ଅନୁଭବଙ୍କୁ ଅଣଦେଖା କରି ବର୍ଷାଙ୍କ ଫଟୋରେ କମେଣ୍ଟ କରିଲେ ନବୀନ, ଅନୁଭବଙ୍କ ଅବସ୍ଥା ଏବେ ଏମିତି ହେଲା…

ଓଲିଉଡ଼ ର କଳାକାର ଅନୁଭବ ଓ ବର୍ଷା ହେଉଛନ୍ତି ଚର୍ଚ୍ଚିତ ଯୋଡ଼ି। ତେବେ ଏକାଠି ମିଶି ଅନେକ ଫିଲ୍ମ କରିଛନ୍ତି। ତେବେ ସେମାନଙ୍କ ଫିଲ୍ମ ଦେଖିବାକୁ ସବୁ ଲୋକ ପସନ୍ଦ କରନ୍ତି ,ଏଥି ପାଇଁ ସେମବେ ଘରେ ଘରେ ପରିଚିତ ମଧ୍ଯ। ତେବେ ସୁଚନା ଅନୁସାରେ ବର୍ଷା ତାଙ୍କ ସ୍ୱାମୀ ଙ୍କ ବିରୋଧ ରେ ଶାରୀରିକ ଓ ମାନସିକ ୟନ୍ତ୍ରଣା ଦେଉଥିଲେ ବୋଲି କଟକ ରେ ଏକ ଘରୋଇ କୋର୍ଟ ରେ ନିଜର ଅଭିେଯାଗ ଆଣି ଥିଲେ। ତେବେ ଏଥି ପାଇଁ ତାଙ୍କୁ କୋର୍ଟ ର ଦ୍ୱାରସ୍ତ ହେବା କୁ ପଡିଛି।

ତେବେ ବର୍ଷା ଅନୁଭବ ଙ୍କ ନାମ ରେ ଅନେକ ପ୍ରକାର୍ ସଙ୍ଗିନ୍ ଅଭିଯୋଗ ଆଣିଛନ୍ତି। ତେବେ ଏହା ପରେ ଅନୁଭବ ମଧ୍ୟ ବର୍ଷା ଙ୍କ ନାମ ରେ ଅନେକ ଅଭିଯୋଗ କରିଛନ୍ତି ତେବେ ଏହି ମାମଲା କୁ ଉପରେ ବର୍ଷା ଙ୍କ ପକ୍ଷ ରୁ ଟ୍ରାନ୍ସଫର ପିଟିସନ୍ ଜାରି ହୋଇଛି।

ତେବେ ମାମଲା ର ଶୁଣାଣି ଜଷ୍ଟିସ ହୃଷୀକେଶ ରାୟ ଙ୍କ ଜଣିକିଆ ଖଣ୍ଡ ପାଠ ରେ ହୋଇଛି। ତେବେ ସର୍ବୋଚ୍ଚ ନ୍ୟାୟାଳୟ ଙ୍କ ମଧ୍ଯ ଜାରିଆ ରେ ଏହି ମାମଲା ର ସମାଧାନ କରିବା ପାଇଁ ନିର୍ଦେଶ ଦେଇଛନ୍ତି। ତେବେ ବର୍ଷା ଙ୍କ ପକ୍ଷ ରୁ ଯେଉଁ ପିଟିସନ୍ ଜାରି ହୋଇଛି, ସେଥିରେ ସେ ଅନେକ ଅସୁବିଧା କାରଣ ରୁ ଦିଲ୍ଲୀ ଯାଇ କେସ୍ ଟି ଲଢ଼ି ପାରିବେ ନାହିଁ ବୋଲି କହିଛନ୍ତି।

ତେବେ ସେ କହିଛନ୍ତୁ ତାଙ୍କର ବାପା କି ଭାଇ ନାହାନ୍ତି,ତାଙ୍କର ଜଣେ ରୋଗୀଣା ମା ର ଦେହ ଖରାପ ଥିବା ଯୋଗୁ ସେ ଡାକ୍ତରଖାନାରେ ରେ ଚିକିତ୍ସିତ ଅଛନ୍ତି। ତେବେ ଅନେକ କାରଣ ରୁ ସେ ସେଠାକୁ ଯାଇ ଲଢ଼ି ପାରିବେ ନାହିଁ ବୋଲି ଦର୍ଷାଇ ଛନ୍ତି। ତେବେ ଅପର ପକ୍ଷ ରେ ଅନୁଭବ ଏହି ମାମଲା କୁ ସ୍ଥାନାନ୍ତର ନ କରିବାକୁ ଏକ ପିଟିସନ୍ ଜାରି କରିଛନ୍ତି।

ଅନୁଭବ କେନ୍ଦ୍ରାପଡା ଜିଲ୍ଲା ସାଂସଦ ଭାବେ କାର୍ଯ୍ୟ କରୁଛନ୍ତି। ତେବେ ସେ ବିଜେଡି ଦଳ ରୁ କାର୍ଯ୍ୟ କରୁଛନ୍ତି। ତେବେ ଏହି କିଛି ଦିନ ତଳେ ଆମ ରାଜ୍ୟ ର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ଜନ୍ମ ଦିନ ଗଲା। ତେବେ ଏହା ଥିଲା ତାଙ୍କର ୭୫ ବୟସ ର ଜନ୍ମ ଦିନ ,ତେବେ ସେ ଏହି ବର୍ଷ ୭୫ ବର୍ଷ ରେ ପାଦ ଦେଲେ। ହେଲେ ସେ ଏହି ବୟସ ରେ ମଧ୍ୟ ସୁସ୍ଥ ଓ ସବଳ ଅଛନ୍ତି।

ତାଙ୍କର ଏହି ଶୁଭ ଜନ୍ମ ଦିନ ରେ ଅନେକ ଲୋକ ତାଙ୍କୁ ଜନ୍ମ ଦିନ ର ଶୁଭେଚ୍ଛା ଜଣାଇଛନ୍ତି। ତେବେ ଅନୁଭବ ଓ ତାଙ୍କ ପତ୍ନୀ ବର୍ଷା ପ୍ରିୟଦର୍ଶନୀ ମଧ୍ୟ ନବୀନ ପଟ୍ଟନାୟକ ଙ୍କୁ ଜନ୍ମ ଦିନ ର ଶୁଭେଚ୍ଛା ଜଣାଇଛନ୍ତି। ତେବେ ମୁଖ୍ୟମନ୍ତ୍ରୀ ଅନୁଭବ ଙ୍କ ଶୁଭେଚ୍ଛା କୁ ଅଣ ଦେଖା କରି , ବର୍ଷା ଙ୍କ ମେସେଜ ରେ କମେଣ୍ଟ କରିଛନ୍ତି, ଏହି ଖବର ଏବେ ସବୁ ଆଡେ ପ୍ରଚାର ହେବାରେ ଲାଗିଛି।

ତେବେ ମୁଖ୍ୟମନ୍ତ୍ରୀ ଙ୍କ ଏପରି ଅଣ ଦେଖା ଭାବ ଅନୁଭବ ଙ୍କ ପାଇଁ ବହୁତ ଅସୁବିଧା ହୋଇ ପାରେ। ତେବେ ଉପନିର୍ବାଚନ ରୁ ଅନୁଭବ ଙ୍କ ନାମ ଦେବା ନେଇ ମଧ୍ୟ ଏକ ବଡ଼ ଝଟକା ଥିଲା,ଯାହା ଦ୍ୱାରା ବିଜେଡି ତାଙ୍କୁ ଅଣ ଦେଖା କରିବା ଷ୍ଟାର୍ଟ କରି ଦେଇଛି। ତେବେ ଏହି ଘଟଣା ଏବେ ସବୁ ଆଡେ ପ୍ରଚାର ହେବାରେ ଲାଗିଛି। ତେବେ ଅନୁଭବ ଙ୍କ ପ୍ରତି ଏଭଳି ଭାବ , ଅନୁଭବ ଙ୍କ ପାଇଁ ବହୁତ ଖରାପ ହୋଇ ପାରେ।

ତେବେ ତାଙ୍କର ଏଭଳି କାର୍ଯ୍ୟ ପାଇଁ ତାଙ୍କୁ ଦଳ ରେ ଅଣ ଦେଖା କରା ଯାଉଛି। ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।