ଦେଖନ୍ତୁ ollywood ଖବର ! ମୃତ୍ୟୁବରଣ କରିବା କେତେ ସମ୍ପତ୍ତି ଛାଡିଗଲେ ମିହିର ଦାସ୍ ଙ୍କ ସାନ ପୁଅ Aklan Das..ଜାଣନ୍ତୁ ତାଙ୍କ ସମ୍ପତ୍ତି ଓ ପରିବାର ସମ୍ପର୍କରେ

ଅକ୍ଲାନ୍ତ ଦାସ ଯିଏ କି ଆଜି ଆମ ଗହଣ ରେ ଆଉ ନାହାଁନ୍ତି ଏ ଦୁନିଆଁ କି ଅଲବିଦା କହିକି ସେ ଆରପାରିକୁ ଚାଲି ଯାଇଛନ୍ତି | ତେବେ ତାଙ୍କ ମୃତ୍ୟୁ ପୂର୍ବରୁ ତାଙ୍କର ସମ୍ପତ୍ତି କେତେ ଥିଲା ତାଙ୍କର ଘର ପରିବାର ତାଙ୍କର ଘର ସମ୍ପର୍କ ଆଉ ତାଙ୍କ ବିଷୟ ରେ କିଛି ଅଜଣା ସତ୍ୟ ଘଟଣା ଏବଂ ତାଙ୍କ ପରିବାରରେ କିଏ କିଏ ଆଉ ସବୁ ସଦସ୍ୟ ଅଛନ୍ତି ଆଜି ସେହି ସମ୍ପର୍କ ରେ ଆଲୋଚନା କରିବା |

ତେବେ ଆପଣ ମାନେ ତ ଏହା ଭଲ ଭାବରେ ଜାଣି ଥିବେ କି ମିହିର ଦାସ ଙ୍କର ସାନ ପୁଅ ହେଉଛନ୍ତି ଅକ୍ଲାନ୍ତ ଦାସ ଯାହାକି ମିହିର ଦାସ ଙ୍କର ମୃତ୍ୟୁର ଗୋଟିଏ ବର୍ଷ ପରେ ତାଙ୍କ ସାନ ପୁଅ ଅକ୍ଲାନ୍ତ ଦାସ ଙ୍କର ମୃତ୍ୟୁ ଘଟିଛି |

ତେବେ ପିଲାଟି ଦିନରୁ ଅକ୍ଲାନ୍ତ ମା ଛେଉଣ୍ଡ ହୋଇ ଯାଇ ଥିଲେ ଆଉ ପରିବାର କହିଲେ ତାଙ୍କର କେବଳ ବାପା ଆଉ ବଡ଼ ଭାଇ ଆଉ ଭାଉଜ | କିନ୍ତୁ ଗତ ବର୍ଷ ଜାନୁଆରୀ ମାସ 11 ତାରିଖ ରେ ମିହିର ଦାସ ଏ ଦୁନିଆଁ କୁ ଅଲବିଦା କହିକି ଆରପାରିକୁ ଚାଲି ଯାଇ ଥିଲେ |

ଆଉ ବାପା ଗଲା ପରେ ସାନ ପୁଅ ଅକ୍ଲାନ୍ତ ଦାସ ବାହୁନି ବାହୁନି ବାପା ମିହିର ଦାସ ଙ୍କୁ ଝୁରୁ ଥିଲା, ପ୍ରତି ସମୟରେ ବାପା ଙ୍କ ପାଇଁ କାନ୍ଦୁ ଥିଲେ କଷ୍ଟ ପାଉ ଥିଲେ ଏବଂ ପୁରା ପୁରି ଏକା ହେଲା ଭଳି ଲାଗୁଥିଲା | ତାପରେ ପରିବାର କହିଲେ ତାଙ୍କର କେବଳ ଭାଇ ଭାଉଜ ହିଁ ଥିଲେ କିନ୍ତୁ ବର୍ତ୍ତମାନ ସମୟରେ ତାଙ୍କର ପରିବାର କୁ ପୁଣି ଏକ ଦୁଖଃଦ ଆସି ପହଞ୍ଚି ଯାଇଛି |

ଯାହାକି ଏବେ ନିଜେ ଅକ୍ଲାନ୍ତ ଦାସ ମଧ୍ୟ ଚାଲି ଯାଇଛନ୍ତି ସେ ଆଉ ଏ ଦୁନିଆଁ ରେ ନାହାଁନ୍ତି, ଭୁବନେଶ୍ୱର ର ଏମ୍ସ ହସ୍ପିଟାଲ ରେ ଚିକିତ୍ସାଧୀନ ଅବସ୍ଥା ରେ 24 ତାରିଖ ବିଳମ୍ବିତ ରାତିରେ ତାଙ୍କର ପରଲୋକ ଘଟିଛି |

ତେବେ ପରିବାର ରେ କହିଲେ କେବଳ ତାଙ୍କ ବଡ଼ ଭାଇ ଆଉ ଭାଉଜ ଆଉ ତାଙ୍କର ଏକ କୁନି ପୁତୁରା ରହିଛି | ତାଙ୍କର ସମ୍ପତ୍ତି କହିଲେ ଏକ ଆଲେସନ ଘର ରହିଛି ଆଉ ଦୁଇ ରୁ ତିନୋଟି ଫ୍ଲାଟ ମଧ୍ୟ ରହିଛି ଆଉ ଏହା ସହିତ ତାଙ୍କର ଦୁଇଟି କାର ମଧ୍ୟ ରହିଥିଲା | ତେବେ ତାଙ୍କର ସମୁଦାୟ ସମ୍ପତ୍ତି ର ମୂଲ୍ୟ ହେଉଛି ପାଖାପାଖି ଦୁଇ କୋଟି ରୁ ଅଧିକ | ତେବେ ଭଗବାନ ଙ୍କ ନିକଟରେ କେବଳ ଏତିକି ପାର୍ଥନା ରେ ଅକ୍ଲାନ୍ତ ଙ୍କର ଆତ୍ମକୁ ଶାନ୍ତି ମିଳୁ |