ହୋଲି କୁ ଆଖିଆଗରେ ରଖି ଦେଶରେ ପୁଣି ବହୁତ ମାତ୍ରାରେ ହାସ୍ର ପାଇଛି ସୁନା ରେଟ୍ ( ଗତ କିଛି ମାସରେ ରେଟ୍ 12 ହଜାର ଟଙ୍କା କମିଛି ) ଜାଣନ୍ତୁ ଆଜିର ରେଟ୍ କେତେ ଅଛି ?
ଆପଣମାନଙ୍କୁ ଆମର ପୋର୍ଟାଲ କୁ ବହୁତ ବହୁତ ସ୍ୱାଗତ କରୁଛୁ ।ଲଗାତର ଭାବେ ତିନି ଦିନ ଧରି ସୁନା ଦର ବଢୁଥିଲା ଏବଂ ଆଜିର ଦିନରେ ସୁନା ଦରରେ ହ୍ରାସ ଘଟିଥିବାରୁ ଗ୍ରାହକମାନଙ୍କୁ ଆଶ୍ୱସ୍ତି ମିଳିଛି ।ଆଜି ମଲ୍ଟି କମ୍ୟୁନିଟ୍ ଏକ୍ସଚେଞ୍ଜ ରେ ସୁନା ଦର 0.4 ପ୍ରତିଶତ ହ୍ରାସ ପାଇ 10 ଗ୍ରାମ୍ କୁ 46420 ଟଙ୍କାବଂ ସମସ୍ତ ଜିନିଷର ଦର ଦାମ୍ ବହୁତ ହୋଇଯାଇଥିଲା । ଯେପରି କି ସୁନା ରୂପା ଦାମ ଆକାଶ ଛୁଆଁ ହୋଇଯାଇଥିଲା ।ଲୋକମାନେ ସୁନା ଦୋକାନକୁ ଯିବାକୁ ଡରୁଥିଲେ ।ସୁନା ଅଳଙ୍କାର ହେଉଛି ନାରୀର ସୌନ୍ଦର୍ଯ୍ୟର ପ୍ରତୀକ ।
ଏହି ଲକ ଡାଉନ ରେ ସୁନା ଦାମ୍ ଏତେ ବଢିଥିବାରୁ ଗରିବ ବାପା ମାଆ ମାନେ ରହିଛି ।ସେହି ପରି ରୂପା ଦର ତିନି ପ୍ରତିଶତ ବଢି 57200 ଟଙ୍କା ରହିଛି ।କରୋନା ମହାମାରୀ ରେ ସାରା ଦେଶରେ ସରକାର ଲକଡାଉନର ଘଷୋଣା କରିଥିଲେ ଏନିଜ ଝିଅକୁ ସୁନାର ଝିନିଷ ଟେ ଦେଇଫାରୁନଥିଲେ ।କିନ୍ତୁ ସୁନା ଦର କମାଇ ଟିକେ ଲୋକମାନଙ୍କୁ ଆଶ୍ୱସ୍ତି ଦେଇଛନ୍ତି ।
ଭାରତୀୟ ବୁଲିୟନ ଏବଂ ଜୁୟେଲାରୀ ସଂଘ ପକ୍ଷରୁ ପ୍ରକାଶିତ ସୂଚନା ଅନୁସାରେ ଆଜିର ସକାଳ ସୁଧା 24 କ୍ୟାରେଟ୍ ସୁନାର 10 ଗ୍ରାମ୍ ପିଛା 400 ଟଙ୍କା ହୋଇଯାଇଛି , ଯାହା କି ନୂଆ ଦରରେ 24 କ୍ୟାରେଟ୍ ସୁନା ଦର ଉପରେ 46400 ଟଙ୍କା ରହିଥିବା ଦେଖିବା ପାଇଁ ମିଳିଛି ।ସେହି ପରି 22 କ୍ୟାରେଟ୍ ସୁନାର ଦରରେ 42400 ଟଙ୍କା ଦେଖିବା ପାଇଁ ମିଳିଛି ଏବଂ ଏହା ଗତ କାଲିର ତୁଳନାରେ 300 ଟଙ୍କା କମିଛି ।
ସୁନମା ଦରରେ ଏତେ କମିବ ବୋଲି କେହି ବି ବିଶ୍ୱାସ କରନଥିଲେ ।ସାଧାରଣ ଲୋକମାନଙ୍କ ପାଇଁ ଏହା ଅତ୍ୟନ୍ତ ଖୁସି ଖବର । ଲୋକମାନେ ଆପାତତଃ କିଛି ମାତ୍ରାରେ ସୁନା କିଣି ପାରିବେ ।ସେମିତିରେ ବର୍ତ୍ତମାନ ସମୟରେ ଷ୍ଟୋକ୍ ମାର୍କେଟ୍ ଏବଂ କମ୍ୟୁନିଟି ମାର୍କେଟ୍ ମାନଙ୍କରେ ସୁନାର ଦର କମିଯାଇଥିବା ବେଳେ ଆଗାମୀ ଦିନରେ ସବୁ ଗହଣା ଦୋକାନନରେ ଏହି ସବୁ ଧାତୁ ଉପରେ ସୁଲଭ ମୂଲ୍ୟ ଆପଣମାନେ ପାଇପାରିବେ ।
ପୂର୍ବ ଦିନ ବାଣିଜ୍ୟରେ ଏହା 10 ଗ୍ରାମ୍ ପିଛା 59033 ଟଙ୍କା ହୋଇ ଥିବା ବେଳେ ପୂର୍ବ ବାଣିଜ୍ୟ ଅଧିବେଶନ ରେ 60190 ଟଙ୍କା ତୁଳନାରେ ରୂପା ମୁଲ୍ୟ କୁ ଦୁଇ ହଜାର ଟଙ୍କା ହ୍ରାସ କରି 58020 ଟଙ୍କା ହ୍ରାସ ପାଇଛି ।ସେହି ପରି ମୁମ୍ବାଇ 22 କ୍ୟାରେଟ୍ ସୁନାର ଦାମ୍ 47400 ଟଙ୍କା ରହିଥିବା ଜଣା ପଡିଛି ।
ସେମିତିରେ ବି ବିଗତ ଦିନ ରେ ଏତେ ପରିମାଣରେ ସୁନା ଦର ହ୍ରାସ ପାଇଥିବାୀ ବେଳେ ସାଧାରଣ ଗ୍ରାହକ ମନାଙ୍କ ପାଇଁ ଏହା ସୂବର୍ଣ୍ଣ ସୁଯୋଗ ହେବ ଯେଉଁମାନେ ବି ଏହି ଦିନରେ ଏହାକୁ କିଣିବା ପାଇଁ ଚାହାଁନ୍ତି ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।