୧୦ ମିନିଟ୍ ଠିଆ ହୋଇ ଜଗାକୁ ଦେଖିଲେ ଅନନ୍ତ ଅମ୍ବାନୀ , ଆଉ ଦକ୍ଷିଣା ଦେଲେ ଏତେ ଟଙ୍କା ଭିଡିଓ ଦେଖିଲେ ଆପଣ ଖୁସି ହେବେ ! ଆମ ଓଡିଆ ସଂସ୍କୃତି କୁ ସେ ଏତେ ଭଲ ପାଆନ୍ତି..
ସୋସିଆଲ ମିଡିଆରେ ଆମେ ବହୁତ ସମୟରେ ଅନେକ ମଜାଦାର ଭିଡିଓ ଭାଇରାଲ ହେଉ ଥିବାର ଆପଣ ଅନେକ ସମୟରେ ଦେଖିବାକୁ ପାଉଥିବେ ।ଏହିସବୁ ଭିଡିଓ ସମସ୍ତଙ୍କୁ ବେଶ୍ ପସନ୍ଦ ମଧ୍ୟ ଆସିଥାଏ ଯାହା ପାଇଁ ଆମେ ବାରମ୍ବାର ସେହି ଭିଡ଼ିଓ ଟିକୁ ଦେଖିବାକୁ ଇଚ୍ଛା ପ୍ରକାଶ କରିଥାଉ । ତେବେ ନିଶ୍ଚିତ ଭାବରେ ଆପଣ ମଜାଳିଆ ଭିଡିଓ ସବୁ ଦେଖିବାକୁ ପସନ୍ଦ କରୁଥିବେ ଏବଂ ଏହାକୁ ଦେଖି ବହୁତ୍ ଖୁସି ବି ହେଉଥିବେ ।
କାରଣ ଏହା ସମସ୍ତଙ୍କ ମନକୁ ଛୁଇଁଲା ଭଳି ହୋଇଥାଏ ।ତେବେ ଅନେକ ସମୟରେ ମଧ୍ୟ କିଛି ଏମିତି ଭିଡ଼ିଓ ଭାଇରାଲ ହେବାରେ ଦେଖା ଯାଏ ଯାହାକୁ ଦେଖିବା ମାତ୍ରେ ଆମେ ବହୁତ ଖୁସି ଅନୁଭବ କରିଥାଉ । ତେବେ ଠିକ ସେହି ପରି ଏକ ଭିଡ଼ିଓ ଏବେ ସୋସିଆଲ ମିଡିଆରେ ବହୁତ ମାତ୍ରା ରେ ଭାଇରାଲ ହେବାରେ ଦେଖା ଯାଇଛି ଯାହା ଆପଣ ମନକୁ ଛୁଇଁବ ବୋଲି କୁହାଯାଇଛି ।
ଓଡ଼ିଶାରେ ଶିଳ୍ପପତି ମୁକେଶ୍ ଅମ୍ବାନୀ ଙ୍କ ସାନ ପୁଅ ଅନନ୍ତ ଅମ୍ବାନୀ ଭୁବନେଶ୍ବର ର ବିମାନ ବନ୍ଦରରେ ପହଞ୍ଚିବା ପରେ କଡ଼ା ସୁରକ୍ଷା ରେ ସେ ପୁରୀ ରେ ପହଞ୍ଚିଥିଲେ। ପୁରୀ ରେ ସେ ଶ୍ରୀ ଜିଉଙ୍କୁର ଆଶୀର୍ବାଦ ନେଇଛନ୍ତି। ସେ ଗତକାଲି ଗୌହାଟି ର କାମାକ୍ଷା ମନ୍ଦିର ଦର୍ଶନ ସାରି ଓଡ଼ିଶା ଆସିବା ଯାହା ସୂଚନା ମିଳିଥିଲା।
ଆପଣ ଭିଡିଓ ରେ ଦେଖିବାକୁ ପାଇବେ ବାଇଶି ପାହାଚରେ ଅନନ୍ତ ଅମ୍ବାନୀ ରହିଛନ୍ତି, ଆଉ ନିକଟରେ ତାଙ୍କର ନିର୍ବନ୍ଧ କାର୍ଯ୍ୟ ସରିଛି ରାଧିକା ମର୍ଚାଣ୍ଟ ଙ୍କ ସହିତ। ଯାହାକି ମୁମ୍ବାଇରେ ଉଭୟ ପରିବାରର ଉପସ୍ଥିତି ରେ ଏହି ନିର୍ବନ୍ଧ କାର୍ଯ୍ୟ ସମ୍ପନ୍ନ ହୋଇଥିଲା। କିନ୍ତୁ ବାହାଘର ପୂର୍ବରୁ ଅନନ୍ତ ଅମ୍ବାନୀ ଶ୍ରୀ ଜଗନ୍ନାଥ ଙ୍କ ଦର୍ଶନ ସାରି ଆଶୀର୍ବାଦ ନେବାକୁ ଓଡ଼ିଶା ଆସିବା କଥା କୁହାଯାଇଛି।
ଅନନ୍ତ ଅମ୍ବାନୀ ମନ୍ଦିର ପରିଦର୍ଶନ ପରେ ଶ୍ରୀ ଜିଉଙ୍କ ଦର୍ଶନ କରି ସାରିବା ପରେ ଫେରୁଛନ୍ତି। ଅନ୍ୟପଟେ ତାଙ୍କର ଆସିବାକୁ ନେଇ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା। ଦର୍ଶନ ସାରି ମୁମ୍ବାଇକୁ ଫେରି ଯିବେ ଅନନ୍ତ ଅମ୍ବାନୀ। ପୁରୀର ସମସ୍ତ ପ୍ରଶାସନ ବିଭାଗ କୁ ଧନ୍ୟବାଦ ଜଣାଇଥିଲେ ଅନନ୍ତ ଅମ୍ବାନୀ।
ଗଣମାଧ୍ୟମ ସାମ୍ନାରେ ତାଙ୍କୁ ବହୁତ କିଛି ପଚାରିଥିଲେ ପ୍ରତିନିଧି ମାନେ ହେଲେ ସେ ବେଶୀ କିଛି କହି ନଥିଲେ। ଆଉ ଶେଷରେ ଜୟ ଜଗନ୍ନାଥ କହିଥିଲେ। ଆଉ ଫେରିଯାଇଥିଲେ ଭୁବନେଶ୍ବର ସ୍ଥିତ ବିଜୁ ପଟ୍ଟନାୟକ ବିମାନ ବନ୍ଦର।