ଏମିତି ହିମ୍ମତ ଵାଲା ଛୁଆ ଜୀବନରେ କେବେ ଦେଖି ନଥିବେ ..ଖତରନକ ମାଙ୍କଡ଼ ( monky )ସହ କଲା ଏମିତି…
ଆମେ ତ ସୋସିଆଲ ମିଡ଼ିଆ ରେ ଅନେକ ପ୍ରକାର ର ଭିଡ଼ିଓ ଦେଖୁଛନ୍ତି କାରଣ ପ୍ରତିଦିନ କିଛି ନା କିଛି ଭିଡ଼ିଓ ଭାଇରାଲ ନିହାତି ଭାବରେ ହୋଇ ଥାଏ | ତେବେ ପ୍ରତେକ ଲୋକ କିଛି ନା କିଛି ଭିଡ଼ିଓ ଉପଲୋଡ କରି ଥାଆନ୍ତି ଆଉ ସେଗୁଡିକ ଭାଇରାଲ ହେବା ପରେ ସେମାନେ ନିଜେ ମଧ୍ୟ ଅବାକ ହୋଇ ଯାଆନ୍ତି କି ଦର୍ଶକ ତାଙ୍କ ଭିଡ଼ିଓ କୁ ଏତେ ମାତ୍ରା ରେ ଭଲ ପାଇବା ଦେଇଛନ୍ତି | ସବୁ ଭିଡ଼ିଓ ମଧ୍ୟରୁ ଛୋଟ ଛୁଆ ମାନଙ୍କର ଭିଡ଼ିଓ ସବୁଠାରୁ ନିଆଁରା ଲାଗିଥାଏ | କାରଣ ଛୋଟ ଛୁଆ ମାନଙ୍କର କଥା, ତାଙ୍କ ଚାଲିବାର ଶୈଳୀ ଓ ଅନେକ ପ୍ରକାର ର ଦୁଷ୍ଟାମୀ ଆମ ମନକୁ ଯେମିତି ଛୁଇଁ ଯାଇ ଥାଏ |
ସେମାନେ ଖନେଇ ଖନେଇ ଯେମିତି କଥା କହି ଥାଆନ୍ତି ଏବଂ ଯେତେ ମନା କଲେ ବି ସେହି ଦୁଷ୍ଟାମୀ ବାରମ୍ବାର କରି ଥାଆନ୍ତି ତାହାକୁ ଦେଖିଲେ ମନରେ ଏକ ଭିନ୍ନ ପ୍ରକାର ର ଖୁସି ପ୍ରଦାନ ହୋଇ ଥାଏ ଆଉ ଯେତେ ଦେଖିଲେ ମଧ୍ୟ ଆଖି ଫେରାଇ ନେଇ ପାରନ୍ତି ନାହିଁ | ତେବେ ବେଳେ ବେଳେ ଏମିତି ମଧ୍ୟ ଦେଖିବାକୁ ମିଳେ କି ଛୋଟ ଛୁଆ ମାନେ ଖେଳିବା ପାଇଁ ନ ଡରି ପଶୁ ପକ୍ଷୀଙ୍କ ପାଖକୁ ମଧ୍ୟ ପଲେଇ ଯାଆନ୍ତି ଏବଂ ନିର୍ଭୟ ରେ ଖେଳି ଥାଆନ୍ତି | ତେବେ ସେଭଳି ଏକ ଭିଡ଼ିଓ ଏବେ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି ଯାହାକୁ ଦେଖିଲେ ଆପଣ ମଧ୍ୟ ଖୁବ ଆଶ୍ଚର୍ଯ୍ୟ ହୋଇ ଯିବେ |
ତେବେ ଏକ ଭିଡ଼ିଓ ରେ ଦେଖିବା ପାଇଁ ମିଳିଛି କି ଜଣେ କୁନି ପିଲା ଟିଏ ମାଙ୍କଡ଼ ମାନଙ୍କ ସହ ଖେଳୁଛି ଯାହାକୁ ଦେଖିଲେ ଆପଣ ମଧ୍ୟ ହଠାତ ବିଶ୍ୱାସ କରି ପାରିବେ ନାହିଁ | କୁନି ପିଲା ଟି ପ୍ରଥମେ ସେହି ମାଙ୍କଡ଼ ମାନଙ୍କୁ ଖାଇବା ପାଇଁ ଦେଉଛି ଆଉ ଯେତେ ବେଳେ ମାଙ୍କଡ଼ ଟି ଖାଇ ନେଉଛି ସେତେ ବେଳେ ପିଲା ଟି ଖୁସି ହୋଇ ତାଳି ମାରି ଡେଉଁଛି ଏବଂ ମାଙ୍କଡ଼ ପାଖରେ ବସି ତାକୁ ଆଉଁସି ମଧ୍ୟ ଦେଉଛି |
ଏହାପରେ ହଠାତ ଏକ କୁକୁର ଆସି ମାଙ୍କଡ଼ ଟିକୁ ଦୌଡ଼ାଇ ନେଇ ଯାଉଛି ଯାହାକୁ ଦେଖି କିଛି ସମୟ ପାଇଁ ପିଲା ଟି ଡରି ଯାଉଛି | କିନ୍ତୁ ପରେ ପରେ ପୁଣି ସେହି ମାଙ୍କଡ଼ ଟି ଆସି କୁନି ପିଲା ପାଖରେ ପହଞ୍ଚି ଯାଉଛି ଆଉ ଅନ୍ୟ କିଛି ପିଲା ମଧ୍ୟ ସେହି ମାଙ୍କଡ଼ ଟି ପାଖକୁ ଆସୁଛନ୍ତି | ଏହାପରେ କୁନି ପିଲା ଟି ସମସ୍ତଙ୍କ ସହ ମିଶି ଖେଳୁ ଥିବାର ଦେଖିବା ପାଇଁ ମିଳୁଛି | ତେବେ ଏହି ଭିଡ଼ିଓ ଟିକୁ ଯିଏ ଦେଖୁଛି ସେ ପସନ୍ଦ କରୁଛି, କାରଣ ଛୋଟ ଛୁଆ ମାନଙ୍କର ଏଭଳି ଭିଡ଼ିଓ ମନରେ ଏକ ଆନନ୍ଦ ଦେଇ ଥାଏ |