ପୁଣି ରାଜ୍ୟସରକାର ଜାରିକଲେ ଏପ୍ରିଲ ମାସର ଗାଇଡ଼ଲାଇନ । ଏମିତି କଡାକଡି ହେବ ଏପ୍ରିଲ…ଜାଣନ୍ତୁ କଣ ଖୋଲା କଣ ବନ୍ଦ……….

ଆଜି ଆମେ ଆପଣ ମାନଙ୍କୁ ଏକ ବହୁତ ହିଁ ବଡ କଥା ବିଷୟରେ କହିବୁ ଯାହାକୁ ଆପଣ ମାନେ ଜାଣିରଖିବା ନିତାନ୍ତ ଆବଶ୍ୟକ । କାରଣ ଏହା ହେଉଛି ସମସ୍ତଙ୍କ କରୋନାର ଏପ୍ରିଲ ମାସର ଗାଇଡଲାଇନ , ତେବେ ଏହି ମାସରେ କଣ କୋଲା ରହିବ ଏବଂ କଣ ବନ୍ଦ ରହିବ ଏବହା ସହିତ ସରକାର କେଉଁ ନିୟମକୁ କଡାକଡି କରିଛନ୍ତି ଏବଂ କାହା ପ୍ରତି ଟିକେ କୋହଳ କରିଛନ୍ତି ସେ ବିଷୟରେ ଆମେ ଆପଣ ମାନଙ୍କୁ କହିବୁ ।

ଆପଣ ମାନେ ତ ଜାଣିଛନ୍ତି କି କରୋନାକୁ ବର୍ଷେ ହୋଇଗଲା ତେବେ ଏହି ବର୍ଷେ ଯାକ ଦେଶର ପ୍ରତ୍ୟେକ ବ୍ୟକ୍ତି ବହୁତ ଅସୁବିଧାର ସାମ୍ନା କରିଛନ୍ତି ଯାହା କେବେ କଳ୍ପନା କରିହେବ ନାହିଁ ।

ତେବେ ଧୀରେ ଧୀରେ କରୋନାର ମାତ୍ରାକୁ ଲକ୍ଷ୍ୟ କରି ସରକାର ଲକଡାଉନ ବଦଳରେ ଅନଲକ ପର୍ଯ୍ୟାୟ ଆରମ୍ଭ କରିଥିଲେ ଏହା ସହିତ କରୋନାର ଡୋଜ ଆସିବା ପରେ ସରକାର ପ୍ରତ୍ୟେକ ନିୟମ ପ୍ରତି କୋହଳ କରିଦେଇଥିଲେ କାରଣ ସେତେବେଳେ ଆଉ ସେମିତି ଅଦିକ କରୋନାର ପ୍ରଭାବ ନଥିଲା ।

ମାତ୍ର ସରକାରଙ୍କର ଏହି କୋହଳକୁ ଲୋକମାନେ ଆଉ ମାନିଲେ ନାହିଁ ନିଜ ଇଚ୍ଛାରେ କାମ କରିଲେ ଯାହା ଦ୍ୱାରା କି ଏବେ ପୁଣି ଥରେ କରୋନାର ତାର ପ୍ରଭାବ ଦେଖିବାରେ ଲାଗିଛି ଅର୍ଥାତ କରୋନାର ପ୍ରକୋପ ପୁଣି ଥରେ ବଢିବାକୁ ଲାଗିଛି ।

ତେଣୁ କରି ଆଗରୁ ତାହାକୁ ଲକ୍ଷ୍ୟ କରି ଯାହା କିଛି କୋହଳ କରାଯାଇଥିଲା ତେବେ ଏବେ ତାହାର ପ୍ରଭାବ ବଢିବାରୁ ସେଥିରେ କିଛି କଟକଣଆ ହୁଏତ ଜାରି କରାଯାଇଥିବ ତେବେ ଆସନ୍ତୁ ଜାଣିବା କି ସରକାର ଏପ୍ରିଲ ମାସରେ କିପରି ଗାଇଡଲାଇନ ତିଆରି କରିଛନ୍ତି ।

କେନ୍ଦ୍ର ସରକାର କରୋନାର ପ୍ରବାବକୁ ଲକ୍ଷ୍ୟ କରି ଜାରି କଲେ କରୋନା ଗାଇଡଲାଇନ , ୟେଥିବେ ରହିଚି କିଛି ଏମିତି ନିୟମ ।

1–ପୂର୍ବପରି କଣ୍ଟଟମେଣ୍ଟ , ଆଇସୋଲେସନ ବ୍ୟବସ୍ଥା ଜାରି ରହିବ ।

2–ଟିକାକରଣକୁ ଅଧିକ ତ୍ୱରାନ୍ୱିତ କରାଯିବ ।

3–ଟେଷ୍ଟ ଟ୍ରାକ ଏବଂ ଟ୍ରିଟ ଉପରେ ଦିଆଯିବ ଅଧିକ ଗୁରୁତ୍ୱ ।

4–ପଡିଟିଭ କେସ ବାହାରିଲେ ତାହାକୁ ତୁରନ୍ତ ଆଇସୋଲେସନ କରାଯିବ ।

5–ରାଜ୍ୟ ଭିତରକୁ ଓ ବାହାରକୁ ଯିବା ପାଇଁ ଆସିବା ପାଇଁ କଟକଣା ବୃଦ୍ଧି ।

6–SOP ମାନି ଶିକ୍ଷାନୁଷ୍ଠାନ, ସିନେମା ହଲ ଏବଂ ହୋଟେଲ ଏବଂ ମଲ ଚାଲିପାରିବ ।

7–କୋଭିଡ ଗାଇଡଲାଇନକୁ ମାନିବା ପାଇଁ କଡାକଡି ନିର୍ଦ୍ଦେଶ ପ୍ରଦାନ ।

କେନ୍ଦ୍ର ସରକାରଙ୍କର ଏହି ସମସ୍ତ ନିୟମ ଏପ୍ରିୟ 1 ରୁ 31 ତାରିଖ ପର୍ଯ୍ୟନ୍ତ ବଳବର୍ତ୍ତର ରହିବ । ତେଣୁ ଆପଣ ମାନେ ବହୁତ ସାବଧାନତାର ସହ ସରକାରଙ୍କର ଏହି ସମସ୍ତ ନିୟମକୁ ପାଳନ କରନ୍ତୁ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।