Amazon ର ବଡ଼ ଅଫର୍ ! ଦିନକୁ 4 ଘଣ୍ଟା କାମ କରି ମାସକୁ 70 ହଜାର ଟଙ୍କା ପର୍ଯ୍ୟନ୍ତ ରୋଜଗାର କରି ପାରିବେ, କିପରି ଫାଇଦା ଉଠାଇବେ ଜାଣନ୍ତୁ

ଏବେ ଏବେ ଆସିଛି କିଛି ବଡ଼ ଖବର ଯାହା କି ଚାକିରି କୁ ନେଇ ।ତେବେ ଦୁନିଆ ର ସବୁଠୁ ବଡ଼ ଇ କମର୍ସ କମ୍ପାନୀ ଅମାଜନ ରୁ ଆସିଛି କିଛି ବଡ଼ ନିଯୁକ୍ତି ଖବର। ଏବେ ଏବେ ଅମଜାନ ଘୋଷଣା କରିଛି ଯେ ବର୍ତ୍ତମାନ ନିଜ କମ୍ପାନୀ ରେ ନିଯୁକ୍ତି ଦେବ 20 ହଜାର ନୂଆ ଏମ୍ପ୍ଲୋଇ ମାନଙ୍କୁ । ତେବେ ଆମଜାନ କମ୍ପାନୀ ରେ ଆପଣ ଉଭୟ ପାଟ ଟାଇମ୍ ଓ ଫୁଲ ଟାଇମ୍ ଜବ କରି ପାରିବେ।

ପାଟ ଟାଇମ୍ ଜବ ର ସମୟ ସୀମା ରହିଛି 4 ଘଣ୍ଟା ଓ ଏହାର ଦରମା ବାବଦ କୁ ଆପଣ ମାସକୁ 70 ହଜାର ଟଙ୍କା ରୋଜଗାର କରି ପାରିବେ। ତେବେ କଣ ରହିଛି ପୋଷ୍ଟ ଆଉ କେମିତି ଆବେଦନ କରିବେ ଆସନ୍ତୁ ଜାଣିବା।

କରନା ପାଇଁ ଦେଶ ରେ ଅନଲାଇନ୍ ରୁ ସାମଗ୍ରୀ କିଣା ର ଚାହିଦା ବୃଦ୍ଧି ପାଇଛି ଏହା ସହିତ ଲୋକ ମାନେ ଆଜି କାଲି ମାର୍କେଟ ରୁ କିଣିବା ଅପେକ୍ଷା ଅନଲାଇନ୍ ରୁ କିଣିବା ପାଇଁ ଅଧିକ ପସନ୍ଦ କରୁଛନ୍ତି । ତେବେ ଏହି ଯୋଗୁ ଅନଲାଇନ୍ କମ୍ପାନୀ ଗୁଡ଼ିକ ର ଚାହିଦା ବଢିବା ସହିତ କମ୍ପାନୀ ଗୁଡ଼ିକ ରେ ଏମ୍ପ୍ଲୋଈ ମଧ୍ୟ ଆବଶ୍ୟକ ପଡ଼ୁଛି। ତେବେ ଏବେ ଯେଉଁ ଆମଜନ ରୁ ପଦବୀ ବାହାରିଛି ଏହା ହେଉଛି ଦେଲିଭରି ବୟ ର ଜବ । ଏଥିରେ ଆପଣ ଚାକିରି କରି ପାରିବେ ଆଉ ଏହାଦ୍ବାରା ଅନେକ ସୁବିଧା ମଧ୍ୟ ରହିଛି ।

ତେବେ ଆମଜାନ୍ ର ସର୍ଭିସ୍ ସେଣ୍ଟର୍ ପ୍ରାୟ ସବୁ ଏରିଆ ରେ ରହିଛି । ଏଥିପାଇଁ ଆପଣଙ୍କୁ ଆମାଜନ ସାଇଟ https://logistics.amazon.in/applynow କୁ ଯାଇ ଆବେଦନ କରିବାକୁ ହେବ। ତେବେ ଜଣାଇ ଦେଉଛୁ ଯେ ଯେଉଁ ମାନେ ସବୁ ଦେଲିଭରି ବୟ ର ଜବ କରି ଥାଆନ୍ତି ସେମାନଙ୍କୁ ପ୍ରତିଦିନ କାମ କରିବାକୁ ପଡେ ନାହିଁ ।

ସେହି ଏରିଆ ରେ କେତେ ପ୍ରଡକ୍ଟ ଦିଆଯିବ ସେହି ହିସାବ ରେ ସେ କାମ କରନ୍ତି । ଏଥିପାଇଁ ତାଙ୍କୁ ମାସକୁ ମାସ ଦରମା ମଧ୍ୟ ଦିଆ ଯାଇଥାଏ । ତେବେ ଏହି ଜବ କରିବା ପାଇଁ ଆପଣ ଙ୍କ ନିଜ ପାଖରେ ନିଜର ଗାଡି ଥିବା ଆବଶ୍ୟକ। କିନ୍ତୁ ବେଳେ ବେଳେ ଏମିତି କିଛି ପ୍ରଡକ୍ଟ ଥାଏ ଯେଉଁଥି ପାଇଁ କମ୍ପାନୀ ଗାଡି ପ୍ରୋଭାଇଡ୍ କରିଥାଏ ।

ତେବେ ଯଦି କମ୍ପାନୀ ର ନିୟମ ଅନୁସାରେ ଯଦି ଜଣେ ଦେଲିଭରି ବୟ ଗୋଟିଏ ଦିନ 100 ଟି ପ୍ୟାକେଜ ଦେଲିଭର କରେ ତେବେ ତାଙ୍କୁ ମାସକୁ 60-70 ହଜାର ଟଙ୍କା ରୋଜଗାର କରି ପାରିବେ । ତେବେ ପ୍ରଡକ୍ଟ ଦେଲିଭର କରିବା ପାଇଁ ଯେଉଁ ଗାଡି ବ୍ୟବହାର କରିବେ ସେହି ଗାଡି ର ଲାଇସେନ୍ସ ଥିବା ନିହାତି ଆବଶ୍ୟକ ଓ ଆରସି ବୈଧ ହୋଇଥିବା ଆବଶ୍ୟକ । ତେବେ ଦେଲିଭରି ବୟ ଛଡ଼ା ଅନ୍ୟ ଜବ ମଧ୍ୟ ରହିଛି । ଆପଣ ଏଥିରେ ଆବେଦନ କରି ଚାକିରି କରି ପାରିବେ ଓ ମାସକୁ 60-70 ହଜାର ଟଙ୍କା ରୋଜଗାର କରି ପାରିବେ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।