ଆଜି ବଡ଼ ଶନିବାର ଘରେ ଚୁପଚାପ ରଖନ୍ତୁ 2ଟି ଲବଙ୍ଗ ଧନ ମାଡ଼ି ଆସିବ, କରଜରୁ ମୁକ୍ତି |
ଜ୍ୟୋତିଷ ଶାସ୍ତ୍ର ରେ ଲବଙ୍ଗକୁ ବହୁତ ହିଁ ଉତ୍ତମ ମାନା ଯାଇଥାଏ, କୁହାଯାଇ ଥାଏ କି ଲବଙ୍ଗର ଉପାୟ ଯଦି ସଠିକ ଦିନରେ ସଠିକ ମୁହୂର୍ତ୍ତରେ କରାଯାଏ ତେବେ ଏହା କେବେ ବି ବ୍ୟର୍ଥ ଯାଇ ନଥାଏ | ଲବଙ୍ଗକୁ ବହୁତ ପୂଜା ପାଠରେ ବି ବ୍ୟବହାର କରାଯାଇ ଥାଏ ଏବଂ ଲବଙ୍ଗ ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ ବହୁତ ଭଲ ହୋଇ ଥାଏ | ତେବେ ଆଜି ଲବଙ୍ଗକୁ ନେଇ କିଛି ଏଭଳି ଉପାୟ କହିବୁ ଯାହାଦ୍ୱାରା ଆପଣଙ୍କର ଦୁର୍ଭାଗ୍ୟ କୁ ପୁରା ସୋଭାଗ୍ୟ ରେ ପରିଣତ କରି ଦେବ |
ଆପଣଙ୍କ ଜୀଵନ ରେ କେତେବି ସମସ୍ୟା ଥାଉ ଦୁଃଖ ଥାଉ ସମସ୍ତ ପ୍ରକାର କଷ୍ଟରୁ ଆପଣ ମୁକ୍ତି ପାଇ ଯିବେ ଏବଂ ଆପଣଙ୍କ ଜୀବନରେ ସୁଖ ସମୃଦ୍ଧି ବୃଦ୍ଧି ହୋଇଥାଏ | ଏହି ଲବଙ୍ଗର ଉପାୟ କେବଳ ଶନିବାର ଦିନ ଆପଣଙ୍କୁ ଦୁଇରୁ ଚାରି ମିନିଟ ବାହାର କରି ଆପଣଙ୍କୁ କରିବା ପାଇଁ ହେବ ଯାହାକି ଶନିଦେବଙ୍କ ଆଶୀର୍ବାଦ କାରଣରୁ ଆପଣଙ୍କର ସମସ୍ତ ମନସ୍କାମନା ପୂର୍ଣ୍ଣ ହୋଇଯିବ, ତେବେ ଆସନ୍ତୁ ଏହି ଉପାୟ ସମ୍ପର୍କରେ ଆଲୋଚନା କରିବା |
ପ୍ରଥମ ଉପାୟଟି ହେଉଛି ଶତ୍ରୁ ମାନଙ୍କ ଠାରୁ ମୁକ୍ତି ପାଇବା ପାଇଁ ଆପଣବି ଜାଣିଛନ୍ତି କି ଆଜିର ସମାଜ ଏପରି ଅଟେ ଯାହାକି କାହାର ନା କାହାର ଶତ୍ରୁ ତ ନିଶ୍ଚିତ ଭାବରେ ଥିବେ ଆଉ ସେ ସର୍ବଦା ଆପଣଙ୍କର କ୍ଷତି କରିବା ପାଇଁ ଚାହୁଁ ଥିବେ | ତେବେ ଆପଣ ଲଗାତାର 5ଟି ଶନିବାର କୌଣସିବି ଶନିଙ୍କ ମନ୍ଦିର କୁ ଯାଆନ୍ତୁ ଆଉ ସେଠାରେ ସୋରିଷ ତେଲର ଏକ ଦୀପ ଜଳାନ୍ତୁ ଏବଂ ସେଥିରେ ଗୋଟିଏ ଲବଙ୍ଗ ପକାଇ ଦିଅନ୍ତୁ | ଏଭଳି ଭାବେ 5ଟି ଶନିବାର କରିବା ଦ୍ୱାରା ଆପଣଙ୍କର ଶତ୍ରୁ ଆପଣଙ୍କର କୌଣସି ବି କ୍ଷତି କରି ପାରିବେ ନାହିଁ |
ଦ୍ୱିତୀୟ ଟି ହେଉଛି ଘରୁ ନକାରାତ୍ମକ ଶକ୍ତି ବାହାର କରିବାର ଉପାୟ, ତେବେ ଏହି ଉପାୟ ଆପଣଙ୍କୁ ଶନିବାର ଦିନ ସନ୍ଧ୍ୟା ସମୟରେ କରିବା ପାଇଁ ପଡ଼ିବ | ଆପଣ ଏକ ପିତ୍ତଳର ପାତ୍ର ନିଅନ୍ତୁ କିମ୍ବା ମାଟିର ପାତ୍ର ନିଅନ୍ତୁ ଆଉ ଏଥିରେ 11ଟି ଲବଙ୍ଗ, 5ଟି କର୍ପୁର ଆଉ 2ଟି ଗୁଜୁରାତିକୁ ଜଳାଇ ଦିଅନ୍ତୁ ଆଉ ତାହାକୁ ଜଳାଇ ତାର ଧୂଆଁ କୁ ସବୁଆଡେ ବୁଲାଇ ଦିଅନ୍ତୁ ଆଉ ଏହାକୁ ପରେ ଲିଭାଇ ପାଣିରେ ଦେଇ ଏହାର ଛିଟା ଘରର ମୁଖ୍ୟ ଦ୍ୱାର ରେ ଦିଅନ୍ତୁ | ଦେଖିବେ ଏହାଦ୍ୱାରା ଆପଣଙ୍କ ଘରେ ନକାରାତ୍ମକ ଶକ୍ତି ବାହାରି ଯିବ ଏବଂ ଘରେ ଉନ୍ନତି ଦେଖାଯିବ |
ତେବେ ଆପଣଙ୍କୁ ଯଦି କୌଣସି ବେମାର ହୋଇଛି ଆଉ ବହୁତ ଟଙ୍କା ଖର୍ଚ୍ଚ କରୁଛନ୍ତି କିନ୍ତୁ କୌଣସି ଫଳ ମିଳୁ ନାହିଁ ତେବେ ଏହି ଉପାୟଟି କରି ଦିଅନ୍ତୁ ଦେଖିବେ ଦେହର କଷ୍ଟ ଦୂର ହୋଇଯିବ | ତେବେ ଲଗାତାର 5ଟି ଶନିବାର କୌଣସି ଶିବ ମନ୍ଦିର କୁ ଯିବା ପାଇଁ ହେବ ଆଉ ଏହି ପୂଜା କୁ ଗୋଟେ ପ୍ରକାର ତପସ୍ୟା ମାନା ଯାଇଥାଏ | ତେବେ ଶନିବାର ଦିନ ସ୍ନାନ ସାରି ଦୁଇଟି ଲବଙ୍ଗ ନିଅନ୍ତୁ ଆଉ ଶିବ ମନ୍ଦିରକୁ ଯାଆନ୍ତୁ ଆଉ ସେହି ଦୁଇଟି ଲବଙ୍ଗ କୁ ଭଗବାନ ଭୋଳାନାଥଙ୍କୁ ଉତ୍ତର ଦିଗରେ ଛିଡା ହୋଇ ଅର୍ପଣ କରନ୍ତୁ | ଆଉ ସେଠାରେ ଓଁ ନମଃ ଶିବାୟର ଜପ 1008 ଥର ଜପ କରନ୍ତୁ ଏହା ଦ୍ୱାରା ଆପଣଙ୍କ ସବୁ କଷ୍ଟ ଦୂର ହୋଇଯିବ |