ସ୍ବାଧିନତା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ ସବୁଠାରୁ ଭଲ ପ୍ରଧାନ ମନ୍ତ୍ରୀ କିଏ ? ନରେନ୍ଦ୍ର ମୋଦୀ, ଇନ୍ଦିରା ଗାନ୍ଧୀ ଏବଂ ନେହେରୁ ଙ୍କ ମଧ୍ୟରୁ କିଏ ? ଦୟାକରି କମେଣ୍ଟ କରନ୍ତୁ….

ଆଜି ଆମେ ଆପଣ ମାନଙ୍କୁ ଏପରି ଏକ କଥା ବିଷୟରେ କହିବୁ ଯାହାକୁ ଶୁଣିଲେ ଆପଣ ମାନେ ନିଶ୍ଚିତ ଖୁସି ହେବେ । କାରଣ ଆଜି ଆମେ ଆପଣ ମାନେ ଦେଶର ରାଜନୈତିକ କଥା ବିଷୟରେ କିଛି କହିବୁ । ଆପଣ ମାନେ ତ ଜାଣନ୍ତି କି ଦେଶର ରାଜନୀତି ଠିକ ରହିଲେ ପ୍ରତ୍ୟେକ ବ୍ୟକ୍ତି ମାନେ ଠିକ ରହିଥାନ୍ତି । କାରଣ ତାହା ହେଉଛି ଦେଶର ମେରୁଦଣ୍ଡ ତେଣୁ ସେହିପରି ଏକ ମେରୁଦଣ୍ଡକୁ ଠିକ କିରବା ପାଇଁ ଉପଯୁକ୍ତ ଶାସକର ଆବସ୍ୟକତା ରହିଛି ଯିଏ କି ଆମ ଦେଶକୁ ସଠିକ ଭାବରେ ପରିଚାଳନା କରିପାରିବ ।

ଆମ ଦେଶ ସ୍ୱାଧୀନ ହେବା ପରଠାରୁ ତାହାକୁ ଶୃଙ୍ଖଳତ ଭାବେ ପରିଚାଳନା କରିବା ପାଇଁ ଉପଯୁକ୍ତ ଶାସକ ମାନଙ୍କୁ ନିର୍ବାଚନ କରାଯାଇଥିଲା ଯାହା ଆମ ଦେଶକୁ ସଠିକ ରାସ୍ତାରେ ପରିଚାଳନା କରିପାରିବ । ଏହା ସହିତ ଆମ ଦେଶ ହେଉଛି ଗଣତାନ୍ତ୍ରିକ ରାଷ୍ଟ୍ର ଯେଉଁଠାରେ ଲୋକମାନଙ୍କ ଦ୍ୱାରା ହିଁ ଶାସକ ନିର୍ବାଚନ କରାଯାଇଥାଏ , କାରଣ ସେମାନେ ହିଁ ଭଲ ଭାବରେ ଜାଣିଥିବେ କି ସେମାନଙ୍କୁ କେଉଁ ବ୍ୟକ୍ତି ସଠିକ ମାର୍ଗରେ ନେଇପାରିବ ।

ଆମ ଭାରତ ସ୍ୱାଧୀନ ହେବା ପରଠାରୁ ଆଜି ପର୍ଯ୍ୟନ୍ତ ଅନେକ ମୁଖ୍ୟମନ୍ତ୍ରୀ , ପ୍ରଧାନ ମନ୍ତ୍ରୀ ଆମ ଦେଶର ଶାସନ ଭାର ନିଜ ହାତରେ ତୁଲାଇଛନ୍ତି । ସେମାନେ ଦେଶର ଶାସକ ହେବା ପରେ ଏକ ସର୍ଭେ ହୋଇଥାଏ କି ତାଙ୍କର ଶାସନକୁ ଦେଶର କେତେ ଲୋକମାନେ ପସନ୍ଦ କରୁଛନ୍ତି ଏବଂ କେତେକ ଲୋକମାନେ ପସନ୍ଦ କରୁନାହାନ୍ତି ।

ତେବେ ଆଜି ଆମେ ଆପଣ ମାନଙ୍କୁ ସେହିପରି ଏକ କଥା ବିଷୟରେ କହିବୁ କି ଆମ ଦେଶର ସ୍ୱାଧୀନ ପରଠାରୁ ଲୋକମାନେ ଦେଶର ଶାସନ କରୁଥିବା ବା ଆଗରୁ କରିଆସିଥିବା ମନ୍ତ୍ରୀ ମାନଙ୍କ ମଧ୍ୟରୁ କାହାକୁ ଉଚ୍ଚସ୍ଥାନରେ ରଖିଛନ୍ତି ।

ଆପଣ ମାନେ ଜାଣିଥିବେ କି ଏହି କିଛି ଦିନ ତଳେ ଜାତୀୟ ସର୍ବେ ସଂସ୍ଥା ତରଫରୁ ଜାଣିବାକୁ ମିଳିଥିଲା କି ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଦେଶର ସବୁଠୁ ଶ୍ରେଷ୍ଟ ମୁଖ୍ୟମନ୍ତ୍ରୀର ମାନ୍ୟତା ମିଳିଥିଲା ବୋଲି । ତେବେ ଏବେକା ସମୟରେ ସେହିପରି ଏକ ସର୍ଭେ ରିର୍ପୋଟ ଆମ ମାନଙ୍କ ସାମ୍ନାକୁ ଆସିଛି , ଯେଉଁ ସର୍ଭେରେ ଦେଖାଯାଇଛି କି ଆଜି ପର୍ଯ୍ୟନ୍ତ ଭାରତକୁ ଯେତେ ଜଣ ପ୍ରଧାନମନ୍ତ୍ରୀ ମାନେ ଶାସନ କରିଛନ୍ତି ସେହ ସମସ୍ତଙ୍କ ଶାସନ ଭାର ମଧ୍ୟରୁ ଲୋକମାନେ କାହାର ଶାସନକୁ ଅଧିକ ପସନ୍ଦ କରିଛନ୍ତି ।

ଏବେକା ସମୟରେ ଯେଉଁ ସର୍ଭେ କରାଯାଇଥିଲା ସେହି ସର୍ଭେରେ 19 ଟି ରାଜ୍ୟରେ 12 , 232 ଜଣ ଲୋକ ଅଂଶ ଗ୍ରହଣ କରିଥିଲେ । ତେବେ ସେହି ଲୋକମାନେ ପ୍ରଧାନମନ୍ତ୍ରୀ ହିସାବରେ ପ୍ରଥମ ପସନ୍ଦ ନରେନ୍ଦ୍ର ମୋଦୀଙ୍କୁ କରିଥିବା ସମୟରେ ଦ୍ୱିତୀୟରେ ଅଟଳ ବିହାରୀ ବାଜପେୟୀଙ୍କୁ ପସନ୍ଦ କରିଛନ୍ତି , ସେହିପରି ତୃତୀୟରେ ଇନ୍ଦିରା ଗାନ୍ଧୀଙ୍କୁ ପସନ୍ଦ କରିଥିବା ସମୟରେ ଚତୁର୍ଥରେ ରହିଛନ୍ତି ପଣ୍ଡିତ ଜବାହାରଲାଲ ନେହେରୁ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।