Ajira anuchinta new | ପସନ୍ଦ କରନ୍ତୁ ଗୋଟିଏ ବୀଣା ଏବଂ ଜାଣନ୍ତୁ ନିଜ ଭିତରେ ଥିବା କିଛି ଗୁପ୍ତ ରହସ୍ୟ

କୌଣସି ବ୍ୟକ୍ତିର ପସନ୍ଦ ,ବିଚାର ଓ ସ୍ୱଭାବର ଆଇନା ଅଟେ ।ତାର କ ଣ ପସନ୍ଦ ଓ କ ଣ ପସନ୍ଦ ନୁହେଁ ତାର ଚରିତ୍ରରୁ ହିଁ ଜଣାପଡିଥାଏ ।ତେଣୁ ଆଜି ଆମେ ଆପଣମାନଙ୍କୁ ପାଞ୍ଚଟି ଅଲଗା ଅଲଗା ବୀଣା ଦେଖାଇବୁ ଏବଂେହି ବୀଣା ଆପଣଙ୍କ ବିଷୟରେ ବହୁତ କିଛି କହିବ ।ଆପଣଙ୍କୁ ପାଞ୍ଚ ସେକେଣ୍ଡ ମଧ୍ୟରେ ଗୋଟିଏ ବୀଣା ପସନ୍ଦ କରିବାକୁ ପଡିବ ଏବଂତା ପରେ ଆପଣ ବାଛିଥିବା ବୀଣା ଅନୁସାରେ ଆମେ କହିବୁ ଯେ ଆପଣଙ୍କ ବିଷୟରେ ଲୁଚିରହିଥିବା କିଛି ଗୁପ୍ତ ଏବଂ ବିଶେଷ କଥା ବିଷୟରେ ।

ତେବେ ବର୍ତ୍ତମାନ ପାଞ୍ଚଟି ବୀଣା ମଧ୍ୟରୁ ଗୋଟିଏ ବୀଣାକୁ ମନ ଭିତରେ ବାଛି ନିଅନ୍ତୁ ।ତେବେ ଆସନ୍ତୁ ଜାଣିବା ଆପଣ ପସନ୍ଦ କରିଥିବା ବୀଣା ଆପଣଙ୍କ ବିଷୟରେ କ ଣ କହୁଛି –

1- ଯଦି ଆପଣ ପ୍ରଥମ ବୀଣାକୁ ପସନ୍ଦ କରୁଛନ୍ତି ତ ତେବେ ଆପଣ ମଜ୍ ବୁତ ସ୍ୱଭାବର ଅଟନ୍ତି ।ଭିତରୁ ଆପଣ ଯେତେ ଦୁଃଖୀ ଥିଲେ ମଧ୍ୟ ଆପଣ ବାହାରୁ ଖୁସି ଦେଖାଯାଆନ୍ତି ।ଯଦି ଆପଣଙ୍କୁ କୌଣସି କଥା ସିଧା ଓ ସ୍ପଷ୍ଟ କୁହାଯାଇଥାଏ ତ ଆପଣ ତୁରନ୍ତ ମାନି ଯାଆନ୍ତି ।ଆପଣଙ୍କୁ ଦୋହରା ସ୍ୱଭାବର ଲୋକ ଆଦୌ ପସନ୍ଦ ନୁହନ୍ତି ।ଯେଉଁ କତା ଆପଣଙ୍କ ମନରେ ରହିଥାଏ ,ସେହିକଥା ଆପଣଙ୍କ ମୁହଁରେ ମଧ୍ୟ ରହିଥାଏ ।

2- ଯଦି ଆପଣ ଦ୍ୱିତୀୟ ବୀଣାକୁ ବାଛିଥାନ୍ତି ତ ଆପଣ ବହୁତ ଭଲ ଏବଂ ନମ୍ର ସ୍ୱଭାବର ହୋଇଥାନ୍ତି ।ଆପଣଙ୍କ କଥା କହିବା ଶୈଳୀ ଏତେ ଭଲ ହୋଇଥାଏ କି ଆପଣଙ୍କ ପ୍ରଥମ ନଜରରେ ହିଁ ଲୋକମାନେ ଖୁସି ହୋଇଯାଆନ୍ତି ।ଏହା ସହିତ ଆପଣ ସବୁବେଳେ ନୂଆ ନୂଆ ଜିନିଷ କରିବାକୁ ଚେଷ୍ଟା କରିଥାନ୍ତି ଏବଂ ଲୋକଙ୍କୁ ଶୀଘ୍ର କ୍ଷମା କରିଦିଅନ୍ତି ।

3- ଏମାନଙ୍କ ସ୍ୱଭାବ ବହୁତ ଭାବ ପ୍ରବଣ ଅଟେ । ଆପଣ ସବୁବେଳେ ଲୋକଙ୍କୁ ସାହାଯ୍ୟ କରନ୍ତି ।ସ୍ୱତନ୍ତ୍ରତାକୁ ପସନ୍ଦ କରନ୍ତି ।ଆପଣଙ୍କୁ କାହାର ଅନ୍ତର୍ଗତ କାମ କରିବାକୁ ପସନ୍ଦ ନୁହେଁ ।ଆପଣ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟ କରିଥାନ୍ତି ।ଆପଣ ନିଜର ମନର ରାଜା ଅଟନ୍ତି ।

4-ଯେଉଁମାନେ ଚତୁର୍ଥ ବୀଣାକୁ ବାଛିଛନ୍ତି ସେମାନେ ଅଲଗା ଦୁନିଆରେ ରହିବାକୁ ପସନ୍ଦ କରନ୍ତି ।ଆପଣଙ୍କ ଏହି ଦୁନିଆ ସହ କିଛି ସମ୍ପର୍କ ରଖିବାକୁ ଚାହାନ୍ତି ନାହିଁ ।ଆପଣ ନିଜ କର୍ମକୁ ମଧ୍ୟ ପସନ୍ଦ କରନ୍ତି ।ସ୍ୱଭାବରେ ଆପଣ ଦୟାଳୁ ହେଇଥାନ୍ତି ।

5- ଯେଉଁମାନେ ପଞ୍ଚମ ବୀଣାକୁ ବାଛିଛନ୍ତି , ସେମାନେ ନିଜ ଜୀବନକୁ ଆନନ୍ଦର ସହ ବଞ୍ଚିବାକୁ ଚାହାନ୍ତି ।ଆପଣ ବହୁତ ଶାନ୍ତ ସ୍ୱଭାବର ଅଟନ୍ତି ।କିନ୍ତୁ କିଛି ମାମଲାରେ ଆପଣ ବେଶି ରାଗିଯାଇଥାଆନ୍ତି ।ନିଜ ପରିବାରକୁ ଆପଣ ବହୁତ ଭଲ ପାଆନ୍ତି ଓ ତାଙ୍କୁ ସବୁବେଳେ ଖୁସିରେ ରଖିବାକୁ ଚେଷ୍ଟା କରନ୍ତି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।