ବାସ୍ତୁଶାସ୍ତ୍ର ଅନୁସାରେ ଏହି ଫୁଲ ଆପଣ ଙ୍କ ଜୀବନ ଙ୍କୁ କରିଥାଏ ପରିବର୍ତ୍ତନ ! ପ୍ରତି ସୋମବାର ଏହି ଫୁଲ କୁ ନିଜ ପନିପର୍ସ ରେ ରଖନ୍ତୁ ଦେଖିବେ……

ଆଜି ଆମେ ଆପଣ ମାନଙ୍କୁ ଏକ ଚମକ୍ତାରୀ ଏବଂ ଅଦଭୂତତ ଫୁଲ ବିଷୟରେ କହିବୁ ଯାହାକି ଘରକୁ ଧନର ଆଗମନ କରିବା ସହିତ ଘରେ ସୁଖ ଶାନ୍ତି ବୃଦ୍ଧି କରିଥାଏ । ଯଦି ଆପଣଙ୍କର ଘରେ ଧନର ସମସ୍ୟା ସର୍ବଦା ଲାଗି ଏବଂ ଏହାକୁ ନେଇ ଆପଣ ମାନେ ଯଦି ଚିନ୍ତିତ ରହୁଛନ୍ତି ତେବେ ଏହି ଖାସ ଉପାୟ କରିବା ଦ୍ୱାରା ଆପଣ ମାନଙ୍କର ସମସ୍ତ ଦୁଃଖ ଦୂର ହେବା ସହିତ ଧନ ଏବଂ ସୁଖ ସମୃଦ୍ଧିର ଲାଭ ହୋଇଥାଏ । ଏହି ସରଳ ଉପାୟ କରିବା ସମୟରେ ଧ୍ୟାନ ଦେବେ ଯେପରିକି କେହି ଆପଣଙ୍କୁ ଦେଖିବେ ନାହିଁ । ତାହା ପରେ ହିଁ ଆପଣ ମାନେ ଏହାର ପ୍ରକୃତ ଫଳ ପାଇପାରିବେ ।

ଘରର ନଜର ଦୋଷ ଏବଂ ତନ୍ତ୍ରମନ୍ତ୍ର ଦୂର କରିବା ସହିତ ଘରର ଖୁସିର ଆଗମନ କରିଥାଏ । ଏହି ନାଗଚମ୍ପା ପୁଷ୍ପ ସୋମବାର ଦିନ ଭୋର ସକାଳ ସମୟରେ କେହି ଉଟିବା ଆଗରୁ ଏହି ପୁଷ୍ପକୁ ଘରର ମୁଖ୍ୟ ଦ୍ୱାରରେ ଟାଙ୍ଗି ଦିଅନ୍ତୁ । ଏପରି କରିବା ଦ୍ୱାରା ଆପଣଙ୍କର ଘରକୁ ଭୂତ ପ୍ରେତର ଆଗମନ ହୋଇନଥାଏ ଏବଂ ସକରାତ୍ମକ ଉଜ୍ଜାର ଆଗମନ ହୋଇଥାଏ । ଏହା କରିବା ସମୟରେ ଧ୍ୟାନ ଦେବେ କି ଆପଣଙ୍କୁ କେହି ଯେମିତି ନଦେଖନ୍ତି ।

ଶନିବାର ଦିନ ବା ସୋମବାର ଦିନ ରାତ୍ରି ସମୟରେ ଏହି ଫୁଲକୁ ତୋଳି ଘରକୁ ନେଇ ଆସନ୍ତୁ ଏବଂ ତାର ସକାଳେ ସମୟରେ ଏହି ଫୁଲକୁ କୌଣସି ଏକ ନଦୀ ବା ଜଳ ପ୍ରବାହିତ ହେଉଥିବା ଜଳକରେ ଭସାଇ ଦିଅନ୍ତୁ । ଧ୍ୟାନ ଦେବେ ଏହି କାର୍ଯ୍ୟ କରିବା ସମୟରେ କାହାକୁ ଜଣେଇବେ ନାହିଁ । ଏମତି କରିବା ଦ୍ୱାରା ଆପଣ ମାନଙ୍କର ସମସ୍ତ ପ୍ରକାରର ଆର୍ଥିକ ଅସୁବିଧା ବହୁତ ଶୀଘ୍ର ଦୂର ହୋଇଯିବ ।

ଆପଣ ମାନେ ଯଦି ମନ ପସନ୍ଦର ଚାକିରୀ କରିବାକୁ ଚାହିଁଛନ୍ତି ତେବେ ପ୍ରତ୍ୟେକ ଦିନ ମାତା ଦୁର୍ଗାକୁ ଏକ ନାଗଚମ୍ପା ଫୁଲ ଅର୍ପଣ କରନ୍ତୁ ଦେଖିବେ 11 ଦିନ ବିତରେ ଆପଣଙ୍କର ମନ ବାଞ୍ଚା ନିଶ୍ଚୟ ପୂରଣ ହେବ । ଏହି ଉପାୟ କରିବା ସମୟରେ ଧ୍ୟାନ ଦେବେ କି ଆପଣ ଲଗାତାର ଭାବରେ 11 ଦିନ ଏହି ପୁଷ୍ପକୁ ଭଗବାନଙ୍କୁ ଅର୍ପଣ କରିବେ ।

ସୋମବାର ଦୀନ ତିନିଟି ନାଗଚମ୍ପା ଫୁଲକୁ ଶିବଲିଙ୍ଗରେ ଅର୍ପଣ କରନ୍ତୁ ଏବଂ ସେହି ଫୁଲ ମଧ୍ୟରୁ ଗୋଟିଏ ଫୁଲକୁ ଆଣି ନିଜ ପାଖରେ ରଖନ୍ତୁ ଯଦି ପାରବେ ଆପଣଙ୍କ ଟଙ୍କା ରଖିବା ସ୍ଥାନରେ ବା ଯଦି ଚାକିରୀ କରୁଛନ୍ତି ତେବେ ଆପଣଙ୍କର ଅଫିସରେ ରଖିଦିଅନ୍ତୁ । ଦେଖିବେ ଏହାକୁ ରକିବା ଦ୍ୱାରା ଧନର ସମସ୍ୟା ଦୂର ହୋଇଥାଏ । ତାହା ସହିତ ମନ ପସନ୍ଦର ଚାକିରୀ ମଧ୍ୟ ମିଳିଥାଏ । ଏହା ସହ ଚାକିରୀ କରୁଥିବା ଲୋକଙ୍କୁ ଚାକିରୀରେ ପ୍ରମୋସନ ମିଳିଥାଏ । ପଦୋନ୍ନତି ପ୍ରାପ୍ତ ହୋଇଥାଏ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।