ଆଜି ମାଘ ମାସର ପ୍ରଥମ ସୋମବାର ଏହି 3 ଟି ରାଶିର ଲୋକମାନେ ରାଜାଭଳି ଜୀବନ କାଟିବେ ..ଭୋଳାନାଥ ଙ୍କ କୃପା ବର୍ଷିବ…

ଗ୍ରହ ମାନଙ୍କର ରାଜା ସୂର୍ଯ୍ୟଙ୍କ 2021ରେ୍ ପ୍ରଥମ ଥର ପାଇଁ ଏହି ମକର ସଂକ୍ରାନ୍ତିରେ ରାଶି ପରିବର୍ତ୍ତନ ହେବାକୁ ଯାଉଛି । କାନ୍ଦିବାର ଦିନ ଶେଷ ହେଲା କାରଣ ଆଜି ରାତିଠାରୁ ଏହି ରାଶି ମାନଙ୍କର ସବୁ କଷ୍ଟ ଦୂର କରିବେ ପ୍ରଭୁ ଭୋଳାନାଥ । ହିନ୍ଦୁ ଧର୍ମରେ ଭୋଲାନାଥ ଶିବଙ୍କୁ ଅନେକ ତାଙ୍କର ଇଷ୍ଟ ଦେବତା ଭାବରେ ପୂଜା କରିଥାନ୍ତି। ପ୍ରାୟତଃ ସୋମବାର ଦିନ ଶିବଙ୍କର ପୂଜାର୍ଚ୍ଚନା କରା ଯାଇଥାଏ।

ବହୁତ୍ ଜଣ ଶିବଙ୍କୁ ସନ୍ତୁଷ୍ଟ କରିବା ପାଇଁ ବହୁ ଯତ୍ନର ସହିତ ତାଙ୍କର ପୂଜାର୍ଚ୍ଚନା କରିଥାନ୍ତି। କାରଣ ଯଦି ମହାଦେବ ପ୍ରସନ୍ନ ରହିବେ ତେବେ ଆପଣ କୁ କେବେବି ଧନ ର ଅଭାବ ରହିବ ନାହିଁ ଏବଂ ଏହା ସହିତ ଶିବ ପ୍ରସନ୍ନ ରହିଲେ ଆପଣଙ୍କ ସମସ୍ତ କାର୍ଯ୍ୟ ବହୁ ସହଜରେ ଓ ସରଳ ରେ ହୋଇ ଯାଇଥାଏ।

ତେଣୁ କୁହାଯାଏ ମହାଦେବ ଙ୍କ କୃପା ଯଦି ଜଣଙ୍କ ଉପରେ ରୁହେ ତେବେ ତାଙ୍କର ଭାଗ୍ୟରେ ଅନେକ ପରିବର୍ତ୍ତନ ଆସିଯାଏ ଏବଂ ଭାଗ୍ୟ ଚମକି ଉଠିଥାଏ। ତେବେ ଚାଲନ୍ତୁ ଜାଣିନେବା ସେହି ଭାଗ୍ୟଶାଳୀ ରାଶି ମାନଙ୍କ ବିଷୟରେ,

 

କନ୍ୟାରାଶି – ଏମାନଙ୍କର ଆସନ୍ତା ସମୟ ବହୁତ ଭଲ ରହିବାର ଅଛି । ମହିଳା ମାନେ ଉଚିତ୍ ପନ୍ଥା ଗ୍ରହଣ କରି ନିଜର ସମୟକୁ ହସ ଖୁସିରେ ବିତାଇବେ । ଆପଣ ଗଚ୍ଛିତ ଅର୍ଥ ବୃଦ୍ଧି କରିବା ଚେଷ୍ଠିତ ହେବେ । କର୍ମକ୍ଷେତ୍ରରେ ପଦନ୍ନୋତି ପାଇପାରନ୍ତି ।ସାମାଜିକ ସ୍ତରରେ ନିଜର ଉପସ୍ଥିତ ବୃଦ୍ଧି ପ୍ରୟୋଗ କରି କାର୍ଯ୍ୟହାସଲ କରିବେ । ଧନ ଉପାର୍ଜନ କରିବାର ନୂଆ ମାର୍ଗ ଖୋଲିଯିବ ଏବଂ ଗୁପ୍ତଧନ ମିଳିବାର ଯୋଗ ବନୁଛି । ବ୍ୟାପାର ବାଣିଜ୍ୟରେ ଲାଭ ଶୁନିଶ୍ଚିତ କରିବେ ।

ସିଂହରାଶି –
ଏମାନଙ୍କ ଜୀବନରୁ ଏବେ ଖରାପ ସମୟ ସମାପ୍ତ ହୋଇ ଯାଉଛି । ଭଗବାନ ସୂର୍ଯ୍ୟଦେବଙ୍କ କୃପା କାରଣରୁ ଆପଣଙ୍କର ଭଲ ସମୟ ଆସିବାକୁ ଯାଉଛି । ଏ ପର୍ଯ୍ୟନ୍ତ ଆପଣଙ୍କ ଜୀବନରେ ଯାହା ବି ସମସ୍ୟା ରହୁଥିଲା ତାହାର ଏବେ ଅନ୍ତ ହେବାକୁ ଯାଉଛୁ । ଛାତ୍ରମାନଙ୍କ ପାଇଁ ଏହି ସମୟ ଲାଭଦାୟକ ସିଦ୍ଧ ହେବ । ଧନପ୍ରାପ୍ତିର ଯୋଗ ରହିଛି । ଚାକିରି ପେଶାରେ ଲୋକେ ଅଧିକ ପରିଶ୍ରମ କରିବେ ।

ମେଷରାଶି –

 


ସୂର୍ଯ୍ୟଙ୍କ ଗୋଚର ତୁଳା ରାଶିର ଲୋକଙ୍କ ପାଇଁ ଅନୁକୂଳ ସାବ୍ୟସ୍ତ ହେବ । କାର୍ଯ୍ୟକ୍ଷେତ୍ରରେ ଭରପୂର ବୃଦ୍ଧି ହେବ । ଏହି ସମୟରେ ସୂର୍ଯ୍ୟର ଅନ୍ୟ ତିନୋଟି ଗ୍ରହ ସହିତ ସଂଯୋଗ ହେବ । ଏଥିପାଇଁ ଆପଣ ସବୁ କାର୍ଯ୍ୟ ସଂମ୍ପର୍ଣ୍ଣ କରିବାରେ ସକ୍ଷମ ହେବେ । ଚାକିରି କ୍ଷେତ୍ରରେ ଥିବା ବ୍ୟକ୍ତିଙ୍କର ଚାକିରିରେ ପଦନ୍ନୋତି ହୋଇପାରେ । ତେବେ କୌଣସି ବରିଷ୍ଠ ବ୍ୟକ୍ତିଙ୍କ ସହିତ ମତଭେଦ ହୋଇପାରେ ।

ତୁଳାରାଶି –
ଆପଣଙ୍କ ଜୀବନରେ ଯାହା ବି ଆର୍ଥିକ ସମସ୍ୟା ଚାଲୁଥିଲା, ତାହା ଏବେ ଅନ୍ତ ହେବାର ଅଛି । ବ୍ୟାପାରି ମାନେ ଅଧିକ ଧନ ଲାଭ ହେବାର ଦେଖିପାରିବେ । ଚାକିରି ପାଇଁ ଅପେକ୍ଷାରେ ଥିଲେ ସେମାନଙ୍କୁ ଅଳ୍ପ ଦିନରେ ଭଲ ଚାକିରିଟିଏ ମିଳିପାରେ । ଆପଣଙ୍କର ଭଲ ସମୟ ଆସି ଯାଇଛି ।

କୁମ୍ଭରାଶି –
ଆପଣଙ୍କର ଅଧୁରା ଇଚ୍ଛା ସବୁ ଏହି ସମୟରେ ପୂରଣ ହେବାକୁ ଲାଗିବ । ପ୍ରଭୁ ସୂର୍ଯ୍ୟଦେବ ବିଶେଷ କରି ଆପଣଙ୍କ ଉପରେ ଆଶିର୍ବାଦ ପ୍ରଦାନ କରିବେ । ବ୍ୟବସାୟରେ ମଧ୍ୟ ଚାରିଗୁଣା ଲାଭ ପ୍ରାପ୍ତ ହେବ ଏବଂ ଆର୍ଥିକ ସ୍ଥିତିରେ କ୍ରମଶଃ ଉନ୍ନତି ପରିଲକ୍ଷିତ ହେବ । ଅଚାନକ ଧନ ପ୍ରାପ୍ତି ହେବ । ଏହି ରାଶି ଥିବା ବ୍ୟକ୍ତିଙ୍କ ଜୀବନରେ କିଛି ଶୁଭ ପରିବର୍ତ୍ତନ ଆସିବାକୁ ଯାଉଛି । ଏହି ପରିବର୍ତ୍ତନରେ ଏମାନଙ୍କର ଜୀବନ ସଂମ୍ପୂର୍ଣ୍ଣ ବଦଳିଯିବ ।