Jyotisha Shastra ମଙ୍ଗଳ ଗ୍ରହର ରାଶି ଚଳନ ଏହି 3 ଟି ରାଶିରେ ହେବ..ଚମତ୍କାର..

ଆମର ଜୋତିଷ୍କ ଶାସ୍ତ୍ର ଅନୁସାରେ ଯେତେବେଳେ ଗ୍ରହର ଚଳନ କରେ କିମ୍ବା ଅନ୍ୟ କୌଣସି ଗ୍ରହ ସହ ସଂଯୋଗ ହେଲେ ଏହାର ପ୍ରଭାବ ପୁରା ବିଶ୍ୱ ଉପରେ କିମ୍ବା ଦେଶ ଉପରେ ଏବଂ ମନ୍ୟୁଷ ମାନଙ୍କ ଉପରେ ପଡିଥାଏ | ତେବେ ଜ୍ୟୋତିଷ ଶାସ୍ତ୍ର ଅନୁସାରେ ପ୍ରତ୍ୟେକ ରାଶିର କେହି ନାଁ କେହି ସ୍ଵାମୀ ରହିଥାନ୍ତି । ଏହି ଗ୍ରହ ମାନେ ଏକ ନିର୍ଦ୍ଧିଷ୍ଟ ସମୟ ସୀମା ମଧ୍ୟରେ ରାଶି ପରିବର୍ତ୍ତନ କରିଥାନ୍ତି । ଯାହାକି ସବୁ ରାଶି ର ଲୋକମାନଙ୍କ ଉପରେ ପ୍ରଭାବ ପକାଇଥାଏ । ତେବେ ଆଜିଠାରୁ ମଙ୍ଗଳ ଗ୍ରହ ର ରାଶି ପରିବର୍ତ୍ତନ ହେବାକୁ ଯାଉଛି ।

ଗ୍ରହ ମାନଙ୍କର ସେନାପତି ମଙ୍ଗଳ, ଭୂମି,ଯୁଦ୍ଧ, ଶାହାସ ,ଏବଂ ଶକ୍ତି ର କାରଣ ହୋଇଥାନ୍ତି । ମଙ୍ଗଳ ଗ୍ରହ ମେଷ ରାଶିର ପରିବର୍ତ୍ତନ ଯୋଗୁ ଲୋକମାନଙ୍କର ଜୀବନ ଉପରେ ବହୁ ପ୍ରଭାବ ପଡିଥାଏ । ତେବେ 3 ଟିି ରାଶିରେ ମଙ୍ଗଳ ଗ୍ରହ ର ପ୍ରବେଶ ଅତ୍ୟନ୍ତ ଶୁଭ ବୋଲି ଜ୍ୟୋତିଷ ଶାସ୍ତ୍ରରେ କୁହାଯାଉଛି । ଚାଲନ୍ତୁ ଜାଣିନେବା ସେହି ଭାଗ୍ୟଶାଳୀ ରାଶି ମାନଙ୍କ ବିଷୟରେ,

1- ପ୍ରଥମରେ ହେଉଛି କନ୍ୟା ରାଶି। ତେବେ ମଙ୍ଗଳ ର ରାଶି ପରିବର୍ତ୍ତନ ଏହି ରାଶିର ବ୍ୟକ୍ତି ବିଶେଷ ପାଇଁ ଶୁଭ ସାବ୍ୟସ୍ତ ହେବ । ଆପଣଙ୍କୁ ନୂଆ ଚାକିରୀ ମିଳିବାର ସମ୍ଭାବନା ରହିଛି ।

ଆଗକୁ ଆସୁ ଥିବା ପରିକ୍ଷା ରେ ଆପଣ ମାନେ ଭଲ ନମ୍ବର ରଖି ଉତିର୍ଣ୍ଣ ହେବା ସହିତ ଆପଣ ମାନଙ୍କ ଜୀବନ ରେ ଏମିତି ବହୁତ କିଛି ପରିବର୍ତନ ହେବାକୁ ଯାଉଛି ଜାହା ନିଶ୍ଚିତ ଭାବେ ଆପଣ ମାନଙ୍କ ପାଇଁ ଫଳ ଦାୟକ ହେବ ।ଆପଣ ମାନେ ଏହି ଦିନ ରେ ନିଶ୍ଚିତ ଭାବେ ବ୍ୟବସାୟ କ୍ଷେତ୍ର ରେ ଲାଭ ଏବଂ ନିଜର କର୍ମ କ୍ଷେତ୍ର ରେ ଉହ୍ଲାସ ଦେଖିବା ପାଇଁ ପାଇବେ ।

2- ଦ୍ଵିତୀୟ ରେ ହେଉଛି ସିଂହ ରାଶି। ତେବେ ମଙ୍ଗଳ ଗ୍ରହର ଗୋଚର କାରଣ ରୁ ଏହି ମେ ମାସ ଆପଣ ମାନଙ୍କ ଆର୍ଥିକ ଜୀଵନ ରେ ସୁଧାର ସହିତ ଆପଣ ମାନଙ୍କ କ୍ୟାରିୟର ରେ ଗୋଟିଏ ନୂଆ ପରିଚୟ ଦେବ ଆପଣ ମାନଙ୍କୁ । ଏହି କଥା ଟି ବହୁତ ଆଶ୍ଚର୍ଯ୍ୟ କର ଅଟେ ତେବେ ଏହି ଦିନ ରେ ଆପଣ ମାନଙ୍କ ରାଶି ରେ ନିଜେ ଭଗବାନ କୁବେର ହିଁ ଆପଣ ମାନଙ୍କ ରାଶି ଉପରେ ବସିଛନ୍ତି । ଏହି ଦିନ ରେ ଆପଣ ମାନଙ୍କୁ ଏମିତି ରାସ୍ତା ମିଳିବ କି ଜାହା ପାଇଁ ଆପଣ ମାନେ ଏକା ସହିତ ବହୁତ ଗୁଡିଏ କାର୍ଯ୍ୟ ରେ ହାତ ଦେଇ ପାରିବେ ଏବଂ ଆପଣ ମାନେ ସଫଳ ବି ହେବେ।

3- ତୃତୀୟ ରାଶି ହେଉଛି ବିଛା ରାଶି। ତେବେ ମଙ୍ଗଳ ଗ୍ରହର ଗୋଚର କାରଣ ରୁ ଏହି ରାଶି ର ବ୍ୟକ୍ତି ବିଶେଷ ମାନେ କର୍ମ କ୍ଷେତ୍ର ରେ ଆପଣ ମାନେ ସଫଳତା ହେବା ସହିତ । ମାସ ଟି ବହୁତ ଭଳ ରହିବ ଆପଣଙ୍କର ପୂର୍ବ ବର୍ଷ ରୁ ଅଟକିଥିବା କାମ ପୁରା ହେବ । ସଉଦାବାଜୀ ବହୁତ ସଫଳତା ଦେବ ବିଦେଶ୍ ଯିବାର ପ୍ରୟାସରେ ଓ ଧାର୍ମିକ କାର୍ଯ୍ୟରେ ସଫଲତା ପାଇବେ , ଜୀବନ ସାଥୀଙ୍କ ସହ ସଂମ୍ପର୍କକୁ ନେଇ ଭାବୁକ ହୋଇପାରନ୍ତି । କେଉଁ ଅଜ୍ଞାତ ଭୟରୁ ଚିନ୍ତିତ ହୋଇପାରନ୍ତି । କୈଣସି କଠିନ ନିଷ୍ପତ୍ତି ନେବା ପୂର୍ବରୁ ଭଲ ଭାବରେ ବିଚାର କରନ୍ତୁ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।