ଆପଣଙ୍କ ବେକରେ କଳାପଣର ସମସ୍ୟା ରହୁଛି କି ? ତେବେ ବ୍ୟବହାର କରନ୍ତୁ ଏହି ଉପଚାରକୁ ଏବଂ 15 ମିନିଟରେ ଗାଏଫ କରନ୍ତୁ କଳାପଣ
ସମାଜରେ ସମସ୍ତ ଲୋକମାନେ ନିଜକୁ ସୁନ୍ଦର ଦେଖାଯିବା ପାଇ ଚେଷ୍ଟା କରିଥାନ୍ତି ଏବଂ ବିଭିନ୍ନ ପ୍ରକାର କେମିକାଲ ମିଶ୍ରଣ ଥିବା କ୍ରିମ ଗୁଡିକ ବ୍ୟବହାର କରିଥାନ୍ତି । କିନ୍ତୁ ସେହି କେମିକାଲ ମିଶ୍ରଣ ଯୁକ୍ତ କ୍ରିମ ଗୁଡିକ ବ୍ୟବହାର କରିବା ଦ୍ୱାରା ଫେସରେ ବିଭିନ୍ନ ପ୍ରକାର ଇନଫେକସନ ହୋଇଥାଏ ।
ଅନେକ ଲୋକ ମାନଙ୍କର ଫେସରେ ଗ୍ଲୋ ରହିଥିଲେ ବେକରେ କଳାପଣ ରହିଥାଏ । ବେକ ରେ ରହିଥିବା କଳାପଣକୁ ଦୂର କରିବା ପାଇ ଏକ ଘରୋଇ ଉପଚାର ରହିଛି ଯାହାକୁ ବ୍ୟବାହର କରିବା ଦ୍ୱାରା ଆପଣଙ୍କ ବେକରେ ଥିବା କଳା ଦାଗ ସମ୍ପୂର୍ଣ୍ଣ ଭାବରେ ଦୂର ହେବ । ଅନେକ ଲୋକମାନେ ସେହି କଳାପଣକୁ ଲୁଚାଇଥାନ୍ତି ଏବଂ କଭର ଡ୍ରେସ ପିନ୍ଧିଥାନ୍ତି । ଉପଚାରଟିକୁ ପ୍ରସ୍ତୁତ କରିବା ପାଇଁ ଆବଶ୍ୟକ ସାମଗ୍ରୀ ଗୁଡିକ ହେଉଛି କଲଗେଟ , ଏଲବିରା ଜେଲ ଓ ଲୁଣ ।
ପ୍ରସ୍ତୁତ କରିବା ପ୍ରଣାଳୀ –
ପ୍ରଥମେ ଏକ ପାତ୍ର ନେଇ ସେଥିରେ ଛୋଟ ଚାମଚରେ ଅଧା ପରିମାଣରେ କଲଗେଟ ନିଅନ୍ତୁ ଏବଂ ସେଥିରେ ଏକ ଚାମଚ ଏଲୋବିରା ଜେଲ ନିଅନ୍ତୁ ଏହାକୁ ଚାମଚ ସାହାର୍ଯ୍ୟରେ 2 ମିନିଟ ପର୍ଯ୍ୟନ୍ତ ଭଲ ଭାବରେ ଗୋଳାଇ ଦିଅନ୍ତୁ । ଅନ୍ୟ ଏକ ବାଉଲରେ ଅଳ୍ପ ପରିମାଣରେ ଉଷମ ପାଣି ନିଅନ୍ତୁ ଏବଂ ସେଥିରେ ଏକ ଚାମଚ ଲୁଣ ପକାଇ ଏହାକୁ ଭଲ ଭାବରେ ମିଶାଇ ଦିଅନ୍ତୁ ।
ବ୍ୟବହାର କରିବା ପ୍ରଣାଳୀ –
ପ୍ରଥମେ ଏକ ରୁମାଲ ସାହାର୍ଯ୍ୟରେ ପ୍ରସ୍ତୁତ କରାଯାଇଥିବା ଲୁଣର ପାଣିରେ ଭିଜାଇ ସେହି କପଡାଟିକୁ ନେଇ ଆପଣଙ୍କ ବେକରେ ହୋଇଥିବା କଳା ଦାଗରେ ଭଲ ଭାବରେ ମସାଜ କରନ୍ତୁ । ଏହା କରିବା ଦ୍ୱାରା ଆପଣଙ୍କ ବେକରେ କଳାପଣକୁ ଦୂର କରି ନୂତନ ସ୍କିନ ସୃଷ୍ଟି କରିବାରେ ସାହାର୍ଯ୍ୟ କରିଥାଏ ।
ସେହି କପଡାକୁ 5 ମିନିଟ ପର୍ଯ୍ୟନ୍ତ ମାଲିସ କରିବା ପରେ ଅନ୍ୟ ଏକ କପଡାରେ ଭଲ ଭାବରେ ପୋଛି ଦିଅନ୍ତୁ । ଦ୍ୱିତୀୟରେ ପ୍ରସ୍ତୁତ କରାଯାଇଥିବା ପେଷ୍ଟକୁ ଆପଣଙ୍କ ବେକରେ ସମ୍ପୂର୍ଣ୍ଣ ଭାବରେ ଲଗାନ୍ତୁ । ସେହି ପେଷ୍ଟକୁ 15 ମିନିଟ ପର୍ଯ୍ୟନ୍ତ ଆଙ୍ଗୁଳି ସାହାର୍ଯ୍ୟରେ ଭଲ ଭାବରେ ମସାଜ କରନ୍ତୁ ।
ଏହାକୁ ସପ୍ତାହରେ 3 ଥର ବ୍ୟବହାର କରନ୍ତୁ ଏବଂ ସବୁଦିନ ପାଇ ଆପଣଙ୍କ ବେକରେ ରହିଥିବା କଳାପଣ ସମ୍ପୂର୍ଣ୍ଣ ଭାବରେ ଧୀରେ ଧୀରେ ଦୂର ହୋଇଯିବ । କିନ୍ତୁ ଆପଣଙ୍କୁ ସେହି ଉପଚାରକୁ ସଠିକ ଭାବରେ ବ୍ୟବହାର କରିବାକୁ ପଡିବ ତେବେ ଯାଇ ଆପଣଙ୍କ ବେକରେ ରହିଥିବା କଳାପଣ ସମ୍ପୂର୍ଣ୍ଣ ଭାବରେ ଦୂର ହେବ ।
ବେକରେ ରହିଥିବା କଳାପଣ ଯୋଗୁଁ ଅନେକ ଲୋକମାନେ ଏହାକୁ ଲୁଚାଇ ଥାନ୍ତି ଏବଂ ସେଥିପାଇଁ ବିଭିନ୍ନ ପ୍ରକାର କ୍ରିମ ବ୍ୟବହାର କରିଥାନ୍ତି ସେଥିରେ ମଧ୍ୟ କିଛି ଉପଶମ ପାଇଁ ପାରନ୍ତି ନାହିଁ । କିନ୍ତୁ ପ୍ରସ୍ତୁତ କରାଯାଇଥିବା ପେଷ୍ଟକୁ ସପ୍ତାହରେ 3 ଥର ବ୍ୟବହାର କରନ୍ତୁ ଏବଂ ଧୀରେ ଧୀରେ ବେକରେ ରହିଥିବା କଳାପଣକୁ ଦୂର କରନ୍ତୁ ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।