୁ ଅଭିଯୁକ୍ତ କରି ଥିଲା କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା । ବିଶେଷ କରି ଶିଶୁ ଙ୍କ ପ୍ରତି ହେଉ ଥିବା ଯୌନ ନିର୍ଯାତନା ଓ ଶୋଷଣ ଅଭିଯୋଗ ରେ ଏହି ମାମଲା କରା ଯାଇ ଥିଲା । ଆନ୍ଧ୍ର ପ୍ରଦେଶ, ଉତରପ୍ରଦେଶ, ଦିଲ୍ଲୀ, ହରିୟାଣା, ପଂଜାବ, ବିହାର, ଓଡ଼ିଶା, ତାମିଲନାଡୁ, ରାଜସ୍ଥାନ, ମହାରାଷ୍ଟ୍ର, ଗୁଜରାଟ, ଛତିଶଗଡ଼, ମଧ୍ୟପ୍ରଦେଶ ଓ ହିମାଚଳ ପ୍ରଦେଶ ରେ ଏହି ଚଢାଉ ଚାଲିଛି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।