ଅନୁଭବ ମହାନ୍ତି ଯଦି ତାଙ୍କ ସ୍ତ୍ରୀ ସହ ରହିବେ ଭବିଷ୍ୟତ ଅନ୍ଧାର,ତାଙ୍କ ସ୍ତ୍ରୀ ଅପେକ୍ଷା ମୁଁ ଅଧିକ ସୁନ୍ଦର …ମୋତେ ବାହା ହୁଅ ଅନେକ ଖୁସିରେ ରହିବ….
ତେବେ ଆପଣ ଜାଣି ଥିବେ ଏହି ଗତ ଦୁଇ ଦିନ ତଳେ ଓଲିଓଡ଼ ସୁପରଷ୍ଟାର ଅନୁଭବ ମହାନ୍ତି ଙ୍କର ଜନ୍ମଦିନ ଯାଇଛି ଆଉ ଜନ୍ମଦିନ କୁ ନେଇ ଅନେକ ଲୋକ ବାର୍ତା ମଧ୍ୟ ପଠାଇଛନ୍ତି | କିନ୍ତୁ ଗୋଟେ ପଟେ ଅନୁଭବ ମହାନ୍ତି କହିଛନ୍ତି ଯୋଉ ଦିନ ତାଙ୍କର ଡିଭର୍ସ ହେବ ସେଦିନ ଠୁ ସେ ଜନ୍ମଦିନ ପାଳନ କରିବେ | ତେବେ ଅଭିନେତ୍ରୀ ରାଣୀ ପଣ୍ଡା ମଧ୍ୟ ଅନୁଭବ ଙ୍କ ଜନ୍ମଦିନ ରେ ତାଙ୍କ ଇନଷ୍ଟା ଦ୍ୱାରା ଶୁଭେଚ୍ଛା ଜଣାଇଛନ୍ତି |
ତେବେ ବର୍ଷା ଆଉ ଅନୁଭବ ଙ୍କର ବିବାଦ କୁ ନେଇ ରାଣୀପଣ୍ଡା ସୋସିଆଲ ମିଡ଼ିଆ ରେ କିଛି କହିଛନ୍ତି | ସେ କହିଛନ୍ତି କି ଘର ଟା ଯୋଡ଼ି ହୋଇ ଯିବା ଦରକାର କିନ୍ତୁ ବର୍ତ୍ତମାନ ଯାହା ପରିସ୍ଥିତି ହେଲାଣି କାଇଁ ଆଉ ଯୋଡ଼ି ହେଲା ପରିକା ଦେଖା ଯାଉନି |
ଯେଉଁଠି ବୁଝାମଣା ଠିକ ରହୁ ନାହିଁ ସେହି ଜାଗାରେ ଦୂରେଇ ଯିବା ବହୁତ ଭଲ ଅଟେ | ଆଉ ଆମେ ପଯ୍ଏଟିଭ ଦେଖିବା ନେଗେଟିଭ ଟା ବି ଦେଖିବା, ତାପରେ ଅନୁଭବ ମହାନ୍ତି ଯେଉଁ ପ୍ରକାର ର ହନ୍ତସନ୍ତ ହେଲେଣି ମତେ କାଇଁ ଆଉ ଲାଗୁନି ତାଙ୍କ ଘର ଯୋଡ଼ି ହେବ | ଆଉ ଯଦି ଅନୁଭବ ତାଙ୍କ ସ୍ତ୍ରୀ ସହିତ ରହିବେ ତାହେଲେ ଅନୁଭବ ଙ୍କ ଜୀବନ ପୁରା ଅନ୍ଧାର ହୋଇଯିବ |
କାରଣ ମୁଁ ଯଦି ଏବେ ବର୍ଷାଙ୍କର ପେଡ଼ି ଖୋଲିବି ତାହେଲେ ଏବେ ନିଆଁ ହୁତୁହୁତୁ ହୋଇ ଜଳିବ ତେଣୁ ଏସବୁ କିଛି କହିବାର ନାହିଁ ଆଉ ଲୋକ ଜାଣିଛନ୍ତି କଣ ହେଉଛି କଣ ନାହିଁ | ବର୍ଷା ପ୍ରିୟଦର୍ଶନି ପୁରା ସାଇଲେଣ୍ଟ ରହୁଛନ୍ତି ମାନେ ସବୁ ଜାଣିଛନ୍ତି କିନ୍ତୁ ଏମିତି ରହୁଛନ୍ତି ଯେମିତି କିଛି ଜାଣି ନାହାଁନ୍ତି |
ଯେମିତି କି ପୁରା ନାରୀ ସମାଜ ତାଙ୍କୁ ଧନ୍ୟ ଧନ୍ୟ କହିବ ମହାନ ବୋଲି କହିବ ଆଉ ସେ ମହାନ ହୋଇ ଥିଲେ କଣ ଗୋଟେ ପୁରୁଷକୁ ଏମିତି କନ୍ଦେଇ ଥାଆନ୍ତା | ଅନୁଭବ ମହାନ୍ତି ଆମ ଓଡ଼ିଶା ର ଗୋଟିଏ ଭଲ ହିରୋ ଆଉ ତାଙ୍କର ବହୁତ ଫ୍ୟାନ୍ସ ଅଛନ୍ତି କିନ୍ତୁ ଏସବୁ ଘଟଣା କୁ ନେଇ ଅନୁଭବ ମହାନ୍ତି ଙ୍କୁ ବହୁତ ଲୋକ ଦାୟୀ କରୁଛନ୍ତି |
ତେଣୁ ଏହା ହେଉଛି ତାଙ୍କର ବ୍ୟକ୍ତିଗତ କଥା ଆଉ ତାଙ୍କ ଝଗଡ଼ା ର କାରଣ ପ୍ରାୟ ଲୋକ ଜାଣି ନାହାଁନ୍ତି, ଏ ମୋବାଇଲ ରୁ ଯାହା ଦେଖୁଛନ୍ତି ତାହା ବିଶ୍ୱାସ କରୁଛନ୍ତି | ସେ ପୁରୁଷ ହିସାବରେ ବହୁତ ନିର୍ଯାତନା ପାଇଲେଣି ତେଣୁ ଆପଣ ମାନେ ମଧ୍ୟ ପୁରୁଷ ତାଙ୍କୁ ଟିକେ ସାଥ ଦିଅନ୍ତୁ | ମାନୁଛି ସେ ରାଜନୈତିକ ହିସାବରେ କିଛି ଏତେ କରି ନାହାଁନ୍ତି ଯେହେତୁ ସେ ଏକ ସେଲିବ୍ରେଟି ତେଣୁ କରି ତାଙ୍କୁ ଏସବୁ କଥା ଶୁଣିବାକୁ ପଡୁଛି | ଆଉ କଳାକାର ହିସାବରେ ଆମେ ତାଙ୍କୁ ସମ୍ମାନ ଦେବା ଉଚିତ ବୋଲି ରାଣୀପଣ୍ଡା କହିଛନ୍ତି ଯାହାକି ତାଙ୍କ କଥା ଏବେ ଖୁବ ଭାଇରାଲ ହେବାରେ ଲାଗିଛି |
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।