ହେ ଭଗବାନ ଆଶ୍ଚର୍ଯ୍ୟ ଘଟଣା ! ଅଳିଆ ଗଦାରୁ ଶୁଭିଲା ନବଜାତ ଶିଶୁର କୁଆଁ କୁଆଁ ଶଦ୍ଧ , ପ୍ରକୃତ ଘଟଣା ଶୁଣିଲେ ଆପଣଙ୍କ ଆଖିରୁ ଲୁହ ଆସିଯିବ ! ଦୟାକରି ଏହି ପୋଷ୍ଟ ଟି ଶେଷ ପ୍ରର୍ଯ୍ୟନ୍ତ ପଢନ୍ତୁ…

ଏହା କଣ ମହିଳା ଜଣକ ଏ ଅଳିଆ ଗଦାରୁ କଣ ଖୋଜୁଛନ୍ତି ଲାଗୁଛି ବୋଧହୁଏ କିଛି ଜିନିଷ ଏମିତି ଭୁଲରେ ଫିଙ୍ଗି ଦେଇଛନ୍ତି । କିନ୍ତୁ ଏହା କୌଣସି ଭୁଲ ଜିନିଷ ନୁହେଁ ଏହିଠାରେ ଗୋଟିଏ ନବଜାତ ଶିଶୁଟିଏ ଦେଖିବାକୁ ମିଳୁଛି । ତେବେ ଆପଣ ମାନେ ଏହା ଶୁଣି ନିଶ୍ଚିତ ରୂପରେ ଆଶ୍ଚର୍ଯ୍ୟ ହୋଇଯାଉଥିବେ , ତେବେ ସମସ୍ତେ ଏପରି ଏକ କଥା ଶୁଣିଲେ ନିଶ୍ଚିତ ରୂପରେ ଆଶ୍ଚର୍ଯ୍ୟ ହୋଇଯାଉଥିବେ । ଏହା ସହିତ ଏପରି ଏକ ଦୃଶ୍ୟ ଦେଖି ନିଶ୍ଚିତ ରୂପରେ ଚମକି ଯାଇଥିବେ ।

କୌଣସି ଏକ ବଲିଉଡ ସିନେମା ଭଳଇ ଅଲିଆ ଗଦାରେ ଶୋଇଥିଲା ନବଜାତ ଶିଶୁଟିଏ ତାହାକୁ ଉଠାଇ ଆଣିଲେ ମହିଳା ଜଣକ । ପିଲାଟିଏ ପାଇବା ପାଇଁ କେତେ ଓଷା ବ୍ରତ , ମାନସିକ କରୁଛନ୍ତି ବାପା ମା ।

ବାରମ୍ବାର ଏ ଡାକ୍ତରଙ୍କ ପାଖରୁ ସେ ଡାକ୍ତରଙ୍କ ଦ୍ୱାରସ୍ତ ହେଉଛନ୍ତି । ପୁଳା ପୁଳା ଟଙ୍କା ଖର୍ଚ୍ଚ କରିବା ପରେ ବି କୋଳ ଶୂନ୍ୟ ରହୁଛି ଅନେକ ବାପା ମାଙ୍କର । ପୁଣି କିଏ ପୁଅଟିଏ ପାଇବା ପାଇଁ ବିଭିନ୍ନ ଉପାୟ କରୁଛନ୍ତି ହେଲେ ଏହିଠାରେ କିଏ ଅଳିଆ ଗଦାରେ ଫୋପାଡି ଦିଆଯାଉଛି ମଣିଷ ଛୁଆ ତହା ପୁଣି ଜୀବନ୍ତ ଅବସ୍ଥାରେ ।

ନବରଙ୍ଗପୁର ଓମରକୋର୍ଟ ପୌରାଞ୍ଚଳରେ ଦେଖିବାକୁ ମିଳିଥିଲା ଏହିପରି ଏକ ଦୃଶ୍ୟ । ଏଠାକାର ବିଦ୍ୟୁତ ବିଭାଗର କାର୍ଯ୍ୟାଳୟର ପଛପଟରେ ରହିଥିବା ଶିକ୍ଷକ କଲୋନୀ ନିକଟରେ ରହିଛି ଏକ ଅଲିଆ ଗଦା ।

ସେହି ଅଳିଆ ଗଦାରେ ସତ୍ୟଜାତ ଶିଶୁପୁତ୍ରକୁ କେହି ଜଣେ ଫୋପାଡି ଦେଇ ଚାଲିଗଲେ । ଏହାର କଛି ସମୟ ପରେ ସେହି ସ୍ଥାନରେ ଜଣେ ମହିଳା ଅଳିଆ ଫିଙ୍ଗିବାକୁ ଆସିଥିଲେ । ହଧାତ ତାଙ୍କୁ ପିଲାଙ୍କର କାନ୍ଦ ଶୁଭିଥିଲା ଏହାପରେ ସେ ଆଖପାଖ ଲୋକଙ୍କୁ ଡାକିଥିଲେ । ନବଜାତ ଶିଶଉପୁତ୍ରକୁ ଏକ ଲାଲ ଜରି ବ୍ୟାଗରୁ ଉଦ୍ଧାର କଲେ ମହିଳା ।

ଉଦ୍ଧାର ଶିଶୁପୁତ୍ରଟି ଏବେ ନବରଙ୍ଗପୁର ସ୍ୱାସ୍ଥ୍ୟ ଶିଶୁ ଯତ୍ନ ବିଭାଗରେ ରହିଛି ଏହି ନବ୍ୟଜାତ ଶିଶୁପୁତ୍ରଟିର ଓଜନ 1650 ଗ୍ରାମ । ଅଳିଆ ଗଦାରେ ପଡିଥିବା ହେତୁ ସେଠାରେ ତାହାକୁ ଜନ୍ଦା ପୁମ୍ପୁଡି କାମୁଡି ଦେଇଥିଲେ , ଯେଉଁ କାରଣରୁ ଶିଶୁଟିର ଅବସ୍ଥା ଖରାପ ହୋଇଯାଇଥିଲା । ଚିକିତ୍ସା ପରେ ସ୍ୱାସ୍ଥ୍ୟବସ୍ଥାରେ ସୁଧାର ଆସିଛି , ଶୁିଶୁ ଟିକେ ଭଲ ହେଲେ ତାହାକୁ ସିଡବ୍ଲୁସିଙ୍କୁ ହସ୍ତାନ୍ତର କରାଯିବ ବୋଲି କହିଛନ୍ତି ହସ୍ପିଟାଲର ଶିଶୁ ବିଶେଷଜ୍ଞ ।

ଏପରି ଏକ ମର୍ମାହତ କଲାଭଳି ଦୃଶ୍ୟ ଦେଖିବା ପରେ ମାନବଜାତିକୁ ଛି କହିବାକୁ ମନ ହେଉଛି । କଣ ହୋଇଗଲାଣି ଏ ସମାଜକୁ ଏଟି କେବଳ ଅଳିଆ ଆବର୍ଜନା ନୁହେଁ କୁକୁର ମଧ୍ୟ ବୁଲୁଛି । କଣ ଏତେ ମୂଲ୍ୟହୀନ ମଣିଷ ଜୀବନ ଦୁନିଆକୁ ଆସିଛି କି ନାହିଁ ଏତେ ବଡ କଷ୍ଟ ସହିବାକୁ ଛାଡି ଦିଆଯାଉଛି ସଦ୍ୟଜାତ ଶିଶୁକୁ ।

କିପରି ବାପା ମା ଏମାନେ ଯଦି ପିଲା ଦରକାର ନାହିଁ ତେବେ ଜନ୍ମ ଦେଉଛ କାହିଁକି । ସଂସାରର ଲୋଭ , ମୋହ , ମାୟା , ଜାଣଇନଥିବା ଏ ନିଷ୍ପାପ ଶିଶୁ କଣ ଭୁଲ କରିଥିଲା । ଯଦି କିଛି ଅନୈତିକ ସଂପର୍କରୁ ପିଲାଟି ଜନ୍ମ ତେବେ ସେଥିରେ କଣ ଦୋଷ ଏ ପିଲାଟିର । କେବେ ଏପରି କାମ କରୁଥିବା ସେହି କୁତ୍ସିତ ମନୁଷ୍ୟକୁ କଣ ଦଣ୍ଡ ମିଳିବା ଦରକାର ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।