Breaking News -ଅପରାଜିତାଙ୍କ ଘରେ ଫୁଟିଲା ବ୍ରହ୍ମକମଳ, ବାବୁଶାନଙ୍କ ପାଇଁ ଆସିବ ଖୁସି ଖବର…ଦେଖନ୍ତୁ ଏନେଇ କଣ କହୁଛନ୍ତି ଅପରାଜିତା ଶୁଣନ୍ତୁ ତାଙ୍କ ମୁହଁରୁ …

ବ୍ରହ୍ମ କୋମଳ ଏକ ଅଲୌକିକ ଫୁଲ ଆଉ ଏହି ଫୁଲ ଗଛ ର ଅଗ୍ର ରୁ ନୁହେଁ ବରଂ ଏହାର ପତ୍ର ରୁ ଫୁଟେ | ଏହି ଭିଡ଼ିଓ ରେ ପତ୍ର ରେ ଦେଖନ୍ତୁ ଏବେ ଦେଖନ୍ତୁ କି କିପରି ପତ୍ର ରୁ ହିଁ ଏହି ବ୍ରହ୍ମ କୋମଳ ଫୁଲ ଫୁଟିଛି | କୁହାଯାଏ କି ଏହି ଫୁଲ ଟି ଅତି ଦୁର୍ଲଭ ଅଟେ ଏବଂ ଯାହା ବାଡ଼ିରେ ଏହି ବ୍ରହ୍ମ କୋମଳ ଫୁଲ ଫୁଟେ ତାହା ପାଇଁ ଅତି ଶୁଭ ସୂଚନା ନେଇ ଆସେ | ଅନେକ ସମୟରେ ବ୍ରହ୍ମ କୋମଳ ଫୁଲ କୁ ଲୋକେ ଚୋରେଇବାକୁ ମଧ୍ୟ ଚାହାଁନ୍ତି, ତେବେ ଏହି ଗଛର ପତ୍ର କୁ ଯଦି କେହି ଚୋରେଇ ନେଇ ନିଜ ବାଡ଼ିରେ ଲଗାଏ, ତା ବାଡ଼ିରେ ତ ବ୍ରହ୍ମ କୋମଳ ଫୁଲ ଫୁଟି ଯାଏ କିନ୍ତୁ ଯାହା ବାଡ଼ିରେ ସେ ଚୋରେଇ କରି ନେଇ ଥାଏ ତା ଘର ବାଡ଼ିରେ ହୋଇ ଥିବା ବ୍ରହ୍ମ କୋମଳ ଗଛ ଟି ମରି ଯାଏ |

ରାତ୍ରି ସମୟରେ ଫୁଟୁ ଥିବା ଏହି ବ୍ରହ୍ମ କୋମଳ ଅତ୍ୟନ୍ତ ଅଲୌକିକ ଏବଂ ତା ସହିତ ଦୁର୍ଲଭ ମଧ୍ୟ ଅଟେ | ଆଉ କୁହାଯାଏ ଯାହା ବାଡ଼ିରେ ଏହି ଫୁଲ ଫୁଟେ ତାହା ପାଇଁ ସେ ଅନେକ ସୋଭାଗ୍ୟ ନେଇ ଆସେ | ଲାଗୁଛି କି ବାବୁସାନ ଙ୍କ ପାଇଁ ଏହା ଅନେକ ସୋଭାଗ୍ୟ ନେଇ ଆସିବ, ଅପରାଜିତା ଏହି ବର୍ଷ ଭିତରେ ଅନେକ କିଛି ତାଙ୍କ ଘରେ ଖରାପ ଦେଖିଛନ୍ତି ଏବଂ ତାଙ୍କ ପରିବାର ମଧ୍ୟ ଅନେକ କିଛି ଝଡ଼ ଝଞ୍ଜା ର ସାମ୍ନା କରିଛି |

ତେବେ ଏହି ଫୁଲ ଟି ନିଶ୍ଚିତ ଭାବରେ ଅଭିନେତ୍ରୀ ଅପରାଜିତା ଏବଂ ତାଙ୍କ ପୁଅ ତଥା ତାଙ୍କ ପରିବାର ପାଇଁ ନିଶ୍ଚିତ ଭାବେ ଶୁଭ ସଙ୍କେତ ନେଇ ଆସିବ ବୋଲି ସୂଚନା କରା ଯାଉଛି | ତେବେ ଵିଧି ପୂର୍ବକ ପ୍ରଥମେ ଅପରାଜିତା ଏହି ଫୁଲ ଟିକୁ ପୂଜା କରି ଥିଲେ ଆଉ ଏହାପରେ ଏହାକୁ କାଟିକି ନେଇ ଯାଇ ଥିଲେ |

କାରଣ ଏହି ଫୁଲ ଟି ଯେଉଁ ରାତ୍ରି ରେ ଫୁଟିବ ସେହି ରାତ୍ରିରେ ଯଦି ଫୁଲ କୁ ନେଇ ଭଗବାନ ଙ୍କ ପାଖରେ ଅର୍ପଣ ନ କରାଯାଏ ତେବେ ସେହି ରାତ୍ରିରେ ହିଁ ଫୁଲ ବାସି ହୋଇ ଝଡ଼ି ଯାଏ | ତେବେ ବ୍ରହ୍ମ କୋମଳ ର ଅଲୌକିକ ଦୃଶ୍ୟ ଏବେ ବାବୁସାନ ଙ୍କ ଘରେ ଦେଖିବା ପାଇଁ ମିଳିଛି ଯାହାକି ସୋସିଆଲ ମିଡ଼ିଆ ରେ ଖୁବ ଭାଇରାଲ ହେଉଛି | ତେବେ ଅନେକ ଦର୍ଶକ ଏବେ ବାବୁସାନ ଙ୍କ ଫିଲ୍ମ ଦମନ ରିଲିଜ ଅପେକ୍ଷା ରେ ରହିଛନ୍ତି ଯାହାକି ଖୁବ ଶୀଘ୍ର ରିଲିଜ ହେବା ପାଇଁ ଯାଉଛି | ତେବେ ଆଶା କରିବୁ ଯେ ଫିଲ୍ମ ଟି ହାଉସ ଫୁଲ ହେଉ ଏବଂ ବାବୁସାନ ଙ୍କ ପାଇଁ ଅନେକ ଗୁଡ଼ ଲକ ନେଇ ଆସୁ |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।