ହେ ଭଗବାନ ! କଳିଯୁଗ ହେବ ଅନ୍ତ ଆଉ ବେଶିଦିନ ନୁହେଁ ଏହି ଦିନ ହେବ ଅନ୍ତ ଖାତାରେ ଲେଖିରଖନ୍ତୁ..! ମାଳିକା ରୁ ମିଳିଲା ଭବିଷ୍ୟତବାଣୀ

ଆଜି ଆମେ ଆପଣ ମାନଙ୍କୁ ମାଳିକା ସଂପର୍କୀତ କିଛି ଜ୍ଞାନ ବିଷୟରେ କହିବୁ ଯାହାକୁ ଆପଣ ମାନେ ଜାଣିରଖିବା ନିତାନ୍ତ ଆବଶ୍ୟକ । ଯାହା ଆପଣଙ୍କର ଆଗାମୀ ଜୀବନରେ ନିସଶ୍ଚିତ ରୂପରେ କାର୍ଯ ଏବଂ ଏହାକୁ ପୂର୍ବପୁରୁଷ ମାନେ ଏକ ଭବିଷ୍ୟତ ବାଣୀ ପରି କହିଛନ୍ତି ।ମହାପୁରୁଷ କହିଛନ୍ତି କି ପ୍ରକୃତରେ ଯେ ସତ୍ୟାଗ୍ରାହୀ ଅର୍ଥାତ ସତ୍ୟକୁ ଯିଏ ଆଶ୍ରା କରି ଚାଲିଥିବେ ସେମାନଙ୍କୁ ପ୍ରକୃତରେ ଏ ଦୁଃଖ , କଷ୍ଟ କାଟିବ ନାହିଁ । ସତ୍ୟ ପଥରେ ତିବା ଲୋକର କେହି କିଛି କରିପାରିବ ନାହିଁ । ସତ୍ୟ ପରିଶ୍ରାସିତ ସତ କିନ୍ତୁ ପରାଜିତ ନୁହେଁ ।

ସତ୍ୟର ଥିବା ଲୋକ ବହୁତ କଷ୍ଟ ଭୋଗେ ସତ କିନ୍ତୁ ମହାପ୍ରଭୁ ନିଜେ ଆସିକରି ତାହାକୁ ରକ୍ଷା କରନ୍ତି । ଯାହାକୁ ଚାରିଭୁଜ୍ୟର ମହାପ୍ରଭୁ ସହାୟକ ହେଉଛନ୍ତି ତାହାକୁ ଦ୍ୱିଭୂଜର ଲୋକମାନେ କଣ କରିବେ । ଚାରିଭୂଜର ସହାୟତା ଲୋଡିଲେ ଦ୍ୱିଭୂଜର ଲୋକେ କଣ କରିବ ।

ଦିନେ ଏପରି ଘଟଣା ସତ୍ୟକୁ ନେଇ କରି ଘଟିଥିଲା କି ଯେଉଁଥିରେ ଜଣେ ରାଜା ଭାବିଲେ କି ସେ ଏ ସଂସାରରୁ ବିଦାୟ ନେବେ ଏହି ବୈରାଗ ଭଲି ଦୁନିଆରେ ଆଉ ରହିବେ ନାହିଁ । ତେବେ ଏଥିରୁ ବିଦାୟ ନେବାକୁ ହେଲେ ଏହି ରାଜଗାଦି ତ କାହାକୁ ଦେବା ପାଇଁ ପଡିବ ଏହା ପରେ ସେ ମନ୍ତ୍ରୀ ମାନଙ୍କୁ ଡାକିଲେ ଏବଂ କହିଲେ କି ମୁଁ ଏହି ରାଜଗାଦି ଜଣେ ଯୋଗ୍ୟ ବ୍ୟକ୍ତିକୁ ଦେବାକୁ ଚାହୁଁଛନ୍ତି ।

ତେବେ ସେ ଚିନ୍ତା କରିଲେ ଏବଂ ସକାଳେ କେତେକ ପଣସ ମଞ୍ଜି ଆଣିଲେ ଏବଂ ସମସ୍ତଙ୍କୁ ଦେଲେ କହିଲେ କି 6 ମାସ ଭିତରେ ଏହାକୁ ଯିଏ ବହୁତ ସୁନ୍ଦର ଗଛ କରି ଆଣିକରି ଦେବ ସେ ହିଁ ରାଜଗାଦିରେ ବସି । ରାଜାଙ୍କର ଏପରି କଥା ଶୁଣି ସମସ୍ତେ ତାହାକୁ ନେଇଗଲେ।

ଏହା ପରେ 6 ମାସ ବିତିଗଲା ତା ପରେ ସମସ୍ତେ ରାଜା ଦେଇଥିବା ମଞ୍ଜିକୁ ଗଛ କରି ନେଇ ଆସିଲେ ଏବଂ ସମସ୍ତଙ୍କର ବହୁତ ସୁନ୍ଦର ସୁନ୍ଦର ହୃଷ୍ଟ ପଋଷ୍ଟ ଗଛ ହୋଇଥିଲା । ମାତ୍ର ସେହିଠାରେ ଥିବା ଜମେ ବ୍ୟକ୍ତି କାନ୍ଦି କାନ୍ଦି କହିଲା କି ମୁଁ ସେହି ମଞ୍ଜି ନେଇଥିଲି ହେଲେ ମୋର ଗଛ ହେଲା ନାହିଁ । ରାଜା ତାହାର କଥା ଶୁଣି ତାହାକୁ ରାଜ ଗାଦିରେ ଆଣି ବସାଇଲେ ଏବଂ ସମସ୍ତ ରାଜାଙ୍କର ଏପରି ବ୍ୟବହାର ଦେଖି ଆଶ୍ଚର୍ଯ୍ୟ ହୋଇଗଲେ । କାରଣ ରାଜା ନିଜ ବଚନର ବାହାରକୁ ଯାଇଥିଲେ ।

ଏହା ପରେ ରାଜା ସମସ୍ତଙ୍କୁ କହିଥିଲେ କି ମୁଁ ସେହି ମଞ୍ଜିକୁ ସିଝାଇ କରି ସମସ୍ତଙ୍କୁ ଦେଇଥିଲି ଯାହାର କି କେବେ ଗଛ ହେବ ନାହିଁ ମାତ୍ର ଆପଣ ମାନେ ରାଜଗାଦି ଲୋଭରେ ମିଥ୍ୟା କହିଲେ । ସମସ୍ତେ ଅନ୍ୟ ପଣସ ମଞ୍ଜି ନେଇ କରି ଗଛ କରିଛ ହେଲେ କହିଛ କଣ ନା ସେହି ପଣସ ମଞ୍ଜିରୁ ଏମିତି ଗଛ ହୋଇଛି ।

ସତ୍ୟରେ ଥିବା ଲୋକ ହିଂସା ବାଦର ସାମ୍ନା କରିବେ ମାତ୍ର ସେମାନଙ୍କର ହିଁ ପ୍ରୃକୃତ ଜୟ ହେବ କାରଣ ସେମାନେ ସତ୍ୟରେ ଥିବେ । ପରାଜୟ ଅସତ୍ୟ ଲୋକମାନଙ୍କର ହେବ । ତେଣୁ ସଂସାର ଭିତରେ ରହିଛନ୍ତି ତ ସତ୍ୟକୁ କେବବେ ହେଲେ ମଧ୍ୟ ଛାଡିବେ ନାହିଁ ସର୍ବଦା ସତ୍ୟରେ ରୁହନ୍ତୁ ଅସତ୍ୟ ମାର୍ଗରେ ପାଦ ଦିଅନ୍ତୁ ନାହିଁ ଏହା ହିଁ ନିଜ ଜୀବନର ଲକ୍ଷ୍ୟ ରଖନ୍ତୁ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।